Monthly Archives

June 2025

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ଅଜୟ ପ୍ରଧାନଙ୍କ ଆବାହକତ୍ଵ ଓ ସାଂସ୍କୃତିକ
Read More...

ଲିମ୍ବ କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ : ଡ୍ରାଇଭର୍ ଫେରାର୍

ମୟୂରଭଞ୍ଜ : ସୋମବାର ବିଳମ୍ଵିତ ରାତିରେ ମୟୂରଭଞ୍ଜ ଜିଲ୍ଲା ଉଦଳା କୁଆମରା ଅଞ୍ଚଳରୁ ଏକ ନିମ୍ବ କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଛି । ବନ ବିଭାଗକୁ ଦେଖି ଗାଡି ଛାଡ଼ି ଡ୍ରାଇଭର୍ ଫେରାର୍ ହୋଇଯାଇଛି । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।
Read More...

ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ

ନବରଙ୍ଗପୁର : ନବରଙ୍ଗପୁର ପଡ଼ାଲଗୁଡ଼ା ଗାଁରେ ଅଘଟଣ । ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଖବର ଅନୁଯାୟୀ, ପଡ଼ାଲଗୁଡ଼ା ଗାଁରେ ପାଇଖାନା
Read More...

ଗଞ୍ଜାମ ଜିଲ୍ଲାକୁ ନୂତନ ପବ୍ଲିକ ପ୍ରସିକ୍ୟୁଟର ଭାବେ ବିଶ୍ୱଜିତ ବରାଳଙ୍କର ଯୋଗଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ନ୍ୟାୟିକ ବ୍ୟବସ୍ଥାରେ ନୂତନ ପବ୍ଲିକ ପ୍ରସିକ୍ୟୁଟର ଭାବେ ବିଶ୍ୱଜିତ ବରାଳଙ୍କର ସୋମବାର ଯୋଗଦାନ ହୋଇଛି । ବିଧିବଦ୍ଧ ଭାବେ ତାଙ୍କର କାର୍ଯ୍ୟଭାର ଆନୁଷ୍ଠାନିକ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଜଣାଯାଇଛି । ପ୍ରକାଶ ଯୋଗ୍ୟ ଯେ'
Read More...

ମେଧା ପାଟେକରଙ୍କ ତିନିଦିନିଅ ଓଡ଼ିଶା ଗସ୍ତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦେଶର ବିଶିଷ୍ଠ ପରିବେଶବିତ୍‌? ତଥା ନର୍ମଦା ବଞ୍ଚାଅ ଆନ୍ଦୋଳନ ନେତ୍ରୀ ସୁଶ୍ରୀ ମେଧା ପାଟେକରଙ୍କ ଜୁନ ୫ରୁ ୭ ତାରିଖ ତିନିଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଜୁନ ୫ ତାରିଖରେ ସେ ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର ସିଜିମାଳି ସୁରକ୍ଷା ତଥା ମା'
Read More...

୭ ମାସର ଶିଶୁ କନ୍ୟାକୁ କଚାଡି ମାରିଲା ପିଶାଚ ବାପା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ୪ନଂ କଲୋନୀ ଅନ୍ତର୍ଗତ ନୋଟାରୀପଶିରେ ଅଭାବନୀୟ ଘଟଣା । ୭ ମାସର ଶିଶୁ କନ୍ୟାକୁ କଚାଡି ମାରିଲା ପିଶାଚ ବାପା । ପାରିବାରିକ କଳହରୁ ଶିଶୁ କନ୍ୟାକୁ ହତ୍ୟା କରିଛି ଅଭିଯୁକ୍ତ ବାପା ସଞ୍ଜୟ ଚାତାର । ତେବେ ଘଟଣାସ୍ଥଳରେ
Read More...

ହାଇଓ୍ୱା ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ : ଗାଁ ଲୋକଙ୍କ ରାସ୍ତା ଅବରୋଧ

ବାଙ୍କୀ : ବାଙ୍କୀ-ଖୋର୍ଦ୍ଧା ରାସ୍ତାର ଢଂସର ଗ୍ରାମର ଶୂନ୍ୟ ମଠ ପୋଖରୀ ନିକଟରେ ଦୁର୍ଘଟଣା । ବାଲି ବୋଝେଇ ହାଇଓ୍ୱା ଧକ୍କାରେ ଯୁବକ ମୃତ । ଦୁର୍ଘଟଣାରେ ମୃତ ଯୁବକଙ୍କ ନାମ ଭୀମ ପ୍ରଧାନ ବୋଲି ଜଣାପଡିଛି । ଖବର ଅନୁଯାୟୀ, ମଙ୍ଗଳବାର ଭୋଟ ସମୟରେ ଭୀମ ଶୌଚ ହେବାକୁ ଗାଁ ନିକଟସ୍ଥ
Read More...

ବାଇକକୁ ପିଟିଲା ଚାରି ଚକିଆ ଯାନ : ବାଇକ ଆରୋହୀ ଗୁରୁତର

ଚୁଡ଼ାପାଲି : ବଲାଙ୍ଗିର ସଦର ଥାନା ଚୁଡ଼ାପାଲି ପୋଲ ଉପରେ ଏକ ବାଇକକୁ ଗୋଟିଏ ଚାରି ଚକିଆ ଯାନ ସାମ୍ନା ପଟରୁ ଧକ୍କା ଦେବାରୁ ବାଇକ ଆରୋହୀ ଗୁରୁତର ହୋଇଛି । ଗୁରୁତର ଆହତ ଜଣକ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଜିରାଟମାଲ ଗ୍ରାମର ଅକ୍ଷୟ ମହାକୁର(୩୦) । ସୂଚନା ଅନୁସାରେ ବାଇକ୍ ଆରୋହୀ
Read More...

ଭାରତରେ ଇଲେକ୍ଟ୍ରିକ୍ ଯାତ୍ରୀବାହୀ କାର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା ଲାଗି ସରକାରଙ୍କ ନିର୍ଦ୍ଦେଶାବଳୀ…

ନୂଆଦିଲ୍ଲୀ, (ପିଆଇବି) : ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ନେତୃତ୍ୱରେ ଭାରତ ସରକାର ଘରୋଇ ଯାତ୍ରୀବାହୀ କାର ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଯୋଜନାକୁ ମଞ୍ଜୁର କରିଛନ୍ତି, ଯେଉଁଥିରେ ବିଶେଷ ଭାବରେ ବୈଦ୍ୟୁତିକ ଯାନବାହନ (ଇଭି) ଉପରେ ଧ୍ୟାନ
Read More...

ନୂଆଦିଲ୍ଲୀରେ ବିଶ୍ୱର ସର୍ବବୃହତ ସମବାୟ ଖାଦ୍ୟଶସ୍ୟ ସଂରକ୍ଷଣ ଯୋଜନାର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର…

ମୋଦୀ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବ ଖାଦ୍ୟଶସ୍ୟ ସଂରକ୍ଷଣ ଯୋଜନା ପିଏସିଏସରେ ଆୟ ଏବଂ ଗ୍ରାମୀଣ ନିଯୁକ୍ତି ବୃଦ୍ଧି କରିବପିଏସିଏସକୁ ଋଣ ସୁବିଧାର ସମ୍ପ୍ରସାରଣ କରାଯିବା ଉଚିତ ଏବଂ ଏହି ଯୋଜନାରେ ପିଏସିଏସର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରାଯିବା ଆବଶ୍ୟକଏଫସିଆଇ, ଏନସିସିଏଫ୍,
Read More...