Monthly Archives

June 2025

ଭିଭିନ୍ନ ଯୋଜନାରେ ସହାୟତା ରାଶି ଏବଂ କାର୍ଯ୍ୟାଦେଶ ପ୍ରଦାନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଉନ୍ନତିକରଣ ନିମନ୍ତେ ୧ କୋଟି ଟଙ୍କା ଅଟକଳ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ମନ୍ଦିର ପରିସରରେ ବୃକ୍ଷ ରୋପଣ କଲେ ମାନ୍ୟବର ମନ୍ତ୍ରୀ ଏବଂ ସାଂସଦ ପଦ୍ମପୁର, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ରାଜ୍ୟ
Read More...

ଦୀର୍ଘଦିନ ଧରି କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀଙ୍କ ଅନୁଦାନ ପାଇଁ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଂଜନ ଦାଶଙ୍କ ଆହ୍ୱାନ କ୍ରମେ ତା୧୮-୦୬-୨୦୨୫ ବୁଧବାର ଦିନ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ୧୨ ଘଣ୍ଟିଆ ଧାରଣା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଂଯୋଜକ
Read More...

ରାତି ଶୋଇଥିବା ବେଳେ ସାପ କାମୁଡ଼ାରେ ନାବାଳକ ମୃତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ପେଣ୍ତିଲି ପଞ୍ଚାୟତର ଦୁପୁଲୁପାଡୁ ଗ୍ରାମର ପ୍ରଶନ୍ନ କୁମାର ଶବରଙ୍କ ଏକ ମାତ୍ର ପୁତ୍ର ବିରେନ୍ଦ୍ର କୁମାର ଶବର (୧୬) ରାତିରେ ନିଜ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡାରେ ଗୁରୁତର ହୋଇଥିଲେ । ସାପ କାମୁଡ଼ିବା
Read More...

ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ନିମନ୍ତେ ଆସନ୍ତାକାଲି ଆଇଆଇଏମସି ଢେଙ୍କାନାଳଠାରେ ସ୍ପଟ୍…

ଢେଙ୍କାନାଳ, (ପିଆଇବି) : ୧୮ ଜୁନ୍ ୨୦୨୫: ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ (ଆଇଆଇଏମସି), ଢେଙ୍କାନାଳଠାରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ଖାଲି ଥିବା କିଛି ଆସନରେ ଆସନ୍ତାକାଲି ସ୍ପଟ୍ ଆଡମିଶନ୍ କରାଯିବ । ଆଇଆଇଏମସି ଢେଙ୍କାନାଳ
Read More...

ହାତୀ ଆକ୍ରମଣରେ ଜଣେ ମୃତ : ଜଣେ ଗୁରୁତର

ବାରିପଦା : ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନଳଗଜା ପଞ୍ଚାୟତ ଉକାଶୋଳ ଗାଁର ନାଗି ହାଁସଦା ଏବଂ ଗୁରୁତର ଶୁଖିଲାଖାଳି ଗାଁର ବଡା ମୁର୍ମୁ ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବନାଞ୍ଚଳ
Read More...

ଗୋପାଳପୁର ବେଳାଭୂମି ଗଣ ବଳାତ୍କାର ମାମଲାରେ ୬ଜଣ ଯୁବକ ଗିରଫ : ୪ ନାବାଳକଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ଅଞ୍ଚଳରେ ସାନ୍ଧ୍ୟ ଭ୍ରମଣରେ ଆସିଥିବା ଜଣେ କଲେଜ ଯୁବତୀଙ୍କ ଉପରେ ହୋଇଥିବା ଗଣ-ବଳାତ୍କାର ମାମଲାରେ ଗତକାଲି ବ୍ରହ୍ମପୁର ପୋଲିସ ପ୍ରଶାସନ ପକ୍ଷରୁ ଧରି କୋର୍ଟ ଚାଲାଣ କରିଥିବା ସଂପର୍କରେ ଗଣମାଧ୍ୟମ ଆଗରେ ବ୍ରହ୍ମପୁର ପୋଲିସ
Read More...

