Monthly Archives

May 2025

ଶ୍ରୀ ଶ୍ରୀ ମା ତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୮ ରୁ ୧୦

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ରୋଡ଼ ସ୍ଥିତ ଶ୍ରୀ ଶ୍ରୀ ମା ତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ହେବ ବୋଲି ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏନେଇ ମାଁ ତାରିଣୀ ମନ୍ଦିର ସମିତିର
Read More...

ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ

ମାନ୍ୟବର ଉପବାଚସ୍ପତିଙ୍କ ଦ୍ଵାରା ଜିଲ୍ଲାରେ ଚାଲୁଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ସ୍ଥାନୀୟ ବିକାଶ ଭବନ ଠାରେ ଆଜି ମାନ୍ୟବର ଉପ ବାଚସ୍ପତି, ଓଡ଼ିଶା ବିଧାନସଭା ତଥା ମାନ୍ୟବର ବିଧାୟକ ତଳସରା ଭବାନୀ ଶଙ୍କର ଭୋଇଙ୍କ ଦ୍ଵାରା
Read More...

ପୁରୀ ବିମାନବନ୍ଦର ପାଇଁ ନୀତିଗତ ଅନୁମୋଦନ : ପ୍ରଧାନମନ୍ତ୍ରୀ ଓ ବେସାମରିକ ଚଳାଚଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ…

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ କେନ୍ଦ୍ର ସରକାର ଦେଶବ୍ୟାପୀ ବିମାନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ସଂକଳ୍ପବଦ୍ଧ ଅଛନ୍ତି । ଏହି କ୍ରମରେ ଆଉ ଏକ ପଦକ୍ଷେପ ନେଇଛନ୍ତି ସରକାର । ଓଡ଼ିଶାର ପୁରୀ ଏବଂ ରାଜସ୍ଥାନର କୋଟାରେ ନୂଆ
Read More...

୯ରେ ସେଙ୍ଗେଲ ସମାଜ ସୁଧାର ସଭା

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟି ସହ ଅଲ୍ ଇଣ୍ଡିଆ ମାଝୀ-ପାର୍ଗାନା ମାଡୱା ଓଡିଶା ପ୍ରଦେଶ କମିଟିର ସେଙ୍ଗେଲ ପାର୍ଗାନା ନାରାନ ମୁର୍ମୁଙ୍କ ତତ୍ତ୍ୱାବଧାନରେ ମୟୁରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାବିପତ୍ର
Read More...

କେନ୍ଦୁପତ୍ର ସାଜିଛି ଜୀବନ ଜିଇଁବାର ରାହା

ବରଗଡ, (ମୁନ୍ନା ସାହୁ) : ପ୍ରତିବର୍ଷ ଖରାମାସ ଆସିଲେ ବରଗଡ ଜିଲ୍ଲା ଘେଁସ୍ ରେଞ୍ଜ ଅଧିନସ୍ଥ ଝାଞ୍ଜ ପାହାଡ଼କୁ ଆଶା କରୁଥିବା ଗାଁ ଗୁଡିକରେ ଏବେ କେନ୍ଦୁପତ୍ର ସାଜିଛି ଜୀବନ ଜିଇଁବାର ରାହା । କେନ୍ଦୁପତ୍ରକୁ ରାଜ୍ୟ ସରକାର ଚଟା ପ୍ରତି ୧୬୦ ଟଙ୍କାରେ କିଣୁଥିବା ବେଳେ ତୋଳାଳୀ ମାନେ ବହୁ
Read More...

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମ ଜୟନ୍ତୀ ପାଳନ

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ସୋମବାର ଦିନ ଖୁଣ୍ଟା ବ୍ଲକ ଅନ୍ତର୍ଗତ ବାହାନଡା ପଞ୍ଚାୟତର ସାର୍ନା ସାନ୍ତାଳୀ ଶିକ୍ଷା କେନ୍ଦ୍ର ଅଁଳାଶୁଳିରେ ସାନ୍ତାଳୀ ଭାଷା ଅଲ୍‌ଚିକି ଲିପିର ପ୍ରତିଷ୍ଠାତା ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୨୦ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଉକ୍ତ ଜନ୍ମ
Read More...

ଚଳିତ ମଇ ମାସ ୧୦ତାରିଖରେ ଅନୁଷ୍ଠିତ ହେବ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୁରଭଞ୍ଜ, ବାରିପଦାଙ୍କ ତରଫରୁ ଚଳିତ ମଇମାସ ତା ୧୦-୦୫-୨୦୨୫ ରିଖ (ଶନିବାର) ବାରିପଦାସ୍ଥିତ ସିଭିଲ କୋର୍ଟ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ
Read More...

ସଂଗୀତ ମହାବିଦ୍ୟାଳୟ ପଞ୍ଚମର ୨୯ତମ ବାର୍ଷିକ ଉତ୍ସବ

ଧନ ଓ ନିଷ୍ଠା ବିନା ସଂଗୀତକୁ ଅକ୍ତିୟାର ସମ୍ଭବ ହୋଇନପାରେ ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂଗୀତକୁ ଅକ୍ତିୟାର କରିବାକୁ ହେଲେ ସାଧନା ଓ ନିଷ୍ଠାର ନିହାତି ଆବଶ୍ୟକ ଯିଏ ଯେତେ ସାଧନା କରିବ କଳା କ୍ଷେତ୍ରରେ ସେତିକି ନିଷ୍ଠାର ସହ ଆଗକୁ ବଢ଼ି ପାରିବ, ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡ଼ିଶା ପଶ୍ଚିମ ପ୍ରାନ୍ତର ବାର୍ଷିକ ସାଧାରଣ ସଭା ନୂତନ କର୍ମକର୍ତ୍ତା ନିର୍ବାଚିତ :…

ସମ୍ବଲପୁର, (କେପିଏନ୍‌ଏସ୍‌) : ରବିବାର ଦିନ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡ଼ିଶା ପଶ୍ଚିମ ପ୍ରାନ୍ତର ବାର୍ଷିକ ସାଧାରଣ ସଭା ଓଡ଼ିଶା ସାଂସ୍କୃତିକ ସମାଜ, ସମ୍ବଲପୁର ଠାରେ ଅନୁଷ୍ଠିତ ଓ ପ୍ରାନ୍ତ କାର୍ଯ୍ୟକାରିଣୀ ପୁନର୍ଗଠିତ ହୋଇଯାଇଛି । ଶଶୀଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଦେଓଗାଁ ଅଞ୍ଚଳରେ ଘନଘନ ବିଦ୍ୟୁତ୍ କାଟ୍‌ : ଜନ ଅସନ୍ତୋଷ ବୃଦ୍ଧି

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଏବେ ଗ୍ରୀଷ୍ମର ରାଜୁତି । ସଂଧ୍ୟା ପର୍ଯ୍ୟନ୍ତ ଗରମରେ ଲୋକେ ଆଉଟୁପାଉଟୁ ହେଉଥିବା ଲକ୍ଷ୍ୟ କରାଯାଇଛି । କେବଳ ଗରମ ନୁହେଁ ବିଦ୍ୟୁତର ଲୁଚକାଳି ଖେଳ ଅସହ୍ୟ କରିସାରିଲାଣି । ଘନଘନ ବିଦ୍ୟୁତ କାଟ୍‌ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ
Read More...