Monthly Archives

June 2025

ମୋଦୀ ସରକାରଙ୍କ ଐତିହାସିକ ୧୧ ବର୍ଷ ହେଉଛି ସଂକଳ୍ପ, ସମର୍ପଣ ଏବଂ ଜନସେବା ପ୍ରତି ନିଷ୍ଠାର ଏକ ସୁବର୍ଣ୍ଣ ଯୁଗ :…

ନୂଆଦିଲ୍ଲୀ, (ପିଆଇବି) : ସେବାର ଏହି ୧୧ ବର୍ଷ ମଧ୍ୟରେ ଦେଶ ଆର୍ଥିକ ପୁନରୁଦ୍ଧାର, ସାମାଜିକ ନ୍ୟାୟ, ସାଂସ୍କୃତିକ ଗୌରବ ଏବଂ ଜାତୀୟ ସୁରକ୍ଷାର ଏକ ନୂତନ ଯୁଗର ସାକ୍ଷୀ ହୋଇଛି । ମୋଦୀ ସରକାର ପ୍ରମାଣିତ କରିଛନ୍ତି ଯେ ଯେତେବେଳେ ନେତୃତ୍ୱ ସ୍ପଷ୍ଟ, ସଂକଳ୍ପବଦ୍ଧ ଏବଂ ଜନସେବା ଉପରେ ଧ୍ୟାନ
Read More...

୧୪୦ କୋଟି ଭାରତୀୟଙ୍କ ସମୂହ ଚେଷ୍ଟା ଓ ଆଶୀର୍ବାଦରୁ ସୁଶାସନ ଓ ରୂପାନ୍ତରିକରଣ ଲାଗି ବିଭିନ୍ନ କ୍ଷେତ୍ରରେ ଭାରତ ଦ୍ରୁତ…

ନୂଆଦିଲ୍ଲୀ, (ପିଆଇବି) : ସାମୁହିକ ସଫଳତା ଲାଗି ଆମେ ଗର୍ବିତ ଏବଂ ବିକଶିତ ଭାରତ ପାଇଁ ବିଶ୍ୱାସ ଓ ଆତ୍ମ ବିଶ୍ୱାସ ସହ ପରିମାର୍ଜିତ ପ୍ରସ୍ତାବ ଉପରେ ଆସ୍ଥା ରଖୁ : ପ୍ରଧାନମନ୍ତ୍ରୀ ଗତ ୧୧ ବର୍ଷରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଛି ଏବଂ ଜୀବନଧାରଣର ମାନରେ ବହୁ ସୁଧାର ଆସିଛି :
Read More...

ପୁଡୁଚେରୀ ବିଧାନସଭା ପାଇଁ ଘରଠଇ ଡିଜିଟାଲ୍ ପ୍ଲାଟଫର୍ମର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗାନ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗାନ ୦୯ ଜୁନ୍ ୨୦୨୫ରେ ପୁଡୁଚେରୀ ବିଧାନସଭା ପାଇଁ ଜାତୀୟ ଇ-ବିଧାନ ଆପ୍ଲିକେସନ୍ (ଘରଠଇ) ଉଦଘାଟନ କରିଛନ୍ତି । ଏହା ସ୍ୱଚ୍ଛ, ଦକ୍ଷ ଏବଂ ପରିବେଶ ଅନୁକୂଳ ଶାସନ ଦିଗରେ ଏକ
Read More...

ମୋଦୀ ସରକାରଙ୍କ ଅଧିନରେ ସେବା ସୁଶାସନ ଏବଂ କଲ୍ୟାଣର ୧୧ ବର୍ଷ ପାଳନ କରିଛି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ

ନୂଆଦିଲ୍ଲୀ, (ପିଆଇବି) : ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ (ଏମ୍ଓଏମ୍ଏ) ଆଜି ମୋଦୀ ସରକାରଙ୍କ ପରିବର୍ତ୍ତନଶୀଳ ଯାତ୍ରାକୁ ସ୍ମରଣ କରି ସେବା, ସୁଶାସନ ଏବଂ କଲ୍ୟାଣର୧୧ ବର୍ଷକୁ ସ୍ୱତନ୍ତ୍ର ଭାବେ ପାଳନ କରିଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରଣାଳୟର ସଚିବ ଡକ୍ଟର ଚନ୍ଦ୍ର ଶେଖର କୁମାର
Read More...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବନକର୍ମଚାରୀଙ୍କ ୩ ଦଫା ଦାବୀ : ୧୫ ଦିନ ମଧ୍ୟରେ ଦାବୀ ପୂରଣ ନ ହେଲେ ଆନ୍ଦୋଳନ ପାଇଁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଅଣ-ଗ୍ରେଜେଟେଡ଼ ସେବା ସଂଘ ବ୍ରହ୍ମପୁର କ୍ଷେତ୍ର ଜୋନ୍ ପକ୍ଷରୁ ବନ ବିଭାଗର କ୍ଷେତ୍ର କର୍ମଚାରୀ ତଥା ଫରେଷ୍ଟ ଗାର୍ଡ, ଫରେଷ୍ଟର, ଡେପୁଟୀ ରେଞ୍ଜରମାନଙ୍କ ତିନି ଦଫା ଦାବି ନେଇ ସରକାରଙ୍କୁ ପୂର୍ବରୁ ଜଣାଇଥିଲେ ସୁଦ୍ଧା ସରକାର କର୍ଣ୍ଣପାତ
Read More...

କୁଟାସିଂହାର ମା’ ଅଭୟା କାଳୀଙ୍କ ଯାତ୍ରାର ଶେଷ ଦିନରେ ପୂଜା

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ଗ୍ରାମରେ ମା' ଅଭୟାକାଳୀଙ୍କ ପାରମ୍ପରିକ(ପୂଜା) ଛତର ଯାତ୍ରା ଆରମ୍ଭ ହୋଇଯାଇଛି । ବଲାଙ୍ଗିର ସହରଠାରୁ ୪୧ କିଲୋମିଟର ଦୂରରେ ଅବସ୍ଥିତ କୁଟାସିଂହା ଗ୍ରାମ । କାହିଁ କେଉଁ ଆବାହନ କାଳରୁ ଏହି
Read More...

ବଲାଙ୍ଗିର ସ୍ଵଧାର ଗୃହରେ ମାଗଣା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ସ୍ଵଧାର ଗୃହରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭୀମସାରର ବରିଷ୍ଠ ସ୍ତ୍ରୀ ଏବଂ ପ୍ରସ୍ତୁତି ବିଭାଗ ବିଶେଷଜ୍ଞ ପ୍ରେଫେସର ଡ଼ଃ ବେଣୁଧର ପାଣ୍ଡେ ଯୋଗଦେଇଥିଲେ । ସେଠାରେ
Read More...

ଟିଟିଲାଗଡ଼ର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ମାସ ୨୭ ତାରିଖକୁ ରଥ ଯାତ୍ରା । ଏଥିପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ଶ୍ରୀ ଦଧିବାମନ ଓ ଧବଳେଶ୍ଵର ଟ୍ରଷ୍ଟ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସଂଧ୍ୟାରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସଭା ଗୃହଠାରେ ଏନେଇ ଏକ
Read More...

ବିଜେପି ପକ୍ଷରୁ ଭଗବାନ ବିର୍ସା ମୁଣ୍ଡାଙ୍କର ୧୨୫ତମ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ସଭା

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବୈପାରିଗୁଡା ବ୍ଲକ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ଭଗବାନ ବିର୍ସା ମୁଣ୍ଡାଙ୍କ ୧୨୫ତମ ପୂଣ୍ୟତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପଶ୍ଚିମେଶ୍ୱର ମନ୍ଦିର ପ୍ରାଣଙ୍ଗରେ ପାଳିତ ହୋଇଯାଇଛି । ଜିଲ୍ଲା ଆଦିବାସୀ
Read More...

ସ୍ୱାମୀକୁ ପାଇବା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ସ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀଙ୍କୁ ଖୋଜି ଖୋଜି ବଲାଙ୍ଗିରରେ ପହଞ୍ଚିଲେ ମହିଳା । ସ୍ୱାମୀକୁ ପାଇବା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ । ବିବାହର ଚାରି ବର୍ଷ ପରେ ସ୍ତ୍ରୀକୁ ଛାଡି ସ୍ୱାମୀ ଫେରାର । ଏସ୍‌ପି ଅଫିସର ଦ୍ୱାରସ୍ଥ ହେଲେ ମହିଳା । ଏଭଳି ଏକ ଅଭିଯୋଗ ନେଇ ବଲାଙ୍ଗିର
Read More...