Monthly Archives

June 2025

ଆଇଏଟିଏର ୮୧ତମ ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବାୟୁ ପରିବହନ ସମ୍ମିଳନୀର ଅଧିବେଶନକୁ ସମ୍ବୋଧିତ କରିଛନ୍ତି…

ଭାରତ ଆଜି ବିଶ୍ୱର ତୃତୀୟ ସର୍ବବୃହତ ଘରୋଇ ବିମାନ ଚଳାଚଳ ବଜାର: ପ୍ରଧାନମନ୍ତ୍ରୀଉଡାନ୍ ଯୋଜନାର ସଫଳତା ଭାରତୀୟ ବେସାମରିକ ବିମାନ ଚଳାଚଳରେ ଏକ ସୁବର୍ଣ୍ଣ ଅଧ୍ୟାୟ: ପ୍ରଧାନମନ୍ତ୍ରୀବିଶ୍ୱର ଅଗ୍ରଣୀ ବିମାନ କମ୍ପାନୀଗୁଡ଼ିକ ପାଇଁ, ଭାରତରେ ନିବେଶ ନିମନ୍ତେ ଏକ ଉତ୍କୃଷ୍ଟ ସୁଯୋଗ ପ୍ରଦାନ
Read More...

ଜେ ଏସ୍ ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ଦ୍ୱାରା (ସରବତ) ଥଣ୍ଡା ପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗ୍ରୀଷ୍ମର ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ଆଖ ପାଖ ଅଞ୍ଚଳରୁ ଅନେକ ଭକ୍ତ ଶୀତଳ ଷଷ୍ଠୀ ମହୋତ୍ସବ ଦର୍ଶନ କରିବା ପାଇଁ ଆସିଥିଲେ । ଶୀତଳ ଷଷ୍ଠୀ ମହୋତ୍ସବ ପାଳନ ଅବସରରେ ଶ୍ରଦ୍ଧାଲୁ ଭକ୍ତ ମାନଙ୍କ ପାଇଁ ବଲାଙ୍ଗିର ଅବସ୍ଥିତ ଜେ ଏସ୍ ଏମ୍ କଳା,
Read More...

ରୋଜିତାଙ୍କୁ ସମ୍ବର୍ଦ୍ଧିତ କଲେ କଳିକେଶ ନାରାୟଣ ସିଂଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସି ସି ଆର୍ ଟି ତରଫରୁ ୨୦୨୨-୨୩ ନୁତ୍ୟ ଯୁବ କଳାକାର ମେଧାବୃତ୍ତିରେ କୃତିତ୍ୱ ଅର୍ଜନ କରିଛନ୍ତି ଯୁବ କଳାକାର ରୋଜିତା ବାଗ । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଶୈଳଶ୍ରୀ ପେଲେସରେ ଠାରେ ବିଧାୟକ କଳିକେଶ ନାରାୟଣ ସିଂହଦଓଙ୍କ
Read More...

ଆମର ଗର୍ବ ଆମର ସଂସ୍କୃତି, ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି

ନୂଆଦିଲ୍ଲୀ, (ପିଆଇବି) : ଗତ ୧୧ ବର୍ଷ ଧରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତର ସାଂସ୍କୃତିକ ଯାତ୍ରା ଏକ ରଙ୍ଗୋଲି ପରି ବିକଶିତ ହୋଇଛି । ହମ୍ପିର କାଳଜୟୀ ମନ୍ଦିରଠାରୁ ଶାସ୍ତ୍ରୀୟ ସଙ୍ଗୀତ ଏବଂ ନୃତ୍ୟର ଜୀବନ୍ତ ପରମ୍ପରା ପର୍ଯ୍ୟନ୍ତ, ସରକାର ସମସ୍ତ ଐତିହ୍ୟକୁ ନୂତନ
Read More...

ଖୁଲମ୍ ଖୁଲା ଦିନ ଦ୍ବିପହରରେ ଲୁଟ୍

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିଗଡିବାରେ ଲାଗିଛି । କେଉଁଠି ହତ୍ୟା ତ' କେଉଁଠି ମରଣାତ୍ମକ ଆକ୍ରମଣ । କେତେବେଳେ ଲୁଟ୍ ତ' କେତେବେଳେ ଛିନ୍‌ତାଇ । ଏପରି ଏକ ବଡ଼ ଖବର ପହଞ୍ଚିଛି । ପାଟଣାଗଡ ରାମଜୀଛକ ନିକଟସ୍ଥ ମହାବୀର ଆଇରନ ଷ୍ଟୋର
Read More...

