ଦେବରାଜ ହତ୍ୟା ଘଟଣାର ପର୍ଦ୍ଦାଫାସ ୨ ଗିରଫ : ପୁଲିସର ସିନ୍ ରିକ୍ରିଏସନ
ବରଗଡ଼ : ପଞ୍ଚାୟତ କଲେଜ ଅଧ୍ୟାପକ କଲୋନୀ ପଛପଟୁ ମିଳିଥିବା ଅଧା ପୋତା ଶବ ଘଟଣା । ଘଟଣାର ପର୍ଦ୍ଦାଫାସ କଲା ପୁଲିସ । ଦେବରାଜ ପାଣିଗ୍ରାହୀ ହତ୍ୟା ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ମୃତକଙ୍କ ପଡ଼ାର ସ୍ଥାନୀୟ ବାସିନ୍ଦା ଜିତେନ୍ଦ୍ର ଭୋଇ ଓ ରାକେଶ ବିଶାର!-->…
Read More...
Read More...