ରାଉରକେଲା ଚାମ୍ବର ଅଫ୍ କମର୍ସର ସଭାପତି ମଳୟ ମଣ୍ଡଳ ସାଧାରଣ ସମ୍ପାଦକ : ଶୁଭମ କପୁର ନିର୍ବାଚିତ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଚାମ୍ବର ଅଫ୍ କମର୍ସର ସଭାପତି ଭାବେ ମଳୟ ମଣ୍ଡଳ ଏବଂ ସାଧାରଣ ସମ୍ପାଦକ ଭାବେ ଶୁଭମ କପୁର ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ୧୧୦୦ରୁ ଅଧିକ ଆଜୀବନ ସଦସ୍ୟଙ୍କ ମଧ୍ୟରୁ ୭୦% ଆଜୀବନ ସଦସ୍ୟ ଭୋଟ ଦେଇଥିଲେ । ନିର୍ବାଚନ ଅଧିକାରୀ ଅଧ୍ୟକ୍ଷ!-->…
Read More...
Read More...