Monthly Archives

May 2025

ପାଟଣାଗଡ଼ ବ୍ରହ୍ମପୁରା ସଅଁରାପଡ଼ା ଗଣହତ୍ୟା ମାମଲା : ବାପା ପୁଅ ଦୁହେଁ ଗିରଫ

ପାଟଣାଗଡ଼, (ଅଶୋକ କୁମାର ବାଗ) : ୨୦୨୦ ମସିହା ନଭେମ୍ବର ୧୧ ତାରିଖ ଦିନ ପାଟଣାଗଡ଼ ଥାନା ବ୍ରହ୍ମପୁରା ନିକଟସ୍ଥ ସଅଁରାପଡ଼ା ସଂଲଗ୍ନ କୁସୁମକାନୀ ଗଣହତ୍ୟାର ୬ ଅଭିଯୁକ୍ତକୁ ପୁଲିସ ଗିରଫ କରି ସେତେବେଳେ ଜେଲ ପଠାଇଥିଲା । ତେବେ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଗଙ୍ଗୱା ମାଝୀ ଓ ତା' ପୁଅ
Read More...

ଟିଟିଲାଗଡ଼କୁ ରୋଟାରୀ କ୍ଲବର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କ ଅଫିସିଆଲ୍ ଭିଜିଟ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ସନ୍ଧ୍ୟାରେ ରୋଟାରୀ କ୍ଲବ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କ ଟିଟିଲାଗଡ଼ ଗସ୍ତ ଅବସରରେ ସ୍ଥାନୀୟ ସନ୍‌ଭ୍ୟୁ ହୋଟେଲର ସମ୍ମିଳନୀ କକ୍ଷରେ ରୋଟାରୀ କ୍ଲବର ସଭାପତି ମହେଶ କୁମାର ଇନ୍ଦୋରିଆଙ୍କ ସଭାପତିତ୍ୱରେ ରୋଟାରୀ କ୍ଲବର ଏକ ବୈଠକ ଅନୁଷ୍ଠିତ
Read More...

ଏଆଇଟିୟୁସି ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତ ଟ୍ରେଡ ୟୁନିଅନ୍ କଂଗ୍ରେସ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ମହାନ ଆନ୍ତର୍ଜାତିକ ଶ୍ରମିକ ଦିବସ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟାଳୟ ହରିବନ୍ଧୁ ଭବନଠାରେ ଶ୍ରମିକ ଶ୍ରେଣୀର ଲାଲ ପତକାକୁ ଏଆଇଟିୟୁସିର
Read More...

ଠିକା କାମର ଭାଗବଣ୍ଟାକୁ ନେଇ ଦେଓଗାଁ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ

ସମିତି ସଭ୍ୟ ଓ ସରପଞ୍ଚଙ୍କ ବର୍ଜନ ପରେ ହେଲା ସମିତି ବୈଠକ ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ପୂର୍ବହ୍ନ ୮ ଘଣ୍ଟା ସମୟରେ ଦେଓଗାଁ ପଞ୍ଚାୟତ ସମିତି ସଭା କକ୍ଷରେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀଙ୍କ ସଭାପତିତ୍ୱରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ପ୍ରିୟରଞ୍ଜନ
Read More...

ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ମୁରିବାହାଲ ବ୍ଲକ ମାଳିଶିରା- ବିଟାବନ୍ଧ (ନୂଆପଡା) ରେଳ ଫାଟକ ପାଖ ରେଳ ଲାଇନ ପାଶ୍ୱର୍ରେ ଏକ ଅଜଣା ଯୁବକଙ୍କ ମୃତଦେହ ପଡିରହିଛି । ମୃତ ଯୁବକଜଣଙ୍କ ମୁହଁ ମାଡ଼ି ପଡ଼ିଥିବା ବେଳେ ତାଙ୍କର ଏପର୍ଯ୍ୟନ୍ତ କୌଣସି ପରିଚୟ ମିଳିପାରିନାହିିଁ ।
Read More...

କେରଳରେ ୮୮୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ…

• କେରଳର ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦର ଭାରତର ସାମୁଦ୍ରିକ ଭିତ୍ତିଭୂମିରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି : ପ୍ରଧାନମନ୍ତ୍ରୀ• ଆଜି ଭଗବାନ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମବାର୍ଷିକୀ, ଆଦି ଶଙ୍କରାଚାର୍ଯ୍ୟ ଜୀ କେରଳରୁ ବାହାରକୁ ଯାଇ ଦେଶର ବିଭିନ୍ନ କୋଣରେ ମଠ
Read More...

ଆନ୍ଧ୍ରପ୍ରଦେଶର ଅମରାବତୀରେ ୫୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ…

ଆଜି ଆରମ୍ଭ ହୋଇଥିବା ବିକାଶମୂଳକ କାର୍ଯ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବ ଏବଂ ଆନ୍ଧ୍ରପ୍ରଦେଶର ବିକାଶକୁ ତ୍ୱରାନ୍ୱିତ କରିବ : ପ୍ରଧାନମନ୍ତ୍ରୀଅମରାବତୀ ହେଉଛି ଏପରି ଏକ ଭୂମି ଯେଉଁଠାରେ ପରମ୍ପରା ଏବଂ ପ୍ରଗତି ଏକା ସାଙ୍ଗରେ ଚାଲିଥାଏ : ପ୍ରଧାନମନ୍ତ୍ରୀଏନ୍‌ଟିଆର୍‌ ଗାରୁ ଏକ ବିକଶିତ
Read More...

୫୮୨ ନମ୍ବର ରଖି ଶ୍ରୀୟାଂଶ୍ରୀ କଳାହାଣ୍ଡି ଜିଲ୍ଲା ଟପ୍ପର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ମୂଖିଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଶ୍ରୀୟାଂଶ୍ରୀ ସାହୁ ୫୮୨ ନମ୍ବର (୯୭%) ମାର୍କ ରଖି ଜିଲ୍ଲା ଟପ୍ପର ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଅଧ୍ୟାପକ ଶିଶିର କୁମାର ସାହୁ
Read More...

ମାଟ୍ରିକ ପରୀକ୍ଷାରେ ୯୧% ରଖିଲେ ପୂର୍ବତନ ସରପଞ୍ଚଙ୍କ ପୁଅ ଚନ୍ଦନ

ସଇଁତଲା, (ଖୁସିରାଣୀ ସାହୁ) : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ଫଳାଫଳ ଘୋଷଣା ହେବା ପରେ ଛାତ୍ରଛାତ୍ରୀଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଶିଶକେଲା ଗାଁର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସମିତି ସଭ୍ୟ ଉମାକାନ୍ତ ରଣାଙ୍କ ପୁଅ ଚନ୍ଦନ ରଣା
Read More...

ଦଶମ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ପାସ ହାର ୯୫. ୨୨

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ କଳାହାଣ୍ଡି ଜିଲ୍ଲାରେ ପାସ ହାର ୯୫. ୨୨ ପ୍ରତିଶତ ରହିଛି । କଳାହାଣ୍ଡି ଜିଲ୍ଲାର ମୋଟ ୩୪୩ଟି ଉଚ୍ଚ ବିଦ୍ୟାଳୟର ୧୯, ୪୬୬ ଜଣ ପରୀକ୍ଷାର୍ଥୀ ନାମାଙ୍କନ
Read More...