Monthly Archives

June 2025

ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଜେନେଭାରେ ଆୟୋଜିତ ଅଷ୍ଟମ ବିଶ୍ୱସ୍ତରୀୟ ମଞ୍ଚରେ ବିପର୍ଯ୍ୟୟ ପ୍ରଶମନ ପ୍ରତି ଭାରତର…

ନୂଆଦିଲ୍ଲୀ, (ପିଆଇବି) : ଜେନେଭାଠାରେ ୦୩ ଜୁନ ୨୦୨୫ ରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଅଷ୍ଟମ ବୈଶ୍ବିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ବିପର୍ଯ୍ୟୟ ପ୍ରଶମନ ପ୍ରତି ଭାରତର ପ୍ରତିବଦ୍ଧତାକୁ
Read More...

୧୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ମହିଳା ଥାନାର ଜଣେ ଏ.ଏସ୍.ଆଇ. ଭିଜିଲାନ୍ସ ଦ୍ୱାରା ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହିଳା ଥାନାର ଜଣେ କାର୍ଯ୍ୟରତ ଏ.ଏସ୍.ଆଇ. ବବିତା ସୁନାଙ୍କୁ ଭିଜିଲାନ୍ସ ବୁଧବାର ଗିରଫ କରିଥିବା ଜଣାପଡ଼ିଛି । ଖବର ନେବାରେ ଜଣାଯାଇଛି ଯେ' ମ୍ୟାଡମ୍ ଜଣଙ୍କ ଏକ ମାମଲାରେ ସହାୟତା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ପୂର୍ବରୁ ଲାଞ୍ଚ ମାଗିବା
Read More...

ସିଲେଟପଡ଼ାରେ ସୋଲାର ବ୍ୟାଟେରୀ ବିସ୍ପୋରଣ : ନାବାଳକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ, ବ୍ୟାଟେରୀ ବିସ୍ପୋରଣରେ ନାବାଳକ ଗୁରୁତର । ପୁଇଁତଲା ଥାନା ଅନ୍ତର୍ଗତ ଆଠଗାଁ ପଞ୍ଚାୟତର ସିଲେଟପଡ଼ା ଗ୍ରାମରେ ଘଟିଥିବା ଏକ ବିସ୍ଫୋରଣରେ ଜଣେ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ନାବାଳକ ଚିହ୍ନଟ ହୋଇଛନ୍ତି ଜନକ ସାହୁଙ୍କ
Read More...

ଦିବ୍ୟସିଂହପୁର ଓ ଭାଗିରଥିପୁରରେ ଶୀତଳଷଷ୍ଠୀ ଯାତ୍ରା ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦିବ୍ୟସିଂହପୁର ଠାରେ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ବର୍ଣ୍ଣାଢ଼୍ୟ ଉତ୍ସବ ପାଳନ ଏକ ନିଆରା ପରମ୍ପରା, ଯାହା ପ୍ରାୟତଃ ୩୦୦ ଶହ ବର୍ଷର ପ୍ରାଚୀନ ପରମ୍ପରା ଅଟେ । ରୀତିନୀତି
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଅନ୍ତଃ ୧୫ ବର୍ଷୀୟ ସିଏମ୍ କପ୍ ଫୁଟବଲ୍ ଚାମ୍ପିୟନସିପ୍ ସଂଗଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଅନ୍ତଃ ୧୫ ବର୍ଷୀୟ ସିଏମ୍ କପ୍ ଫୁଟବଲ୍ ଚାମ୍ପିୟନସିପ୍ ମଙ୍ଗଳବାର ବ୍ରହ୍ମପୁର ଜୋନ୍‌ର ଶେଷ ଦିନରେ ପହଁଚିଥିଲା । ଶେଷ ଦିନରେ ମ୍ୟାଚ ଖେଳା ଯାଇଥିଲା କଳାହାଣ୍ଡି ଓ ନବରଙ୍ଗପୁର ମଧ୍ୟରେ । ଉଭୟ ଦଳ ମଧ୍ୟରେ ଏକ ରୋମାଞ୍ଚକ
Read More...

ସମ୍ବଲପୁର କୃଷି ଭବନର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
‘କୃଷି ଭବନ’ କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ –

• ଡବଲ ଇଞ୍ଜିନ ସରକାର ଲମ୍ବା ସମୟ ଧରି ଥିବା ଓଡ଼ିଶାର ମୌଳିକ ଆବଶ୍ୟକତାକୁ ପୂରଣ କରୁଛନ୍ତି• ଓଡ଼ିଶାର ଗରିବ, ଚାଷୀ, ମହିଳା, ଯୁବକଙ୍କ କଲ୍ୟାଣ ଏବଂ ଶିଶୁଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ କରିବା ଦିଗରେ ଡବଲ ଇଞ୍ଜିନ ସରକାର ସମର୍ପିତ• କୃଷି ଭବନ ପରିସରରେ “ମାଆ ପାଇଁ ଗଛଟିଏ” ଅଭିଯାନରେ
Read More...

କାମ ଚାଲିଥିବା ବେଳେ ଭୁଶୁଡ଼ିଲା କୋଠା : ୩ ଶ୍ରମିକ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ପୋଖରୀପୁଟ ଲିଙ୍ଗରାଜ ବିହାରରେ ଅଘଟଣ । ଏକ ପୁରୁଣା ଘର ଭାଙ୍ଗିବା ବେଳେ ଛାତ ଭୁଶୁଡ଼ିପଡ଼ିବାରୁ ୩ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ଚାପି ହୋଇଯାଇଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ
Read More...

ଆର୍‌ଆର୍‌ କଲୋନୀ ହାଇସ୍କୁଲରେ ବିଧାୟକ କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆର୍‌ଆର୍‌ କଲୋନୀ ହାଇସ୍କୁଲରେ ବଲାଙ୍ଗିର ବିଧାୟକ କଳିକେଶ । ଆଜି ବିଧାୟକ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗିର ସହରର ଲର୍କିପାଲି ସ୍ଥିତ ଆର୍‌ଆର୍‌ କଲୋନୀ ହାଇସ୍କୁଲକୁ ପରିଦର୍ଶନ କରିଛନ୍ତି । ଦୀନର୍ଘ ଦିନରୁ ଏହି ଆର୍‌ ଆର୍‌ କଲୋନୀରେ ଥିବା ହାଇସ୍କୁଲଟି
Read More...

ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌ : ଡ୍ରାଇଭର ଗୁରୁତର

କଟକ : ବିଳମ୍ୱିତ ରାତିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌ । ଏହି ଦୁର୍ଘଟଣାରେ ଗାଡ଼ିର ଚାଳକ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟ୍ରେଲର୍‌ଟିକୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଖୁଣ୍ଟୁଣି
Read More...

ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଗଡହରିଷପୁର ପଞ୍ଚାୟତ ଅନ୍ତର୍ଗତ ଶଙ୍ଖ ନଦୀ କୂଳରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବାର ଜଣାପଡିଛି । ଯୁବକଙ୍କୁ ହତ୍ୟା କରି ନଦୀ କୂଳରେ ଫୋପାଡି ଦିଆଯାଇଥିବାର ସନ୍ଦେହ କରାଯାଉଛି
Read More...