Daily Archives

ବ୍ରେକ୍ ଫେଲ୍ ହୋଇ ଦୋକାନ ଭିତରକୁ ଧସେଇ ପଶିଲା ଟ୍ରକ୍

କଣ୍ଟାବାଞ୍ଜି : ବ୍ରେକ୍ ଫେଲ୍ ହୋଇ ଦୋକାନ ଭିତରକୁ ଧସେଇ ପଶିଲା ଟ୍ରକ୍ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ରେଳ ଫାଟକ ପାଖରେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ଶୁକ୍ରବାର ସକାଳେ ଏକ ମାଲ୍ ବୋଝେଇ ଟ୍ରକ୍ ବଙ୍ଗୋମୁଣ୍ଡା ପଟୁ କଣ୍ଟାବାଞ୍ଜି ଆସୁଥିଲା। ପ୍ରାୟ ୮ଟା ବେଳେ
Read More...

କେସିଙ୍ଗାରେ ଧୁମ୍‌ଧାମରେ ପାଳିତ ହେଲା ମହାପ୍ରଭୁଙ୍କ ରଥଯାତ୍ରା

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଧୁମ୍ ଧାମରେ ରଥଯାତ୍ରା ପାଳିତ ହୋଇଯାଇଛି । ରଥଯାତ୍ରାରେ ସକାଳୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେବାୟତଙ୍କ ଦ୍ୱାରା ସମସ୍ତ ଦେବକାର୍ଯ୍ୟ ସମ୍ପନ୍ନ କରିବା ପରେ ଅପରାହ୍ନ ୪ ଟାରେ ଧାଡ଼ି ପହଣ୍ଡିରେ ବଳଭଦ୍ର, ମା ସୁଭଦ୍ରା
Read More...

ରଥଯାତ୍ରାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଧାରା ବିବରଣୀ ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ରଥଯାତ୍ରାର ପରଂପରା ବହୁ ପ୍ରାଚୀନ । ଚଳିତ ବର୍ଷ ପବିତ୍ର ଘୋଷଯାତ୍ରା ଅବସରରେ ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଆୟୋଜନରେ ଏହି ଘୋଷଯାତ୍ରାର ଧାରାବିବରଣୀ ସୂଚନା କେନ୍ଦ୍ରଠାରେ ପ୍ରଦାନ କରାଯାଇଥିଲା । ସହରର ମୁଖ୍ୟ ରାସ୍ତାରେ
Read More...

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁକରଣରେ ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଆଜି ଅନୁଷ୍ଠିତ ହୋଇଯାଇଛି । ପବିତ୍ର ରଥଯାତ୍ରା ପୁରୀ ଜିଲ୍ଲାର ସର୍ବବବୃହତମ ଗ୍ରାମ ଘୋରଡିଆର ପତିତପାବନ ମନ୍ଦିରରୁ
Read More...

ଦେଓଗାଁ ଅଞ୍ଚଳରେ ପବିତ୍ର ରଥଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବିଭିନ୍ନ ଗାଁର ପବିତ୍ର ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଦେଓଗାଁ କଛାରପାଲି ଜଗନ୍ନାଥ ମନ୍ଦିରରୁ ବାହାରି ରଥକୁ ଗାଁ ପରିକ୍ରମା କରାଯାଇଥିଲା । ସେହିପରି ଗାଈବାହାଲ ପଞ୍ଚାୟତର ଅର୍ଡ଼ାରେ ଶୋହଲ ଚକିଆ ରଥରେ ମହପ୍ରଭୁଙ୍କୁ
Read More...

ସାଂସଦ ପ୍ରଦୀପ ପୁରୋହିତଙ୍କ ଦ୍ୱାରା ସାପ୍ତାହିକ ଖବର କାଗଜ ପଲ୍ଲୀ ସ୍ୱର ଉନ୍ମୋଚନ

ପଲ୍ଲୀର ସ୍ୱର, ଦିଲ୍ଲୀ ଯିବ- ସାଂସଦ ପ୍ରଦୀପ ପୁରୋହିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ରଥଯାତ୍ରା ତିଥିରେ ତୀର୍ଥକ୍ଷେତ୍ର ନୃସିଂହନାଥଠାରେ ସାପ୍ତାହିକ ଖବର କାଗଜ ପଲ୍ଲୀସ୍ୱର ସାଂସଦ ପ୍ରଦୀପ କୁମାର ପୁରୋହିତଙ୍କ ଦ୍ୱାରା ଉନ୍ମୋଚନ ହୋଇଛି । ତିନି ଠାକୁର ରଥାରୂଢ ହେବା ପରେ
Read More...

ନବୀନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କଲେ ଡକ୍ଟର ଅମଜାଦ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ସଦ୍ଭାବନା ଏବଂ ସମ୍ମାନର ଏକ ହୃଦୟସ୍ପର୍ଶୀ ପ୍ରଦର୍ଶନରେ, ଡକ୍ଟର ଅମଜାଦ ଖାନ ଆଜି ମୁମ୍ବାଇର ହାଜି ଅଲି ଦରଗା ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ବିଜୁ ଜନତା ଦଳ (ବିଜେଡି) ସଭାପତି ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୀଘ୍ର ଆରୋଗ୍ୟ
Read More...

ସ୍ମାର୍ଟ ସିଟି ମିଶନର ୧୦ ବର୍ଷ : ୯୪% ପ୍ରକଳ୍ପ ରୂପାୟନ : ୧.୬୪ ଲକ୍ଷ କୋଟି ଟଙ୍କା ବିନିଯୋଗ

ନୂଆଦିଲ୍ଲୀ, (ପିଆଇବି) : ସ୍ମାର୍ଟ ସିଟି ମିଶନ ସ୍ମାର୍ଟ, ପରିପୂରକ ସମାଧାନ ମାଧ୍ୟମରେ ଭାରତର ସହରଗୁଡ଼ିକରେ ଜୀବନ ଧାରଣର ଗୁଣବତ୍ତା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି । ଏଥିପାଇଁ ଆର୍ଥିକ ଦୃଷ୍ଟିରୁ ସକ୍ରିୟ, ସମାବେଶୀ ଏବଂ ପରିବେଶ ଅନୁକୂଳ ସହର ସୃଷ୍ଟି କରିବା ପାଇଁ ଏହି ମିଶନ
Read More...

ରାଉରକେଲା ସମ୍ବାଦ ସାହିତ୍ୟ ଘରର ବର୍ଷା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବାଦ ସାହିତ୍ୟ ଘର ରାଉରକେଲା ଆନୁକୂଲ୍ୟରେ ବର୍ଷା ଆସର କଲଚରାଲ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାମକୃଷ୍ଣ ତ୍ରିପାଠୀଙ୍କ ସଭାପତିତ୍ୱ, କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ଧରଙ୍କ ଆବାହକତ୍ଵ ଓ ବିଭୁ ନାୟକଙ୍କ ସଂଯୋଜନାରେ
Read More...

ଆଇଟିଆଇରେ କ୍ୟାମ୍ପସ ମାଧ୍ୟମରେ ନିଯୁକ୍ତି

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ସ୍ଥିତ ଇନ୍ଦିରା ମେମୋରିଆଲ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟଠାରେ ଜୁପିଟର ଇଞ୍ଜିନିୟର୍ସ ତରଫରୁ ଏକ କ୍ୟାମ୍ପସ ମାଧ୍ୟମରେ ନିଯୁକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟଜିତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...