Daily Archives

ପଞ୍ଚାୟତ ପିଇଓଙ୍କୁ ମାଡ ମାରିଲେ ଯୁବକ : ଥାନାରେ ଏତଲା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ହୋଇଥିବା ସମାବେଶରେ ଜିଲ୍ଲା ବିଭିନ୍ନ ଅଞ୍ଚଳରୁ ସାଧାରଣ ଲୋକ ଏବଂ ବିଭିନ୍ନ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳାମାନେ ସଭାସ୍ଥଳକୁ ପ୍ରଶାସନ ବ୍ୟବସ୍ଥାରେ ଯାଇଥିଲେ । ମାତ୍ର ଘରକୁ ଫେରିବାରେ ବିଳମ୍ୱ ହେବାରୁ ବୀରମହାରାଜପୁର ବ୍ଲକ ମୃଶୁଣ୍ଢି ଗ୍ରାମ
Read More...

ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼

ଢେଙ୍କାନାଳ : ଦିନକୁ ଦିନ ବଢିବାରେ ଲାଗିଛି ବାଲି ମାଫିଆଙ୍କ ଉତ୍ପାତ । ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ କାର୍ଯ୍ୟାଳୟ ନିକଟସ୍ଥ ବଣିଆପଡା ଗାଁ ନିକଟରେ ବାଲି ମାଫିଆ ଏକ କାର୍‌ ଉପରକୁ ବୋମା ମାଡ଼ କରିବା ସହ ଆତଙ୍କ ଖେଳାଇଛନ୍ତି । ବୋମା ମାଡ଼ରେ କାର୍‌ର ସାମ୍ନା ଭାଗ
Read More...

ସୁକୁମା କୋଣ୍ଟାରେ ଆଇଇଡି ବିସ୍ଫୋରଣ ଅତିରିକ୍ତ ଏସପି ଆକାଶ ରାଓ ସହିଦ : ୨ ଆହତ

ମାଲକାନଗିରି : ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଅଞ୍ଚଳରେ ଆଇଇଡି ବିସ୍ଫୋରଣ । ନକ୍ସଲଙ୍କ ଖଞ୍ଜି ଥିବା ଆଇଇଡି ହଠାତ୍ ବିସ୍ଫୋରଣ ହେବାରୁ ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେ ସହିଦ ହୋଇଛନ୍ତି । କୋଣ୍ଟା ପୋଲିସ ଷ୍ଟେସନ ଇନଚାର୍ଜ (ଟିଆଇ) ଓ ଏସଡିପିଓ ମଧ୍ୟ ଆହତ ହୋଇଛନ୍ତି ।
Read More...

ବଲାଙ୍ଗିର ପର୍ଶୁରାମ ବାହିନୀର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ବଲାଙ୍ଗିର ପର୍ଶୁରାମ ବାହିନୀର ବିଭିନ୍ନ ଆୟୋଜକ କମିଟି ଗୁଡିକର ଏକ ବୈଠକ ହୋଇଥିଲା । ଏହି ସଭାରେ ଶିବ ଶଙ୍କର ଖୁଆସ ସଭାପତିତ୍ୱ କରିଥିଲେ ଓ ପର୍ଶୁରାମ ଜନ୍ମୋତ୍ସବ କମିଟିର ଆବାହକ ସୁଧୀର
Read More...

୧୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭବାନୀପାଟଣା : କ୍ରସର ମାଲିକଙ୍କଠାରୁ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର ଧୀମାନ ଚକ୍‌ମା । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମା ରବିବାର ଭିଜିଲାନ୍ସ ପଞ୍ଝାରେ ପଡ଼ିବା ପରେ
Read More...

ଗଛରୁ ପଡ଼ି ଚାଲିଗଲା ଜୀବନ

ରାଜଗାଙ୍ଗପୁର : ଶାଗ ତୋଳିବା ହେଲା କାଳ । ଗଛରୁ ଖସିପଡ଼ି ଚାଲିଗଲା ଜୀବନ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁଟୁନିଆ ପଞ୍ଚାୟତ ସୋନଖାନ ବିର୍ସାପଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର କୁମର ମାଝୀ (୫୫ ବର୍ଷ) । ପ୍ରାଥମିକ
Read More...

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ । ଖବର ପାଇ ଫୁଲବାଣୀ ଟାଉନ୍ ଥାନା ଏବଂ ବାଲିଗୁଡ଼ା ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ,
Read More...

କେଦାରନାଥ ପ୍ରଧାନଙ୍କ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାର ପରିସରରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ କବି ବଳରାମ ରାଉଳଙ୍କ ଅଧ୍ୟକ୍ଷତାରେ କେଦାରନାଥ ପ୍ରଧାନଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ଆଜି ନାରୀ ଶକ୍ତି ଏକ ବିକଶିତ ଭାରତ ସଂକଳ୍ପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛି ଏବଂ ବିଭିନ୍ନ କ୍ଷେତ୍ରରେ ଉଦାହରଣ…

● ଗତ ୧୧ ବର୍ଷ ମଧ୍ୟରେ, ଏନଡିଏ ସରକାର ମହିଳା ନେତୃତ୍ୱାଧୀନ ବିକାଶକୁ ପୁନଃପରିଭାଷିତ କରିଛି : ପ୍ରଧାନମନ୍ତ୍ରୀ● ସ୍ୱଚ୍ଛ ଭାରତ ମାଧ୍ୟମରେ ମର୍ଯ୍ୟାଦା ସୁନିଶ୍ଚିତ କରିବାଠାରୁ ଆରମ୍ଭ କରି ଜନଧନ ଆକାଉଣ୍ଟ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଯନ୍ତ ବିଭିନ୍ନ ପଦକ୍ଷେପ ଜରିଆରେ ଆମର ନାରୀ
Read More...

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ସଫଳ ୯ ବର୍ଷ

ନୂଆଦିଲ୍ଲୀ, (ପିଆଇବି) : ଜୁନ ୨୦୧୬ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ (ପିଏମଏସଏମଏ) ହେଉଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କର ଏକ ପ୍ରମୁଖ ପ୍ରମୁଖ କାର୍ଯ୍ୟକ୍ରମ । ଚଳିତ ବର୍ଷ ଏହା ସଫଳତାର ୯ ବର୍ଷ ପୂରଣ କରିଛି
Read More...