Monthly Archives

May 2025

୪୩ ଡିଗ୍ରୀ ତାପମାତ୍ରାରେ ସହଯୋଗ ଫାଉଣ୍ଡେସନ ଦ୍ୱାରା ୫୦ ୟୁନିଟ ରକ୍ତ ସଂଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂସ୍ଥା ସହଯୋଗ ଫାଉଣ୍ଡେସନ ତାଙ୍କ ସେବା ମନୋଭାବକୁ ପୁଣିଥରେ ପ୍ରମାଣିତ କରିଛନ୍ତି । ୧୦ ମେ ୨୦୨୫ ରେ ୪୩ ଡିଗ୍ରୀ ତାପମାତ୍ରାରେ ଏକ ବୃହତ ରକ୍ତଦାନ ଶିବିର ଆୟୋଜିତ କରି ୫୦ ଇୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଶ୍ରୀ ପବିତ୍ର
Read More...

ସାହିତ୍ୟ ପତ୍ରିକା ଉଚ୍ଚାଙ୍ଗ ସାହିତ୍ୟର ସ୍ୱର “ସ୍ରୋତସ୍ୱତୀ”ର ଖରା ସଂଖ୍ୟା ଲୋକାର୍ପିତ : ନିର୍ଲିପ୍ତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ସ୍ୱୟଂସିଦ୍ଧ କଳା ହେଉଛି କବିତା । ଧାଡିଟିଏ ଭିତରେ, ଧାଡିଟିଏ ପାଇଁ ଯୁଗ ଟିଏ ଅପେକ୍ଷା କରିବାକୁ ପଡିଥାଏ । କବିତାର କଲ୍ଲୋଳ ସେତେବେଳେ ପ୍ରବାହିତ ହୁଏ,ଯେତେବେଳେ ଅନୁଭବର ଅନନ୍ୟତାରେ କବିପ୍ରାଣ ଆପ୍ଳୁତ ହୁଏ । ଆଜି ଅନୁଭବର ଅଭାବ ହିଁ କବିତାକୁ,
Read More...

ରଚନା ଉତ୍ସବ – ୨୦୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ 'ରଚନା'ର ବାର୍ଷିକ ଉତ୍ସବ ସ୍ଥାନୀୟ ସାମ୍ବାଦିକ ଭବନରେ ପାଳିତ ହୋଇଯାଇଛି । 'ରଚନା'ର ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ
Read More...

ରୁଷୁଡ଼ାରେ ସିଦ୍ଧେଶ୍ୱର ବାବାଙ୍କ ଦିବ୍ୟଲିଙ୍ଗ ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ରୁଷୁଡା ଗାଁରେ ଶ୍ରୀ ଶ୍ରୀ ସିଦ୍ଦେଶ୍ୱର ବାବାଙ୍କ ଦିବ୍ୟଲିଙ୍ଗ ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଗୁରୁବାର ଦିନ ମହିଳାମାନଙ୍କ ଦ୍ୱାରା ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ
Read More...

ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲାଗସ୍ତ ପୂର୍ବରୁ “ମାରିସା”ର ନିବେଦନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଇରଙ୍ଗପୁର ସ୍ଥିତ ମହୁଲଡିହା ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ସାନ୍ତାଳୀ ଅଲଚିକି ଲିପିର ଶତବାର୍ଷିକୀ ଉଦ୍‌ଘାଟନ ସମାରୋହରେ ଯୋଗ ଦେବାପାଇଁ ଆସୁଛନ୍ତି । ସାନ୍ତାଳୀ ଭାଷା ୨୦୦୩-୦୪ ମସିହାରେ ତତ୍କାଳୀନ
Read More...

ସଂକଳ୍ପ ପରିବାର କଲା ଅଚିହ୍ନା ଶବ ସତ୍କାର

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ଆଜି ଶନିବାର ଏକ ଅଚି ଶବ ସତ୍କାର କରାଯାଇଛି । ସୂଚନା ମୁତାବକ ଗତ ଚାରିଦିନ ତଳେ ସହେଲା ଥାନା ଅନ୍ତର୍ଗତ ପଣ୍ଡାକିପାଳି ରାଉତ ଟିକିରା ଗ୍ରାମ ରାସ୍ତା କଡରେ ଏକ ଅଚିହ୍ନା ବ୍ୟକ୍ତିର ମୃତ ଶରୀର ପଡିରହିଥିବା
Read More...

