Monthly Archives

May 2025

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସଦ୍‌ଭାବନା ଭବନ ଠାରେ ଆଜି ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲ୍ଲାପାଳ ମନୋଜ ମହାଜନ, ସୁନ୍ଦରଗଡ ପୌରପରିଷଦ ଅଧ୍ୟକ୍ଷା ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ
Read More...

ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟର ୧୭ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟାନୁଷ୍ଠାନ ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ରାଉରକେଲାର ୧୭ ତମ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସଭା ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସାମୁଖ୍ୟର ସଭାପତି ଭୂପେନ ମହାପାତ୍ରଙ୍କ
Read More...

ଅଷ୍ଟ-ଦିବସୀୟ ଆଚାର୍ଯ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପନ୍ନ ବିଭିନ୍ନ ବିଷୟବସ୍ତୁକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଅଷ୍ଟ-ଦିବସୀୟ ଆଚାର୍ଯ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି । ଗତ ୨୫ ତାରିଖ ଉଦ୍‌ଘାଟନୀ ଦିବସରେ ବିଦ୍ୟା ମନ୍ଦିରର ସଭାପତି ମିତ୍ରଭାନୁ ପଣ୍ଡାଙ୍କ ସଭାପତିତ୍ୱ, ସମ୍ପାଦକ କରୁଣାକର
Read More...

“କଣ୍ଟାବାଞ୍ଜିରେ ଏସ.ୟୁ.ଜେ ପକ୍ଷରୁ” ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଶନିବାର ରାଜ୍ୟ ସାମ୍ବାଦିକ ସଂଘ (ଏସ.ୟୁ.ଜେ) ବଲାଙ୍ଗିର ଜିଲ୍ଲା ଉପସଭାପତି ରୋହନ କୁମାର ମହତଙ୍କ ନେତୃତ୍ୱରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଗଣମାଧ୍ୟମ
Read More...

ଶନିଶ୍ଚରାୟ ଦେବଙ୍କ ଜନ୍ମ ବାର୍ଷିକ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଜଗଦଲପୁର ଗ୍ରାମର ଶ୍ରୀ ଶ୍ରୀ ଶନିଶ୍ଚରାୟ ଦେବଙ୍କ ଜନ୍ମ ବାର୍ଷିକ ଆଜି ଉତ୍ସବ ପାଳିତ ହୋଇଯାଇଛି । ଶନିଦେବ କମିଟିର ସଦସ୍ୟ ମାନେ ଏବଂ ଜଗଦଳପୁର ଗ୍ରାମର ଗ୍ରାମବାସୀ ମାନଙ୍କର ମିଳିତ ସହଯୋଗରେ ଶନି ପୂଜା, ହୋମ ଯଜ୍ଞ,
Read More...

ବରଗଡ଼ ଜିଲ୍ଲାରେ ମାଟ୍ରିକ ରିଜଲ୍ଟ ବାହାରିବା ପରେ ଖୁସିର ମାହୋଲ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ମାଟ୍ରିକ ରିଜଲ୍ଟ ବାହାରିବା ପରେ ଖୁସିର ମାହୋଲ । ବରଗଡ଼ର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଏ-ୱାନ୍‌ ଆଣିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଯାଇଛି । ବିଦ୍ୟାଳୟର ଛାତ୍ରୀ ବବିତା ରଥ ୯୭.୩୩ ପ୍ରତିଶତ ମାର୍କ ରଖି ସ୍କୁଲ ପାଇଁ ଗୌରବ
Read More...

ରାଜ୍ୟ ସ୍ତରୀୟ ଫୋଟ ପ୍ରଦର୍ଶନୀରେ ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ସମ୍ମାନୀତ

ବାଲିଗୁଡା, (କେପିଏନ୍‌ଏସ୍‌) : ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ । ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ‘ବିଶ୍ୱ ପ୍ରେସ ଦିବସ’ ଅବସରରେ ଆୟୋଜିତ ହୋଇଯାଇଛି ଦୁଇଦିନିଆ ରାଜ୍ୟ ସ୍ତରୀୟ ଫଟୋ
Read More...

ପାଇକମାଲ ନୂତନ ବିଇଓଙ୍କୁ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ନୂତନ ବିଇଓ ଭାବେ ଅଦନ ସୁନା ଯୋଗଦାନ କରିଛନ୍ତି । ତାଙ୍କୁ ପାଇକମାଲ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସଭାପତି ମହାଦେବ ବେହେରା, ସହଦେବ ମାଝୀ, ନିତ୍ୟାନନ୍ଦ ସୁନା, ଦୁବରାଜ ବେଶ୍ରା, ନିଧି ମେହେର, ବାସବ ମାଝୀ ତଥା
Read More...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ୧୧ ଦଫା ସମ୍ବଳିତ ଦାବିପତ୍ର ଟିଟିଲାଗଡ଼…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟର ବୃହତ୍ତମ ପଞ୍ଜୀକୃତ ଏବଂ ସ୍ଵୀକୃତି ପ୍ରାପ୍ତ ଶ୍ରମିକ ସଙ୍ଗଠନ । ସଂଗଠନ ପକ୍ଷରୁ ବାରମ୍ବାର ବିଭିନ୍ନ ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇପାରିନାହିଁ । ଯେପରିକି
Read More...

ଜମିବାଡ଼ି ବିବାଦରୁ ଘର ପୋଡ଼ି : ଜଳିଗଲା ଅନେକ କାଗଜପତ୍ର ଏବଂ ଦାମୀ ସାମଗ୍ରୀ

ଭଦ୍ରକ : ଜମିବାଡ଼ି ବିବାଦରୁ ଘରପୋଡ଼ି ଅଭିଯୋଗ । ଯେଉଁଥିରେ ନଗଦ ଟଙ୍କା ସହ ଅନେକ ଅଳଙ୍କାର ଓ କାଗଜପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ସୟା ପଞ୍ଚାୟତ ବାଂଶବାଗ ଗାଁରୁ ଆସିଛି ଏମିତି ଘଟଣା । ଖବର ଅନୁଯାୟୀ, ବାଂଶବାଗ ଗାଁରେ ନିଶାକର
Read More...