ନୂଆଦିଲ୍ଲୀରେ ଉଦଯାପିତ ହେଲା ରିଲିଫ୍ କମିଶନର ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀଗୁଡ଼ିକର ବାର୍ଷିକ ସମ୍ମିଳନୀ

ବିପର୍ଯ୍ୟୟର ଅନିଶ୍ଚିତତା ବଢ଼ୁଥିବାରୁ ଏହାର ମୁକାବିଲା ପ୍ରସ୍ତୁତି ଏବଂ ସଚେତନତା ଅତ୍ୟନ୍ତ ଜରୁରୀ : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ (ଏମଏଚଏ) ଦ୍ୱାରା ଆୟୋଜିତ ରାଜ୍ୟ ତଥା କେନ୍ଦ୍ରଶାସିତ
Read More...

ଦୁର୍ଘଟଣାଗ୍ରସ୍ତ ଚିକିତ୍ସାଧୀନରେ ଆଚାର୍ଯ୍ୟାଙ୍କ ପରଲୋକ : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଶୋକ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ୧୨ ତାରିଖ ଅପରାହ୍ନରେ ଛତ୍ରପୁର ଭି.ଆଇ.ପି. ରୋଡରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବିଶାଖାପାଟ୍ଟନମର କେ.ଜି. ହସ୍ପିଟାଲ୍ (ଘରୋଇ)ରେ ଚିକିତ୍ସାଧୀନ ଅବସ୍ଥାରେ ଆଚାର୍ଯ୍ୟା ଭି. ସରସ୍ୱତୀ ମୃତ୍ୟୁ ବରଣ କରିଛନ୍ତି । ଛତ୍ରପୁର
Read More...

ଗୋପାଳପୁର ବନ୍ଦର କମ୍ପାନୀରେ ମାଲ୍ ପରିବହନ କ୍ଷେତ୍ରରେ ନିୟୋଜିତ କରିବାକୁ ଆଞ୍ଚଳିକ ଟ୍ରକ ମାଲିକ ସଂଘର ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ପୋର୍ଟ କାର୍ଯ୍ୟରେ ନିୟୋଜିତ କରିବା ଦିଗରେ ମାଲ୍ ପରିବହନ ଅବା ଆମଦାନୀ ଓ ରତ୍ପାନୀ କ୍ଷେତ୍ରରେ ନିୟୋଜିତ କରିବା ନିମନ୍ତେ ଛତ୍ରପୁର ଅଞ୍ଚଳର ତିନୋଟି ଟ୍ରକ ମାଲିକ ସଂଘ ପକ୍ଷରୁ ପ୍ରଶାସନଠାରେ ଦାବୀ ଉଠାଇଛନ୍ତି । ଏନେଇ ଛତ୍ରପୁର ସ୍ଥିତ
Read More...

ସମସ୍ତଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟସେବା : ମୋଦୀ ସରକାରଙ୍କ ଗ୍ୟାରେଣ୍ଟି

ନୂଆଦିଲ୍ଲୀ, (ପିଆଇବି) : ୨୦୧୪ରୁ ୨୦୨୫ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚକ୍ଷଣ ନେତୃତ୍ୱରେ ଭାରତର ସ୍ୱାସ୍ଥ୍ୟସେବା ରୂପାନ୍ତରିତ ହୋଇଛି । ଜନ କୈନ୍ଦ୍ରିକ ଦୃଷ୍ଟିକୋଣ ମାଧ୍ୟମରେ, ସରକାର ସମସ୍ତ ନାଗରିକ, ବିଶେଷକରି ଅବହେଳିତ ଏବଂ ଗ୍ରାମୀଣ ଜନସଂଖ୍ୟାଙ୍କ ପାଇଁ
Read More...