Monthly Archives

June 2025

ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର…

● ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ସମୃଦ୍ଧ କରିଆସୁଛି : ପ୍ରଧାନମନ୍ତ୍ରୀ● ଆଜି ଯେତେବେଳେ ବିକାଶ ଏବଂ ଐତିହ୍ୟର ମନ୍ତ୍ର ଭାରତର ପ୍ରଗତି ପାଇଁ ଆଧାର ପାଲଟିଛି, ସେହି ସମୟରେ ଓଡ଼ିଶାର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ : ପ୍ରଧାନମନ୍ତ୍ରୀ● ବିଗତ ବର୍ଷଗୁଡ଼ିକରେ,
Read More...

ବିଶାଖାପାଟଣାରୁ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ

୨୧ ତାରିଖରେ ଯୋଗ ସଙ୍ଗମ ପାଇଁ ପଞ୍ଜୀକୃତ ହୋଇଛି ୧୧ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମଦିଲ୍ଲୀରେ ୧୦୦ରୁ ଅଧିକ କାର୍ଯ୍ୟକ୍ରମର ଆୟୋଜନ କରାଯିବଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ର ବିଷୟବସ୍ତୁ - "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ଭାରତର ବୈଶ୍ୱିକ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି
Read More...

ମହାରାଷ୍ଟ୍ର ଚାମ୍ବର ଅଫ୍ କମର୍ସ, ଇଣ୍ଡଷ୍ଟ୍ରି ଆଣ୍ଡ ଏଗ୍ରିକଲଚର (ଏମଏସିସିଆଇଏ)ର ନବନିର୍ମିତ ମୁଖ୍ୟାଳୟକୁ ଉଦଘାଟନ…

ଦେଶର ଶିଳ୍ପ, ବାଣିଜ୍ୟ, କୃଷି ଏବଂ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ପରିବର୍ତ୍ତନ ଆସିଛି, ସମଗ୍ର ଅର୍ଥବ୍ୟବସ୍ଥା ଆଜି ବିଶ୍ୱସ୍ତରୀୟ ହୋଇଛିମୋଦିଜୀ ଏକ ଟିମ୍ ଇଣ୍ଡିଆର ପରିକଳ୍ପନା କରିଛନ୍ତି, କାରଣ ଭାରତର ବିକାଶ କେବଳ ରାଜ୍ୟ ଏବଂ କେନ୍ଦ୍ରର ସହଯୋଗ ଦ୍ୱାରା ହାସଲ କରାଯାଇପାରିବ, ଏହି
Read More...

ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ବୌଦ୍ଧ : ପୁରୁଣାକଟକ ରେଳ ଚଳାଚଳ ଉଦଘାଟନୀ ଉତ୍ସବ

ରେଳପଥ ସମନ୍ୱୟ କମିଟିସଭ୍ୟ ସମ୍ବର୍ଦ୍ଧିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ୱର ଗସ୍ତରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ବୌଦ୍ଧ ପୁରୁଣାକଟକ ପର୍ଯ୍ୟନ୍ତ ରେଳଚଳାଚଳର ଆଭାସୀ ମାଧ୍ୟମରେ ଶୁଭ ଉଦଘାଟନ ହୋଇଯାଇଛି । ବୌଦ୍ଧ ଜିଲ୍ଲାକୁ
Read More...

ମୋଦୀ ମୋହନ ସରକାର ପ୍ରତାରଣାର ସରକାର : କଂଗ୍ରେସ

ରାଉରକେଲା, (ସସ୍ମିତା ପ୍ରଧାନ) : ମୋହନ ସରକାରଙ୍କ ଏକ ବର୍ଷ ଓ ମୋଦୀ ସରକାରଙ୍କ ୧୧ ବର୍ଷ ପାଳନ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ମାତ୍ର ସେମାନେ ଜନସାଧାରଣଙ୍କୁ ପ୍ରତାରଣା କରି କେବଳ ପ୍ରଚାର ସର୍ବସ୍ୱ ସରକାର ବୋଲି ଅଭିଯୋଗ କରିଛି ରାଉରକେଲା ଜିଲ୍ଲା
Read More...

ଗୋଇମୁଣ୍ଡ, ଗାଁରେଇ ଓ ଗରଗଡ଼ବାହାଲ ୩ଟି ପଞ୍ଚାୟତରେ ବିକାଶ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ 'ସେବା ଓ ବିକାଶ ବାହାନ ଯାତ୍ରା' ଉପରେ ସଚେତନତା ଶିବିର ତଥା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ମେଳା କାର୍ଯ୍ୟକ୍ରମଗୁଡ଼ିକ ଜାରି ରହିଛି । ଶୁକ୍ରବାର ବ୍ଲକର
Read More...

ବୌଦ୍ଧ ଜିଲ୍ଲାରେ ରେଳ ସେବାର ହେଲା ଶୁଭାରମ୍ଭ ; ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ କେଲେ ଉଦଘାଟନ

ବୌଦ୍ଧ : ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ଯୋଡ଼ି ହୋଇଛି । ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାର୍ଯ୍ୟ ପୁରୁଣା କଟକ ପର୍ଯ୍ୟନ୍ତ ଶେଷ ହୋଇଛି । ଆଜି ବୌଦ୍ଧ ଜିଲ୍ଲାରେ ରେଳ ସେବାର ହେଲା ଶୁଭାରମ୍ଭ । ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଲେ ଏହାର
Read More...

ବର୍ଷ ଏକ ପ୍ରତାରଣା ଅନେକ

ଲୋକଙ୍କୁ ପ୍ରତାରଣା କରିବାରେ ରେକର୍ଡ କରୁଛି ଡବଲ ଇଞ୍ଜିନ ସରକାର- କଂଗ୍ରେସ ବିଧାୟକ ଦଳ ନେତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ଏକ ବର୍ଷର ଡବଲ ଇଞ୍ଜିନ ସରକାରଠାରୁ ରାଜ୍ୟବାସୀ ଅନେକ ଆଶା କରିଥିଲେ । କାରଣ ନିର୍ବାଚନ ପୂର୍ବରୁ ବିଜେପି ସରକାରକୁ ଆସିବା ପାଇଁ ଅନେକ ପ୍ରତିଶୃତି
Read More...

ବିକଶିତ ଭାରତ ଦିଗରେ ଯାତ୍ରା : ସହଜ ଜୀବନ, ଉନ୍ନତ ଭବିଷ୍ୟତ

ନୂଆଦିଲ୍ଲୀ, (ପିଆଇବି) : ଗତ ୧୧ ବର୍ଷ ଧରି, ସରକାରଙ୍କ ଦକ୍ଷ ଏବଂ ନିରପେକ୍ଷ ସେବା ପ୍ରଦାନ ଦ୍ୱାରା ପ୍ରତ୍ୟେକ ନାଗରିକ ସୁଶାସନକୁ ଅନୁଭବ କରିଛନ୍ତି । ସେମାନଙ୍କ ଜୀବନ ସହଜ ହୋଇପାରିଛି । ନାଗରିକ-କୈନ୍ଦ୍ରିକ ନୀତି ଏବଂ ପ୍ରତିକ୍ରିୟାଶୀଳ ପ୍ରଶାସନ ଜନସାଧାରଣଙ୍କ ବିଶ୍ୱାସକୁ ଦୃଢ଼ କରିଛି
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସର୍ବପୂରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵରେ ଆୟୋଜିତ ଏହି
Read More...