Monthly Archives

June 2025

ଚଟୁଅନକାରେ ବିଶ୍ୱ ପରିବେଶ ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମରେ ବିଶ୍ୱ ପରିବେଶ ଦିବସ ପ୍ରକୃତିମିତ୍ର ପ୍ରାପ୍ତ ଅନୁଷ୍ଠାନ ଜବାହାରଲାଲ ନେହେରୁ ଆଦିବାସୀ କ୍ଲବ ଓ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ମିଳିତ ସହଯୋଗରେ
Read More...

ରାଜ୍ୟ ସ୍ତରୀୟ ମଡେଲ ପ୍ରଦର୍ଶନୀରେ ବଲାଙ୍ଗିରର ସ୍ୱପ୍ନେନ୍ଦୁ ପାଢ଼ୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ମଡେଲ ପ୍ରଦର୍ଶନୀରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ ଡୁଡୁକା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ୱପ୍ନେନ୍ଦୁ ପାଢ଼ୀ ମଡେଲ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତନ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ
Read More...

ପୋଲ ଉପରୁ ନଦୀକୁ ଡେଇଁଲେ ଯୁବକ

ଜଗତସିଂହପୁର : ଦେବୀ ନଦୀକୁ ଡେଇଁପଡିଲେ ଯୁବକ । ଜଗତସିଂହପୁର ଜିଲ୍ଲା ବଛାଳ ଗାଁର ଟୁକୁନା ଲେଙ୍କାର ୨୫ ବର୍ଷର ପୁଅ ସୂର୍ଯ୍ୟକାନ୍ତ ଲେଙ୍କା ନଦୀକୁ ଡେଇଁପଡିଛନ୍ତି । ଶିଖରଘାଟ ନିକଟରେ ଥିବା ପୋଲ ଉପରୁ ଡେଇଁ ପଡିଛନ୍ତି । ପ୍ରେମ ଜନିତ କାରଣରୁ ନଦୀକୁ ଡେଇଁଥିବା ସନ୍ଦେହ କରାଯାଉଛି । ଖବର
Read More...

ଗରିବ କଲ୍ୟାଣ ଲାଗି ଅଭିପ୍ରେତ ଏକ ସହାନୁଭୂତିଶୀଳ ସରକାର : ପ୍ରଧାନମନ୍ତ୍ରୀ

୧୧ ବର୍ଷ ଭିତରେ ପ୍ରତିଟି ସରକାରୀ ପଦକ୍ଷେପରେ ଲୋକଙ୍କ ଲାଗି ସେବା, ସୁଶାସନ ଓ କଲ୍ୟାଣ ଉଦ୍ଦିଷ୍ଟ : ପ୍ରଧାନମନ୍ତ୍ରୀସାମୁହିକ ଉନ୍ନତି ଲାଗି ପ୍ରତି ସରକାରୀ ପଦକ୍ଷେପ ରୂପାନ୍ତରିତ ଫଳ ଦେବା ସହ ଗରିବ ଓ ମଧ୍ୟବିତଙ୍କୁ ଲାଭ ଦେଇଛି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ଗରିବ
Read More...

ଚଳନ୍ତା ଟ୍ରେନରୁ ଖସି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବୁଧବାର ସନ୍ଧ୍ୟା ୬ଟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ୍ ରେଳ ଷ୍ଟେସନ୍ ପୂର୍ବରୁ ତୁଲାଗାଁ ରେଳ ଫାଟକ ନିକଟରେ ଆଲେପି - ଧାନବାଦ୍ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ଜଣେ ଅଜଣା ବ୍ୟକ୍ତି ଖସି ପଡି ମୃତ୍ୟୁ ଘଟିଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ।
Read More...

ନୂଆପଡା ଜିଲ୍ଲାରେ ଗ୍ରୀଷ୍ମକାଳୀନ ଛୁଟିରେ ଶ୍ରମଜୀବୀ ବିକାଶ ମଞ୍ଚର ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା…

ନୂଆପଡା, (କେପିଏନ୍‌ଏସ୍‌) : ବର୍ତ୍ତମାନ ଗ୍ରୀଷ୍ମକାଳୀନ ଛୁଟି ପାଇଁ ସମସ୍ତ ବିଦ୍ୟାଳୟ ବନ୍ଦ ଥିବା ସମୟରେ ଛାତ୍ରଛାତ୍ରୀମାନେ ପାଠପଢା ଓ ପାଠ୍ୟପୁସ୍ତକ ଠାରୁ ଦୂରରେ ରହିଛନ୍ତି । ଏହି ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା ସହିତ ସଂପୃକ୍ତ ରଖି ପାଠ ପଢ଼ାଇବା ପାଇଁ ଓଡ଼ିଶା ଶ୍ରମଜୀବୀ
Read More...

ମାଫିଆଙ୍କ ହାତରେ ପଥର ଖଣି : ବେଧଡ଼କ ଭାବେ ଚାଲିଛି ଲୁଟ୍‌

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାରେ ଚାଲିଛି ପଥର ମାଫିଆଙ୍କ ରାଜ । ବେନିୟମ ଭାବେ ପଥର ଲୁଟୁଛନ୍ତି ପଥର ମାଫିଆ । ରାତାରାତି ଟ୍ରକରେ ପଥର ଚୋରି କରି ନେଉଥିବା ଦେଖିବାକୁ ମିଳିଛି । ଖଣି ଖାଦାନ ଭରା ରାୟଗଡା ଜିଲ୍ଲା ପାଲଟିଛି ପଥର ମାଫିଆଙ୍କ ଚରାଭୂଇଁ । ନିଲାମ ଅବଧି
Read More...

ତୁରନ୍ତ ଶିକ୍ଷକ ପଦୋନ୍ନତି ପାଇଁ ଗୁଡଭେଲା ବ୍ଲକ୍ ଶିକ୍ଷକ ସଂଘର ଦାବୀପତ୍ର ପ୍ରଦାନ

ଗୁଡଭେଲା, (କେପିଏନ୍‌ଏସ୍‌) : ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଭୂକ୍ତ) ବଲାଙ୍ଗିର ଜିଲ୍ଲାର ଆହ୍ୱାନ କ୍ରମେ ଗୁଡଭେଲା ବ୍ଲକ୍ ଶିକ୍ଷକ ସଂଘ ତରଫରୁ ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଆଠ ଜଣିଆ ପ୍ରତିନିଧି ଦଳ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ତଦନ୍ତ କରୁଛି ପୁଲିସ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ବଗଲାବନ୍ଦ ଗାଁର ଖଇରପାଲି ପଡା ପଛପଟେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ଯୁବକ ଜଣକ ହେଲେ ଖଇରପାଲି ପଡାର ପର୍ଶୁରାମ ଧରୁଆଙ୍କ ପୁଅ ଲୋଚନ ଓରଫ୍ ପିଣ୍ଟୁ (୩୫ ବର୍ଷ) । ବାପାଙ୍କ ଲିଖିତ ଅଭିଯୋଗ
Read More...

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ

ବରଗଡ଼ : ହୃଦ୍‌ଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଧର୍ମପତ୍ନୀ ଚାରୁଶୀଳା ଆଚାର୍ଯ୍ୟଙ୍କର ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବରଗଡ଼ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ଖବର ଜାଣିବା ପରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ
Read More...