ନଦୀ ଓ ପରିବେଶର ସୁରକ୍ଷା ନିମନ୍ତେ ମାଆମାନେ ଆଗଭର ହେବା ଆବଶ୍ୟକ : ମେଧା ପାଟେକର
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ପୋଟ୍ଟଲାମପୁରଠାରେ ଅନୁଷ୍ଠିତ ଋଷିକୂଲ୍ୟା ନଦୀ ସୁରକ୍ଷା ସମାବେଶରେ ବରିଷ୍ଠ ପରିବେଶ ବିତ ମେଧା ପାଟେକର ଯୋଗଦେଇ କହିଛନ୍ତି ଯେ' ନଦୀ ହେଉଛି ମାଆ ତେଣୁ ନଦୀ ଓ ପରିବେଶର ସୁରକ୍ଷା ନିମନ୍ତେ ମାଆମାନଙ୍କ ଆଗଭର ହେବାକୁ ସେ ଆନ କରି ନଦୀ!-->…
Read More...
Read More...