Monthly Archives

June 2025

ଗୁରୁପୂର୍ଣ୍ଣିମାରେ ଗୁରୁ ପୂଜନୋତ୍ସବ ପାଇଁ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଶ୍ରୀନୃସିଂହ ମନ୍ଦିର କାର୍ଯ୍ୟାଳୟଠାରେ ଗୁରୁଭାଇ ଓ ଭଉଣୀ ସେବା ସଂଘ ଟ୍ରଷ୍ଟ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଗୁରୁ ପୂଜନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ତା.୧୦.୦୭.୨୦୨୫ ଗୁରୁ ପୂର୍ଣ୍ଣିମା ଦିନ ଶ୍ରୀ ନୃସିଂହ ମନ୍ଦିର
Read More...

ବଦଳିଲେ ପୁରୀ ଜିଲ୍ଲାପାଳ ଏବଂ ଏସ୍‌ପି : ଡିସିପି ସସ୍‌ପେଣ୍ଡ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଘଟିଥିବା ଅଘଟଣକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି କରାଯାଇଛି । ଚଞ୍ଚଳ ରାଣାଙ୍କୁ ପୁରୀର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ପିନାକ ମିଶ୍ରଙ୍କୁ ପୁରୀ ଏସ୍‌ପି ଭାବେ
Read More...

ରଥଯାତ୍ରା ପରିଚାଳନା ଦାୟିତ୍ୱରେ ଅରବିନ୍ଦ ଅଗ୍ରୱାଲ : ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚଳନା ଦାୟିତ୍ୱ । ଉଚ୍ଚ ଶିକ୍ଷା ବିଭାଗର ସଚିବ ଦାୟିତ୍ୱ ସହ ରଥ ପରିଚାଳନା ଅତିରିକ୍ତ ଦାୟିତ୍ୱ ତୁଲାବେ ଅରବିନ୍ଦ ଅଗ୍ରୱାଲ । ସୁପରଭିଜନ ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା
Read More...

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ସ୍ମରଣିକା କମିଟି ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ନୃସିଂହ ମନ୍ଦିରଠାରେ ଥିବା ବ୍ରାହ୍ମଣ ମହାସଭାର କାର୍ଯ୍ୟାଳୟଠାରେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଆବାହକତ୍ୱ ଏକ ସଭା ହୋଇଯାଇଛି ।
Read More...

ସାନ୍ତାଳ ବିଦ୍ରୋହ ସ୍କୃତିରେ ୩୦ ଜୁନକୁ ସରକାରୀ ଛୁଟି ଘୋଷଣା ପାଇଁ ମାରିସାର ଦାବୀ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମାରିସା ରାଜ୍ୟ ସଭାପତି ଅର୍ଜୁନ୍ ମୁର୍ମୁଙ୍କ ଆହ୍ୱାନ କ୍ରମେ ଗାଁ ଗାଁରେ ଚାଲିଛି ସାମାଜିକ ଓ ଧାର୍ମିକ ଲଢ଼େଇ । ଏହି ଆନ୍ଦୋଳନରେ ଲୋକମାନଙ୍କୁ ଜାଗ୍ରତ, ସଚେତନ ଓ ସଂଗଠିତ କରିବା ପାଇଁ ମୟୂରଭଞ୍ଜର ବିଭିନ୍ନ ଧର୍ମୀୟ ସ୍ଥାନ ମାନଙ୍କରେ ପୂଜାର୍ଚ୍ଚନା
Read More...

ୱାଇଏମଏଫଆଇ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ ମୁଭମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଚଳିତ ବର୍ଷ ବିଭିନ୍ନ ବୋର୍ଡ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଏନଆଇଟି ସ୍ଥିତ ତୀର ଅଡ଼ିଟୋରିୟମଠାରେ ସମ୍ବର୍ଦ୍ଧିତ କରାଯାଇଛି ।ଏଥିରେ ଏନଆଇଟିର ରେଜିଷ୍ଟାର ପ୍ରଫେସର ରୋହନ ଧୀମାନ
Read More...

ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନଠାରେ ଜୁନ୍ ମାସରେ ଜନ୍ମଗ୍ରହଣ କରିଥିବା ସଦସ୍ୟ, ସମାଜସେବୀ ଓ ଅନ୍ତେବାସୀଙ୍କୁ ନେଇ ୧୧୪ ତମ ସାମୁହିକ ଜନ୍ମ ଦିବସ ପାଳନ କରାଯାଇଥିଲା । ଅନ୍ୱେଷାର ସଭାପତି କଳ୍ପନା ଶତପଥୀଙ୍କ
Read More...

ଶୋଇଥିବା ବେଳେ କାମୁଡ଼ିଲା ସାପ : ଚାଲିଗଲା ଯୁବକଙ୍କ ଜୀବନ

ରାଉରକେଲା : ସାପ କାମୁଡ଼ାରେ ଗଡ଼ିଲା ମୁଣ୍ଡ । ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ କ. ବଲାଙ୍ଗ ଥାନା ନୂଆତନ୍ତରା ଗାଁରେ ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଶୁକଦେବ ନାଏକ । ସୂଚନା ମୁତାବକ, ନୂଆତନ୍ତରା ଗାଁର ଶୁକଦେବ ନାଏକ ଶନିବାର ରାତିରେ ଖାଇ ସାରି ଶୋଇଥିଲେ ।
Read More...

ରାଜ୍ୟସ୍ତରୀୟ ପାଲା ଉତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆଠାରେ ରଥଯାତ୍ରା ଉପଲକ୍ଷେ ୩ ଦିନିଆ ରାଜ୍ୟସ୍ତରୀୟ ପାଲା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବର ଉଦ୍ଦେଶ୍ୟ ହେଉଛି ଗ୍ରାମ୍ୟ ସ୍ତରରେ ଦିନକୁ ଦିନ ଲୋପ ପାଇଯାଉଥିବା ପାଲା ନୃତ୍ୟକୁ ଆଧୁନିକ ଯୁଗରେ ଲୋକାଭିମୁଖ
Read More...

ମେହେର ପଡାରେ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ସହର ସ୍ଥିତ ମେହେର ପଡାଠାରେ ରବିବାର ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ୍ କାର୍ଯ୍ୟକ୍ରମ ବିଜେପି ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ
Read More...