Monthly Archives

June 2025

କଳାମଣ୍ଡଳ ପଡା ରଥଯାତ୍ରା କମିଟି ତରଫରୁ ମହାବାହୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ସମ୍ପନ୍ନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଳାମଣ୍ଡଳ ପଡା ରଥଯାତ୍ରା କମିଟି ତରଫରୁ ମହାବାହୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବହୁତ ଭକ୍ତଙ୍କ ସମାଗମରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ରତ୍ନବେଦି ଛାଡି ଭାଇ, ଭଉଣୀଙ୍କ ସହ ସ୍ନାନବେଦିରେ ଉଭା ହୋଇଥିଲେ । ଆଜି ଧନୀ, ଗରିବ, ତପୀ,
Read More...

ବରଗଡ଼ର ବଦାନ୍ୟ ଅନୁଷ୍ଠାନ “ଫିଡ୍” ତରଫରୁ ଦଳିତ ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ବଦାନ୍ୟ ଅନୁଷ୍ଠାନ "ଫିଡ୍"(ଫାଉଣ୍ଡେସନ୍ ଫର୍ ଏଜୁକେସନାଲ୍ ଏଣ୍ଡ୍ ଇକୋନୋମିକ୍ ଡେଭେଳପମେଣ୍ଟ୍) ତରଫରୁ ୨୦୨୫ ଦଶମ ଶ୍ରେଣୀ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି କୃତିତ୍ଵ ଅର୍ଜନ କରିଥିବା ବରଗଡ଼ ଜିଲ୍ଲାର ଜମଳା ଉଚ୍ଚ ବିଦ୍ୟାଳୟର ଛାତ୍ର ସାହିଲ
Read More...

ସ୍ନାନପୂର୍ଣ୍ଣିମାରେ ପୁରୀରେ ଗଡିଲା ମୁଣ୍ଡ : ବରିଷ୍ଠ ସେବାୟତଙ୍କୁ ହତ୍ୟା

ପୁରୀ : ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସେବାୟତଙ୍କୁ ହତ୍ୟା । ପୁରୀ ଗୁଡିଆ ସାହିରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ମହାସୁଆର ସାହିର ଜଗନ୍ନାଥ ଦୀକ୍ଷିତ । ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
Read More...

ନମୋ ଆପରେ ଜନ ମନ ସର୍ବେକ୍ଷଣର ଶୁଭାରମ୍ଭ

• ଭାରତର ଭବିଷ୍ୟତ ଗଢ଼ିବା ଲାଗି ଏକ ସଶକ୍ତ ମଞ୍ଚ• ପ୍ରଥମ ଦିନରୁ ମିଳିଲା ପାଞ୍ଚ ଲକ୍ଷରୁ ଅଧିକ ପ୍ରତିକ୍ରିୟା ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ୧୧ ବର୍ଷ ପୂର୍ତ୍ତି ଅବସରରେ ନରେନ୍ଦ୍ର ମୋଦୀ ଆପ୍ ବା ନମୋ ଆପ୍ ଜରିଆରେ “ଜନ ମନ ସର୍ବେକ୍ଷଣ”ର
Read More...

ମହିଳା ଓ କିଶୋରୀ ସଶକ୍ତିକରଣ କାର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ରଠାରେ କ୍ରାଏ (CRY) କଲିକତା ତରଫରୁ ପଲ୍ଲୀ ଆଲୋକ ପାଠାଗାରର ଆୟୋଜନ କ୍ରମେ ଏକ ଜିଲ୍ଲା ସ୍ତରୀୟ ମହିଳା ଓ କିଶୋରୀ ସଶକ୍ତିକରଣ କାର୍ମଶାଳା ଅନୁଷ୍ଟିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ପଶ୍ଚିମ ଓଡିଶା ସାାଂସ୍କୃତିକ ପରିଷଦ ରାଉରକେଲା ଦ୍ୱାରା ଗୃହ ସୁରକ୍ଷା ସଚେତନତା କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ରାଉରକେଲା ଓ ଦୀପିକା ଇଂରାଜି ମାଧ୍ୟମ ବିଦ୍ୟାଳୟ ସହଯୋଗ ଦ୍ଵାରା ଦୀପିକା ଇଂରାଜୀ ମାଧ୍ୟମ ବିଦୟାଳୟର ଲାଇବ୍ରେରୀ କକ୍ଷରେ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ଗୃହୀଣିମାନଙ୍କ ଓ ବିଦ୍ୟାଳୟର ଶିକ୍ଷୟତ୍ରୀମାନଙ୍କ ପାଈଁ
Read More...

କାଳ ବୈଶାଖୀର ତାଣ୍ଡବ ରୂପ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ସୋମବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି କ୍ଷୀପ୍ର ପବନ ଓ ବର୍ଷା ପ୍ରଭାବରେ ନାହିନଥିବା କ୍ଷୟକ୍ଷତି ହେବା ସହ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଜଣାପଡିଛି । ଫଳରେ ଝାରେଡି ରାଧା
Read More...

ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ନିଯୁକ୍ତି ଦେବେ ଓଡ଼ିଶା ସରକାର : ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ଯୁବପିଢ଼ିଙ୍କ ପାଇଁ ବଡ଼ ଖବର । ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ନିଯୁକ୍ତି ଦେବେ ଓଡ଼ିଶା ସରକାର । ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆହୁରି କହିଛନ୍ତି ଯେ, ୫ ବର୍ଷରେ ୧ ଲକ୍ଷ ୫୦ ହଜାର ଖାଲି ପଦବୀ ପୂରଣ
Read More...

ଛତ୍ରପୁର ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଛତ୍ରପୁର ସ୍ଥିତ ନିୟୁ-ବସଷ୍ଟାଣ୍ଡ କ୍ୟାମ୍ପସ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ
Read More...

ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ମଥୁରା ଗ୍ରାମରେ ଯୁବକଙ୍କୁ ଆକ୍ରମଣ । ଖଣ୍ଡାରେ ହାଣି ଆକ୍ରମଣ ଅଭିଯୋଗ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ମଥୁରା ଗ୍ରାମର ରୁଦ୍ର ପ୍ରସାଦ ସେଠୀ ମଙ୍ଗଳବାର ସନ୍ଧ୍ୟା ସମୟରେ ଧୋବାସାହି
Read More...