Monthly Archives

June 2025

ଜାତି ଗଣନା ସହିତ ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା-୨୦୨୭

ଜନ ଗଣନା-୨୦୨୭ ପାଇଁ ସନ୍ଦର୍ଭ ତାରିଖ ମାର୍ଚ୍ଚ ପହିଲା, ୨୦୨୭ ର ମଧ୍ୟରାତ୍ର ହେବକେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏବଂ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଅଣ-ସମକାଳୀନ ବରଫାବୃତ ଅଞ୍ଚଳ ତଥା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ପାଇଁ, ସନ୍ଦର୍ଭ ତାରିଖ ଅକ୍ଟୋବର ପହିଲା,୨୦୨୬ ର
Read More...

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ବର୍ତ୍ତମାନର କୋଭିଡ-୧୯ ସ୍ଥିତି ଏବଂ ଜନସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା…

ନୂଆଦିଲ୍ଲୀ, (ପିଆଇବି) : ଭାରତରେ ବିଗତ କିଛିଦିନ ହେଲା କୋଭିଡ-୧୯ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ବର୍ତ୍ତମାନର କୋଭିଡ-୧୯ ସ୍ଥିତି ଓ ଜନସ୍ବାସ୍ଥ୍ୟ ପ୍ରସ୍ତୁତି ସଂପର୍କରେ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚଏସ) ଡକ୍ଟର ସୁନୀତା ଶର୍ମାଙ୍କ ଅଧ୍ୟକ୍ଷତାରେ ୨ ଏବଂ ୩ ଜୁନରେ କେତେକ
Read More...

ଯୋଗ ସଙ୍ଗମ ୨୦୨୫ ଭାରତକୁ ଏକଜୁଟ କରୁଛି ଆନ୍ଦୋଳନରେ ଯୋଗ ଦେଇଛନ୍ତି ୩୦,୦୦୦ରୁ ଅଧିକ ସଂଗଠନ

ନୂଆଦିଲ୍ଲୀ, (ପିଆଇବି) : ସାମଗ୍ରିକ ସୁସ୍ଥତା ପ୍ରତି ଭାରତର ବର୍ଦ୍ଧିତ ପ୍ରତିବଦ୍ଧତାର ଏକ ଶକ୍ତିଶାଳୀ ପ୍ରମାଣ ସ୍ୱରୂପ, ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ୨୦୨୫ର ମୁଖ୍ୟ କାର୍ଯ୍ୟକ୍ରମ - ଯୋଗ ସଙ୍ଗମ, ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି,ଯେଉଁଥିରେ ସାରା ଦେଶରେ ସଂଗଠନଗୁଡ଼ିକ ଦ୍ୱାରା
Read More...

ଜମ୍ମୁ ଏବଂ କାଶ୍ମୀରରେ ରେଳ ଯୋଗାଯୋଗ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ

ଯୋଗାଯୋଗ, ଗତିଶୀଳତା ଏବଂ ସୁଯୋଗର ୧୧ ବର୍ଷ ନୂଆଦିଲ୍ଲୀ, (ପିଆଇବି) : କଟରା ଏବଂ ଶ୍ରୀନଗର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ସହିତ ଯାତ୍ରା ସମୟ ହ୍ରାସ ହେବାକୁ ଯାଉଛି ଏବଂ ଏହା ସହିତ ରେଳ ଯାତ୍ରାରେ ଆରାମର ଏକ ନୂତନ ମାନଦଣ୍ଡକୁ ଜମ୍ମୁ ଓ କାଶ୍ମୀରର ଲୋକମାନେ ଅନୁଭବ
Read More...

ଅବସରପ୍ରାପ୍ତ ବୀର ଯବାନଙ୍କୁ ଜନ୍ମଭୂମିରେ ସ୍ୱାଗତ ସମ୍ବର୍ଦ୍ଧନା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳର ଭାସ୍କର ବେହେରାଙ୍କ ସୁପୁତ୍ର ବିଏସଏଫ ଯବାନ ଚିତ୍ତ ରଞ୍ଜନ ବେହେରା ଦୀର୍ଘ ୨୨ ବର୍ଷ ଦେଶ ମାତୃକାର ସେବା କରି ଅବସର ନେଇ କର୍ମଭୂମିରୁ ଫେରିଛନ୍ତି ନିଜ ଜନ୍ମଭୂମି ଭବାନୀପାଟଣାକୁ । ତାଙ୍କୁ ଉଚ୍ଚସ୍ୱିତ
Read More...

ନୂଆପଡ଼ାରେ ” ଆମ ସଂକଳ୍ପ ନିଶା ନୁହେଁ ଜୀବନ ” ଏହି ବାର୍ତ୍ତା ନେଇ ବାହାରିଲା ସଚେତନତା ରଥ

ନୂଆପଡ଼ା, (କେପିଏନ୍‌ଏସ୍‌) : ଓଡିଶାରେ ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରିବା ସହିତ ଅପମିଶ୍ରିତ, ବିଷାକ୍ତ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗଣସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅଭିଯାନର ଶୁଭାରମ୍ଭ
Read More...

ନୃସିଂହନାଥରେ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ଓ ପାଇକମାଲ ବନ ବିଭାଗ ତରଫରୁ ନୃସିଂହନାଥରେ ପ୍ଲାଷ୍ଟିକ ବର୍ଜନ ନେଇ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତନ ବିଭାଗ ଓଡିଶା ସରକାରଙ୍କ
Read More...

ଚାଷୀଙ୍କ ସ୍କୁଟି ଡିକିରୁ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ଅଭିଯୋଗ

ବରଗଡ : ଚାଷୀଙ୍କ ସ୍କୁଟି ଡିକିରୁ ଟଙ୍କା ଲୁଟ୍‌ ଅଭିଯୋଗ । ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବରଗଡ ଜିଲ୍ଲା ଗୌରପଡା ଅଞ୍ଚଳରେ ଏହି ଲୁଟ୍ ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ଚାଷୀ ଜଣଙ୍କ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରୁ ଧାନ ବିକ୍ରି ଟଙ୍କା ବାହାର କରିଥିବା
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ ବିଧାୟକ : କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ ବିଧାୟକ । ଜିଲ୍ଲା ସମୀକ୍ଷା ବୈଠକରେ ସମସ୍ତ ବିଭାଗକୁ ନେଇ ସମୀକ୍ଷା କରିଥିବା ବେଳେ କଥା ବେଶୀ କାମ କମ୍ କରୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବଲାଙ୍ଗିର ବିଧାୟକ କଳିକେଶ ନରାୟଣ ସିଂଦେଓ । ତେବେ ସବୁଠୁ ବେଶୀ ଶିକ୍ଷା ବିଭାଗକୁ
Read More...

କାହିଁକି ମନେ ପଡୁନଥିଲା ଏଥେଲେଟିକ ଆସୋସିଏସନ : ଦରକାର ନଥିଲା ନା ଇଚ୍ଛା ଶକ୍ତିର ଥିଲା ଅଭାବ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କ୍ରୀଡା ପ୍ରେମୀ, ଖେଳାଳି ଓ ସଂସ୍କୃତିର ମାଟି ଅଟେ । ଏହି ମାଟିରୁ ବିଗତ ଦିନମାନଙ୍କରେ ଏଥେଲେଟିକର ବିଭିନ୍ନ ଶ୍ରେଣୀରେ ବୋହୁ ଖେଳାଳି ରାଜ୍ୟ ତଥା ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଖେଳରେ ଭାଗ ନେଇ ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି ଯାହା ପଛରେ
Read More...