ମହିଳାଙ୍କ ପୂର୍ବତନ ସ୍ୱାମୀଙ୍କ ଆକ୍ରମଣରେ ବର୍ତ୍ତମାନ ସ୍ୱାମୀ ଆହତ
କଟକ : କଟକ ଶିଖରପୁର ଅଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଜଣେ ମହିଳାଙ୍କ ପୂର୍ବତନ ସ୍ୱାମୀଙ୍କ ଆକ୍ରମଣରେ ବର୍ତ୍ତମାନର ସ୍ୱାମୀ ଆହତ । ପ୍ରଥମେ ବଚସା ପରେ ବର୍ତ୍ତମାନର ସ୍ୱାମୀ ଶିବ ଶଙ୍କରଙ୍କ ପେଟରେ ମଦ ବୋତଲ ଭାଙ୍ଗି ପୁରାଇ ଦେଇଥିଲା ପୂର୍ବତନ ସ୍ୱାମୀ ଗୋବିନ୍ଦ ପରିଡ଼ା । ଆକ୍ରମଣର!-->…
Read More...
Read More...