Daily Archives

ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଂଚାୟତରେ ସେବା ଓ ବିକାଶ ବାହାନ ଯାତ୍ରାର ଶୁଭାରମ୍ଭ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ସେବା ଓ ବିକାଶ ବାହାନ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଅଲଣ୍ଡା ପଞ୍ଚାୟତରେ ଆୟୋଜିତ ପଞ୍ଚାୟତ
Read More...

ବିକଶିତ କୃଷି ସଂକଳ୍ପ ଅଭିଯାନ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମ ପଂଚାୟତର କର୍ଲାପିଟା, ଅଘରିଆପାଲିଠାରେ ମହାସମାରୋହରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଉଦ୍‌ଯାପିତ ହୋଇଯାଇଛି । ଏହା ଭାରତ ସରକାରଙ୍କ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଗତ ମଇ ୨୯ ତାରିଖରୁ ଆରମ୍ଭ
Read More...

ବଲାଙ୍ଗିର ଜିଲ୍ଲା ବନଖଣ୍ଡ ଅଧିକାରୀ କକ୍ଷରେ ସହରାଞ୍ଚଳ ଓ ଆଖ ପାଖ : ଅଂଚଳରେ ବୃକ୍ଷରୋପଣ ଏବଂ କାଠ ଚୋରା ଚାଳନ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ଓ ସାଂସ୍କୃତିକ ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ସାକ୍ଷତ କରି ସଂଘର ସଭାପତି ରତନ କୁମାର ମହାରଣାଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ ଓ ଆଲୋଚନା କରାଯାଇଛି । ସଂଘର ସଂପାଦକ ଡା.ସୁକାନ୍ତ ପୁରୋହିତ,
Read More...

ରଥଯାତ୍ରାରେ ରେଳବାଇ ଜ୍ୟାକ୍ର ବ୍ୟବହାରଏକ ଦିବ୍ୟ ସଂଯୋଗ

ଭୁବନେଶ୍ୱର, (ପିଆଇବି) ରଥଯାତ୍ରାରେ ରେଳ ବାଇଜ୍ୟାକ ଗୁଡ଼ିକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାବେଳେ ଏହା ରେଳବାଇ ପାଇଁ ଏକ ଦିବ୍ୟ ସଂଯୋଗ । ଶ୍ରୀ ଜଗନ୍ନାଥ ମନ୍ଦିରରୁ ପ୍ରାୟ ୨୦୦ ମିଟର ଦୂରରେ ରଥଗୁଡ଼ିକ ନିର୍ମିତହୋଇଥାଏ । ମୁଖ୍ୟ ମନ୍ଦିର ସମ୍ମୁଖରେ ତିନୋଟି ରଥକୁ ସଠିକ
Read More...

ମା’ ରାମଚଣ୍ଡୀ ମନ୍ଦିର କମିଟୀ ପକ୍ଷରୁ ଉପ-ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତଥା ଅନ୍ୟତମ ଶକ୍ତିପୀଠ ନିଳାଦ୍ରୀପୁରର ଧଡ଼ା ପାହାଡ଼ ଶୀର୍ଷରେ ଅବସ୍ଥାନ କରିଥିବା ବିନ୍ଧ୍ୟବାସିନୀ ମା' ରାମଚଣ୍ଡୀ ମନ୍ଦିରର ବିବିଧ ସାମୁହିକ ଉନ୍ନୟନ ଉଦ୍ଦେଶ୍ୟରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ
Read More...

ଛାତ୍ରଛାତ୍ରୀମାନଙ୍କୁ ସରକାରୀ ବସ୍ ପରିବହନରେ ରିହାତି ଦାବି ନେଇ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ସରକାରୀ ବସ୍ ପରିବହନରେ ମାଗଣା ଏବଂ ଘରୋଇ ପରିବହନରେ ଶତକଡା ୫୦ ପ୍ରତିଶତ ରିହାତି ଦାବି ନେଇ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଓଡ଼ିଶା ପ୍ରଦେଶ
Read More...

ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଯୋଗ କର୍ମଶାଳା

ନୂଆଦିଲ୍ଲୀ, (ପିଆଇବି) : ପ୍ରତିବର୍ଷ ଜୁନ ୨୧ ତାରିଖରେ ବିଶ୍ୱବ୍ୟାପୀ ପାଳନ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ । ୨୦୨୫ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏକ ଯୋଗ କର୍ମଶାଳାର ଆୟୋଜନ କରାଯାଇଥିଲା । ୧୧ ଜୁନ୍, ୨୦୨୫ରେ ନୂଆଦିଲ୍ଲୀର ସମ୍ବିଧାନ
Read More...

ଡିଜିଟାଲ ଦଶନ୍ଧି : ପ୍ରଯୁକ୍ତି ଆଧାରିତ ଭବିଷ୍ୟତ ଦିଗରେ ଅଗ୍ରସର ଭାରତ

ନୂଆଦିଲ୍ଲୀ, (ପିଆଇବି) : ଗତ ୧୧ ବର୍ଷ ମଧ୍ୟରେ, ଭାରତ ଏକ ଡିଜିଟାଲ୍ ସଶକ୍ତ ସମାଜ ଏବଂ ଜ୍ଞାନ ଆଧାରିତ ଅର୍ଥବ୍ୟବସ୍ଥା ହେବା ଦିଗରେ ଏହାର ଯାତ୍ରାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଦୂରଦୂରାନ୍ତ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସୁବିଧା ବିସ୍ତାର କରିବା ଠାରୁ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ
Read More...

ଜାଲ୍ ସାର୍ଟିଫିକେଟ୍ ମାମଲାରେ ବନ୍ଧା ହେଲେ ୫ ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ବଡ଼ ଖବର । ପୁଣି ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ମାମଲାରେ ବନ୍ଧା ହେଲେ ୫ ଅଭିଯୁକ୍ତ । ଜାଲ ଶିକ୍ଷାଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ
Read More...

ବିଦ୍ୟୁତ୍ ଆଘାତରେ ୭ ବର୍ଷର ଶିଶୁକନ୍ୟା ମୃତ

ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଭେଜିଡ଼ିହ ଗାଁରେ ଅଘଟ । ବିଦ୍ୟୁତ୍ ଆଘାତରେ ୭ବର୍ଷର ଶିଶୁକନ୍ୟାର ମୃତ୍ୟୁ । ମୃତ ଶିଶୁ କନ୍ୟା ଜଣଙ୍କ ହେଲେ ପ୍ରଦୀପ ନାଏକଙ୍କ ଝିଅ ସାଲେନି ନାଏକ । ସୂଚନାନୁଯାୟୀ, ଭେଜିଡ଼ିହ ଗାଁର ପ୍ରଦୀପ ନାଏକଙ୍କ ୭ବର୍ଷର ଝିଅ ସାଲୋନୀ ନାଏକ ଗାଁ ଦାଣ୍ଡରେ
Read More...