ସୁସ୍ଥ ସମାଜ ଗଠନ ପାଇଁ ତମ୍ବାଖୁ ବର୍ଜନ କରିବାକୁ ବରଗଡ଼ ମହିଳା ସମିତିର ଆହ୍ୱାନ
ବରଗଡ଼, (ନିରୋଜ କୁମାର ପାଣୀ) : ତମାଖୁ ରାକ୍ଷସ କାହାର ସ୍ୱପ୍ନ ଉଜାଡ଼ି ଦେଉଛି, ଆଉ କାହାର ସଂସାର । କିଏ ନିଜେ ରୋଗ ଯନ୍ତ୍ରଣାରେ ଛଟପଟ ତ ଆଉ କିଏ ଯେମିତି ପୂରା ପରିବାରକୁ ଭସାଇ ଦେଇଯାଇଛି ଅଥଳ ସମୁଦ୍ର ମଝିରେ । ତମାଖୁ ସେବନ ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ କ୍ଷତି!-->…
Read More...
Read More...