Daily Archives

ପ୍ରୟାତ ମୁରଲିଧର ପରିଜାଙ୍କ ସପ୍ତମ ସ୍ମୃତି ଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବିଶିଷ୍ଟ ଜନନାୟକ ପ୍ରୟାତ ମୁରଲିଧର ପରିଜାଙ୍କ ସପ୍ତମ ସ୍ମତି ଚାରଣ ସଭା ଓ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ମୁରଲୀଧର ପରିଜା ସ୍ମୃତି କମିଟିର ସଭାପତି କୁଞ୍ଜବିହାରୀ ରାଉତଙ୍କ
Read More...

ରାଉରକେଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ୫ ତାରିଖରେ ଓଡ଼ିଶା ସରକାର କ୍ୟାବିନେଟ୍‍ କମିଟି ସହରୀ ବିକାଶ ଯୋଜନାରେ ଅତିରିକ୍ତ ୬୦୦୦ କୋଟି ଖର୍ଚ୍ଚ କରିବା ପାଇଁ ମଞ୍ଜୁର କରିଛନ୍ତି । ଅର୍ଥନିତୀର ବିକାଶ ସହ ଦାରିଦ୍ର୍ୟ ଦୂରୀକରଣ ତଥା କର୍ମନିଯୁକ୍ତି ପାଇଁ ସହରର ବିକାଶ ଅପରିହାର୍ଯ୍ୟ । ଓଡ଼ିଶାରେ
Read More...

ବର୍ଷା ବର୍ଣ୍ଣାଳୀ ପାଇଲେ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ଗୋଲଡ଼ ମେଡାଲ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଏନଆଇଟି ମେଟାଲର୍ଜି ବିଭାଗରେ ଏଚଓଡ଼ି ତଥା ଏନଆଇଟିର ଡିନ ଏକାଡେମୀ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ ପ୍ରଫେସର ରମେଶ ଚନ୍ଦ୍ର ବେହେରା । ତାଙ୍କର ମୃତ୍ୟୁ ପରେ ଆଜକୁ ୬ବର୍ଷ ହେଲା ତାଙ୍କ ସ୍ମୃତିରେ ଏନ୍ଆଇଟିର ଏମଟେକ୍ ଟପ୍ପରକୁ ପ୍ରଫେସର ଡ଼
Read More...

ଆପୋଲୋ ହସ୍ପିଟାଲ ପକ୍ଷରୁ ୟୁରୋଲୋଜି ସମ୍ପର୍କିତ ଦ୍ୱିଦିବସୀୟ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ପିଆଇବି) : ଆପୋଲୋ ହସ୍ପିଟାଲ୍ସ (ଇସ୍ପାତ ପିଜିଆଇ ଏବଂ ଏସଏସଏଚ୍ ପରିଚାଳିତ) ରାଉରକେଲା ପକ୍ଷରୁ ଦ୍ୱିଦିବସୀୟ ୟୁରୋକନ୍ ୨୦୨୫' ସମ୍ମିଳନୀ ଆୟୋଜିତ ହୋଇଯାଇଛି । ପ୍ରଖ୍ୟାତ ୟୁରୋଲୋଜିଷ୍ଟ ଡାକ୍ତର ପି.କେ. ମିଶ୍ର, ଡାକ୍ତର କମଳାକାନ୍ତ ପାଣିଗ୍ରାହୀ ଏବଂ ସୁ ପ୍ରତିଷ୍ଠିତ
Read More...

ଗୋ ସୁରକ୍ଷା ନାଁରେ ଦଳିତଙ୍କୁ ମାରଣାନ୍ତକ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅଧିନସ୍ଥ ସିଙ୍ଗିପୁର ଗ୍ରାମର ବାବୁଲା ନାୟକ ଓ ବୁଲୁ ନୟକଙ୍କୁ ମରଣାନ୍ତକ ଆକ୍ରମଣ ଓ ସର୍ବସାଧାରଣରେ ନିର୍ଯ୍ୟାତନାକୁ ବିରୋଧ କରି ଆଜି ମାନବାଧିକାର ସୁରକ୍ଷା ମଞ୍ଚ ଓ ଅନୁସୂଚିତ ଜାତି ଓ ଜନଜାତି ଅଧିକାର ମଞ୍ଚ
Read More...

ଭାରତୀୟ ଜନତା ପାର୍ଟିର ୨ଟି ଗୋଷ୍ଠୀ ସମାନ୍ତରାଳ ଭାବେ ବଳିଦାନ ଦିବସ ପାଳନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ଦଳର କର୍ମି ୨ଟି ଗୋଷ୍ଠୀରେ ଭାରତୀୟ ଜନସଂଘ ସଂସ୍ଥା ଅଧ୍ୟାପକ ଡ. ଶ୍ୟାମାପ୍ରସାଦ ମୁଖର୍ଜୀଙ୍କ ବଳିଦାନ ଦିବସ ଗତ ସୋମବାର ପାଳନ କରିଥିବା ସୂଚନା ମିଳିଛି । ପୂର୍ବାହ୍ନରେ ଝାରମୁଣ୍ଡା ଖେଳପଡିଆ କମ୍ୟୁନିଟି
Read More...

ବଙ୍ଗୋମୁଣ୍ଡାରେ ବିଜେପି ସମବାୟ ପ୍ରକୋଷ୍ଠର ସାଙ୍ଗଠନିକ ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ବିଜେପି ସମବାୟ ପ୍ରକୋଷ୍ଠର ଜିଲ୍ଲା ସାଙ୍ଗଠନିକ ବୈଠକ ଜିଲା ସଂଯୋଜକ ରାଜୀବ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ସମବାୟ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ରଞ୍ଜନ ମଙ୍ଗରାଜ,
Read More...

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଓ ସମାଧାନ ଶିବିର

ମ.ରାମପୁର, (ପି.କେ ସାହୁ) : ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତଠାରେ ସୋମବାର ଦିନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରବରେ ବ୍ୟକ୍ତିଗତ ୨୪ ଓ ଗୋଷ୍ଟିଗତ ୨ ଗୋଟି ମିଶି ମୋଟ ୨୬ ଗୋଟି ଅଭିଯୋଗ ଆସିଥିବା ବେଳେ ୩ ଗୋଟି ସମସ୍ୟାର ସାଙ୍ଗେସାଙ୍ଗ ସମାଧାନ
Read More...

ମଦନପୁରରେ ନୂତନ ରଥ ପ୍ରତିଷ୍ଠା ଉତ୍ସବ

ମ.ରାମପୁର, (ପି.କେ ସାହୁ) : ଆସନ୍ତା ୨୭ରେ ପୁରୀଠାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ,ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁରଠାରେ ରାଜା ରାଜୁଡା ଶାସନ ଅମଳରୁ ଚାଲିଆସୁ ଥିବା ପୁରାତନ ରଥଯାତ୍ରା ପାଇଁ ସୋମବାର ଦିନ ନୂତନ ରଥ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
Read More...

ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ : ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର : ଆଜି ବିହାରର ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ନୂଆ ଏବଂ ନବୀକରଣ ଯୋଗ୍ୟ ଶକ୍ତି ଉପରେ ଆଲୋଚନା ହେବ । ଏହି ଶକ୍ତି ମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶାରୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସୋମବାରରୁ
Read More...