Monthly Archives

June 2025

ନାଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବରଗଡ଼, (ମୁନ୍ନା ସାହୁ) : ନାଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । କାରଣ ଅସ୍ପଷ୍ଟ । ବରଗଡ଼ ଲେଙ୍ଗୁ ମିଶ୍ର ଛକ ନାଳରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ବିଶିପଡାର ଶଙ୍କର ତାଣ୍ଡି ବୋଲି ଜଣାପଡ଼ିଛି । ସେ ଜଣେ ଫଳ ବିକାଳୀ । ଗତକାଲି ରାତିରୁ ନିଖୋଜ ଥିଲେ । ତେବେ ଆଜି
Read More...

୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନ

କୋର ହାଣ୍ଟର୍ସ ୩ ଉଇକେଟରେ ବିଜୟୀ ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଡି ଆର କେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦ - ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନର ମ୍ୟାଚରେ କୋର ହାଣ୍ଟର୍ସ, ରାଫେଲ
Read More...

ଜିଲ୍ଲା ସ୍ତରୀୟ ଦ୍ଵିତୀୟ ସନ୍ତରଣ ପ୍ରତିଯୋଗୀତା -୨୦୨୫ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ବାରିପଦାର ଦେବେନ୍ଦ୍ରପୁର ସ୍ଥିତ ବିଜୁପଟ୍ଟନାୟକ ସନ୍ତରଣାଗାରଠାରେ ଓଡିଶା ରାଜ୍ୟ ସନ୍ତରଣ ଆସୋସିଏସନ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଦ୍ଵିତୀୟ ସନ୍ତରଣ ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ସମ୍ମାନନୀୟା
Read More...

ଏପଟେ ଘନଘନ ବିଦ୍ୟୁତ୍‌କାଟ୍‌ ହେଉଥିବା ବେଳେ ସେପଟେ ଦିନରେ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗୋଟିଏ ପଟେ ଘନଘନ ବିଦ୍ୟୁତ୍‌ କାଟ୍‌କୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଦିନରେ ଜଳୁଛି ଷ୍ଟ୍ରିଟ ଲାଇଟ୍‌ । ଏଭଳି ଏକ ଘଟଣା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସ୍ଥିତ ଲକ୍ଷ୍ମୀ ବଜାରରେ ଦେଖିବାକୁ
Read More...

ମହିଳାଙ୍କ ବିକାଶ ଠାରୁ ମହିଳା କୈନ୍ଦ୍ରିକ ବିକାଶ ଦିଗରେ ଅଗ୍ରସର ହେଉଛି ଭାରତ

ନୂଆଦିଲ୍ଲୀ, (ପିଆଇବି) : ଅନେକ ପିଢ଼ି ଧରି, ଭାରତୀୟ ମହିଳାମାନେ ନାନା ପ୍ରତିବନ୍ଧକକୁ ସାମ୍ନା କରି ଆସୁଥିଲେ । ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ନିଯୁକ୍ତି ଏବଂ ନିଷ୍ପତ୍ତି ନେବାରେ ସୀମିତ ସୁଯୋଗ ମିଳୁଥିଲା । ବିଶେଷ କରି ଗ୍ରାମୀଣ ଏବଂ ଅବହେଳିତ ସମ୍ପ୍ରଦାୟରେ ଏହାର ଅଧିକ ପ୍ରଭାବ
Read More...

ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ୧ ତାରିଖରୁ ଚାଲିଥିବା ଓଡ଼ିଶୀ ନୃତ୍ୟ କର୍ମଶାଳା ଆଜି ଉଦଯାପିତ ହୋଇଯାଇଛି ।ଏ ଅବସରରେ ଆୟୋଜିତ ଉଦଯାପନୀ ସଭାରେ ପଦ୍ମପୁରର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି, ସମାଜସେବୀ ଓ ପୂର୍ବତନ ସାଧାରଣ
Read More...

ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ହାଇଦ୍ରାବାଦରେ ଓସାକା କମିଟି ସାକ୍ଷାତ କଲେ

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଓ ୫ଜଣ କମିଟୀ ସଦସ୍ୟ ହାଇଦ୍ରାବାଦ ସ୍ଥିତ ହୋଟେଲ ଆଇଟିସି କାକଟିଆରେ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କୁ ସାକ୍ଷାତ କରି ପଶ୍ଚିମ ଓଡ଼ିଶାର କେତେକ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଏକ
Read More...

କାରଖାନାରେ ଅଘଟଣ : ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ୍ୟୁ ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଶ୍ରୀମେଟାଲିକ୍ କାରଖାନାରେ ଅଘଟଣ । ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଲେ ନାଲକୋ ଥାନା ଅନ୍ତର୍ଗତ ଅଞ୍ଚଳର କନ୍ୟାବେଡା ଗାଁର ବିକାଶ ଦାଶ(୩୦ ବର୍ଷ) । ସୂଚନା ମୁତାବକ, ବିକାଶ ରବିବାର ସକାଳେ ଏ' ସିଫ୍ଟ ଡ୍ୟୁଟି
Read More...

ସୁନା ସଫା କରିବା ବାହାନାରେ ଠକୁଥିବା ଗ୍ୟାଙ୍ଗ ଏବେ ଧରମଗଡରେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୁନା ସଫା କରିବା ବାହାନାରେ ଠକୁଥିବା ଗ୍ୟାଙ୍ଗ ଏବେ ଧରମଗଡରେ ବି ନିଜ କଳା କାର୍‌ନାମା ଜାରି ରଖିଥିବା ସୂଚନା ମିଳୁଛି । ବୁଧବାର ଟିଟିଲାଗଡ଼ର ଗୁଲାବ ଚନ୍ଦ୍ର ଅଗ୍ରୱାଲଙ୍କ ଘରୁ ସୁନା ସଫା କରିବା ବାହାନାରେ ଲୁଟି ନେଇଥିଲେ ଦୁଇଟି ସୁନା ଚୁଡ଼ି ଓ
Read More...

ବଗିଚା ଜଗିବାକୁ ଯିବାବେଳେ କଚାଡ଼ି ଦେଲା ହାତୀ : ବୃଦ୍ଧ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ୍ ହାଉସ ଅଧୀନ କନ୍ତିମିଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ବୃଦ୍ଧ ଜଣକ ବାଲିମି ଥାନା ଅନ୍ତର୍ଗତ କନ୍ତିମିଲି ଗାଁର ମାର୍କଣ୍ଡ ବେହେରା (୬୦ ବର୍ଷ) ବୋଲି ଜଣାପଡ଼ିଛି । ତାଙ୍କୁ ଉଦ୍ଧାର କରି
Read More...