ଛେଳି ଚରାଇବାକୁ ଯାଇ ବାରହା ଆକ୍ରମଣରେ ବୃଦ୍ଧା ଗୁରୁତର ଆହତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରବିବାର ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ବୁଢ଼ୀବାହାଲ ଗ୍ରାମର ଜଣେ ବୃଦ୍ଧା ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାମ ରୁବିଧା ବିଶ୍ୱାଲ(୬୫) ବୋଲି ଜଣା ପଡ଼ିଛି । ଆଜି ସକାଳ ୮ଟା ସମୟରେ ଛେଳି ଚରାଇବାକୁ ଗ୍ରାମ ନିକଟସ୍ଥ ଧଜାଗଡ଼
Read More...

ସମାଜବାଦୀ ନେତା ପୂର୍ବତନ ବିଧାୟକ ନାରାୟଣ ସାହୁ ସ୍ମୃତି କମିଟି ଗଠିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ସ୍ଥାନୀୟ ନବୀନ ଭବନ ପରିସରରେ ଖଲ୍ଲୀକୋଟର ପ୍ରାକ୍ତନ ବିଧାୟକ ତଥା ସମାଜବାଦୀ ନେତା ଓ ଗୋଅ । ମୁକ୍ତି ଆନ୍ଦୋଳନର ମହାନ ସଂଗ୍ରାମୀ ପୂଣ୍ୟଶ୍ଲୋକ ନାରାୟଣ ସାହୁଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ "ନାରାୟଣ ସାହୁ ସ୍ମୃତି କମିଟି' ଗଠନ କରାଯାଇଛି ।
Read More...

ଖାଇଙ୍ଗ ଜଙ୍ଗଲରୁ ବିପୁଳ ପରିମାଣର ଦେଶୀ ମଦ ଜବତ : ମାଫିଆ ଫେରାର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ହାତୀମୁଣ୍ଡା ରେତ ଡ୍ୟାମ୍‌ ନିକଟ ଖାଇଙ୍ଗ ଜଙ୍ଗଲରେ ବେଆଇନ୍ ଦେଶୀ ବିଷାକ୍ତ ମଦ ପ୍ରସ୍ତୁତ ଚାଲିଥିବା ବେଳେ ଅବକାରୀ ବିଭାଗର ଚଢାଉ । ଚଢାଉ କରି ୨୭ଟି ପ୍ଲାଷ୍ଟିକ ଡ୍ରମ୍ ମହୁଲ ପୋଚ ସହ ୨୨୦ ଲିଟର ଦେଶି ମଦ ଜବତ କରି ଘଟଣା ସ୍ଥଳରେ ନଷ୍ଟ
Read More...

ଗୋରୁ ବୋଝେଇ ଟ୍ରକ୍‌ ଜବତ : ୪୦ରୁ ଅଧିକ ଗୋରୁ ଉଦ୍ଧାର

ଭୁବନେଶ୍ୱର : ୪୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗ କରାଯାଉଥିଲା ଚାଲାଣ । ଭୋଗରାଇ ଖେଡ଼ସାହିରୁ ଗୋରୁ ବୋଝେଇ ଟ୍ରକ୍‌ ଜବତ କଲା ପୋଲିସ । ଗାଡ଼ି ଛାଡ଼ି ଫେରାର ହେଲା ଡ୍ରାଇଭର । ଭୋଗରାଇ ଥାନାରେ ସମସ୍ତ ଗୋରୁଙ୍କୁ ରଖି ଘଟଣାର ତଦନ୍ତ କରୁଛି ପୋଲିସ । ସୂଚନା ମୁତାବକ, ସବୁଦିନ ଭଳି ପୋଲିସ
Read More...