ସାମ୍ବାଦିକ ଭବନର ଉନ୍ନତିକରଣ କାମର ଉଦଘାଟନ 

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଦ୍ଵାରା ଆଜି ସାମ୍ୱାଦିକ ଭବନର ଉନ୍ନତିକରଣ କାମର ଶୁଭ ଉଦଘାଟନ ହୋଇଯାଇଛି । ବିଧାୟକ ଶ୍ରୀ ସିଂହଦେଓ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶୁଭ ଉଦଘାଟନ କରିଥିବା ବେଳେ ବଲାଙ୍ଗିର ପୌର ପରିଷଦ
Read More...

ପଂଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) ଆଗଲପୁର ବ୍ଲକ କୁଟାସିଂହା ପଂଚାୟତ ସ୍ତରୀୟ ଜନଶୁଣାଣି ଶିବିର କୁଟାସିଂହା ପଂଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସରପଂଚ ଶ୍ରୀ ଡିଗ୍ରି ମେହେରଙ୍କ ଅଧ୍ୟକ୍ଷତାରେ ଆଗଲପୁର ବିଡିଓ ମହାପାତ୍ର କୁଳଦୀପ ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ । ମୋଟ
Read More...

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର କୋଲକାତାରେ କେନ୍ଦ୍ରୀୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତ ସରକାର ଏକ ସ୍ପଷ୍ଟ ଦୃଷ୍ଟିକୋଣ ସହିତ ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ ପ୍ରମାଣ-ଭିତ୍ତିକ ଅପରାଧିକ ନ୍ୟାୟ ବ୍ୟବସ୍ଥା ଗଠନ କରୁଛନ୍ତିମୋଦୀ ସରକାର ଏପରି ନ୍ୟାୟ ବ୍ୟବସ୍ଥା ଗଠନ କରିବାକୁ ପ୍ରତିବଦ୍ଧ, ଯେଉଁଥିରେ ଗରିବ ବ୍ୟକ୍ତି ମଧ୍ୟ
Read More...

ପଲିଥିନ୍ ତଳେ ପରିବାର ଘର ପାଇଁ ବିକଳାଙ୍ଗଙ୍କ ନିବେଦନ : ଅନ୍ତଦୟ ଯୋଜନା ପାଇଁ ଗୁହାରୀ

ତୁରେକେଲା, (ପିତାମ୍ବର ଦୀପ) : ଅସହାୟ ଗରୀବ ବିକଳାଙ୍ଗଙ୍କ ପାଇଁ ସରକାରୀ ଯୋଜନା ସାତ ସପନ, ଯୋଜନା ପହଞ୍ଚି ପାରୁନାହିଁ ଉପାନ୍ତ ଅଞ୍ଚଳରେ, ଗରୀବ ଲୋକଟିଏ ପାଉନାହିଁ ଅନ୍ତଦୟ କାର୍ଡ କିନ୍ତୁ ଧନୀ ମୁଷ୍ଟିମେୟ ପାଉଛି ଅନ୍ତଦୟ, ଏଭଳି ଦେଖିବାକୁ ମିଳିଛି ତୁରେକେଲା ବ୍ଲକ ବଡ଼ ବାଙ୍କୀ ପଞ୍ଚାୟତ
Read More...

ତୁଷୁରାରୁ ୧୧୮.୯୦ କୁଇଣ୍ଟାଲ ବେଆଇନ ଧାନ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ତୁଷୁରାରୁ ଓଡି ୧୭ ଡବ୍ଲୁ ୩୭୬୬ ନମ୍ବର ଟ୍ରକରୁ ୧୧୮.୯୦ କୁଇଣ୍ଟାଲ ଧାନ ଜବତ କରାଯାଇଛି । ତୁଷୁରାର କୁଳଦୀପ ଗୁପ୍ତାଙ୍କ ୨୭୦ଟି ଧାନ ବସ୍ତା ଜବତ କରାଯାଇଛି । ସମଲେଶ୍ଵରୀ ଆଗ୍ରୋ ଚାଉଳ ମିଲରେ ଏହି ଧାନ ଜିମା ଦିଆଯାଇଛି । ଏହି ଚଢାଉ ବେଳେ
Read More...