Monthly Archives

June 2025

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି : ଜୁନ୍ ୨୦ରୁ ରାଜ୍ୟରେ ଖୋଲିବ ସ୍କୁଲ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ । ୫୮ ଦିନ ପରେ ରାଜ୍ୟରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୀଷ୍ମ
Read More...

ପରଲୋକରେ ଗଜପତି ମହାରାଜାଙ୍କ ସାନଭାଇ ରଣାର୍ଣ୍ଣବ ଦେବ : ୬୭ ବୟସରେ ବୁଜିଲେ ଆଖି

ପୁରୀ : ଗଜପତି ମହାରାଜାଙ୍କ ସାନଭାଇଙ୍କ ପରଲୋକ । ଗଜପତି ମହାରାଜାଙ୍କ ସାନଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ ହୋଇଯାଇଛି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ମୃତ୍ୟୁବେଳକୁ ରଣାର୍ଣ୍ଣବ ଦେବଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଖବର ଅନୁଯାୟୀ, ଅସୁସ୍ଥତା କାରଣରୁ
Read More...

ଭାରତ ସାଇପ୍ରସର ବ୍ୟବସାୟୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଏବଂ ସାଇପ୍ରସ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଇପ୍ରସର ରାଷ୍ଟ୍ରପତି ମହାମହିମ ନିକୋସ୍ କ୍ରିଷ୍ଟୋଡୋଲିଡେସଙ୍କ ସହ ଆଜି ଲିମାସୋଲଠାରେ ଆୟୋଜିତ ଏକ ଗୋଲ ଟେବଲ ବୈଠକରେ ଉଭୟ ଦେଶର ବ୍ୟବସାୟିକ ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି । ମୁଖ୍ୟତଃ ବ୍ୟାଙ୍କିଙ୍ଗ, ଆର୍ଥିକ
Read More...

ଓଭରଟେକ କରି ଯିବାବେଳେ ପଛପଟୁ ଆମ୍ବୁଲାନ୍ସକୁ ଧକ୍କାଦେଲା ଟ୍ରକ

ଅଳ୍ପକେ ବର୍ତ୍ତିଲେ ଆମ୍ବୁଲାନ୍ସ ଡ୍ରାଇଭର ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ୪୪ନଂ ରାଜ୍ୟ ରାଜପଥ ସର୍ଗିଗୁଡା ଗ୍ରାମ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ମରାମତି ହୋଇ କାଶୀପୁର ଫେରୁଥିବା ସମୟରେ ଉତ୍କଳ ଆଲୁମିନାରୁ ଆଲୁମିନିଅମ
Read More...

ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା ଟ୍ରକ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଘାଟିରୁ ୨୦ ଫୁଟ୍‌ ତଳକୁ ଖସିଲା ଟ୍ରକ । ଭାରସାମ୍ୟ ହରାଇ ଗାଡିଟି ଘାଟି ତଳକୁ ଖସିଥିବା ସମୟରେ ଟ୍ରକ ଚାଳକ ଗୁରୁତର ଥିବା ନେଇ ସୂଚନା ରହିଛି । ଘଟଣା ସ୍ଥଳରେ କୋଲନରା ବ୍ଲକ ଅଗ୍ନିଶମ ବିଭାଗ
Read More...

ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ତରଫରୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପ୍ରସ୍ତାବିତ ପର୍ଶୁରାମ କଲ୍ୟାଣ ମଣ୍ଡପଠାରେ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଆବାହକତ୍ୱରେ ଅନେକ ସଦସ୍ୟ, ସଦସ୍ୟମାନଙ୍କ ଦ୍ୱାରା, ହୃଦୟ ବିଦାରକ ବିମାନ ଦୁର୍ଘଟଣାରେ ମୃତ୍ୟବରଣ କରିଥିବା ଯାତ୍ରୀମାନଙ୍କ ଏବଂ ସିଭିଲ୍‌ ହସ୍ପିଟାଲ ଡାକ୍ତର ଓ ଡାକ୍ତରୀ
Read More...

ଜିପିଏଲ୍ ଟ୍ରଫି ପ୍ରତିଯୋଗୀତା ୨୦୨୫ ପଞ୍ଚମ ସଂସ୍କରଣ ଚାମ୍ପିଆନ୍ କିଙ୍ଗ୍ ବିଜୟ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ତାବାହାଲିଠାରେ ଗାଁର ତିନି ଗୋଟି ଦଳ ରୋୟଲ୍ ଷ୍ଟ୍ରାଇକର୍, ଚାମ୍ପିଆନ କିଙ୍ଗ୍, ଟ୍ରଫି ଫାଇଟର୍ କୁ ନେଇ ଜିପିଏଲ ଟ୍ରଫି -୨୦୨୫ ଆୟୋଜିତ ହେଇଥିଲା । ଫାଇନାଲ ମେଚ୍ ଚାମ୍ପିଅନ କିଙ୍ଗ‌ ଓ ଟ୍ରଫି ଫାଇଟର୍ ମଧ୍ୟରେ ଅନୁଷ୍ଠିତ
Read More...

ଯୁବ ହଷ୍ଟେଲର ରଜ ମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ତରଫରୁ ରଜ ମିଳନ କାର୍ଯ୍ୟକ୍ରମ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଯୁବ ହଷ୍ଟେଲର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଆବାହକତ୍ଵରେ ଆୟୋଜିତ ଏହି ରଜମିଳନ
Read More...

ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର

ବାଲେଶ୍ୱର : ସୈତାନ ସାଜିଲା ବାପା । ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଓ ପୁଅକୁ ହାଣିଲା । ପୁଅ ଓ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଦହମୁଣ୍ଡାରେ ଏଭଳି ଘଟଣା ଘଟିଛି । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଅନୁମାନ
Read More...

ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌ : ୩ ଡ୍ରାଇଭର ଆହତ

ଭୁବନେଶ୍ୱର : ଭୁବନେଶ୍ୱର ପାତ୍ରପଡା ଆଳୁ ଗୋଦାମ ନିକଟରେ ସିରିଜ୍‌ ଦୁର୍ଘଟଣା । ବିଳମ୍ବିତ ରାତିରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌ । ଦୁର୍ଘଟଣାରେ ଆହତ ହେଲେ ୩ ଡ୍ରାଇଭର । ସମସ୍ତ ଆହତଙ୍କୁ AIIMSରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି ତଦନ୍ତ କରୁଛି । ସୁଚନା
Read More...