Monthly Archives

May 2025

ବିଶ୍ୱନାଥେଶ୍ୱର ମନ୍ଦିରର ନବଗ୍ରହ ଓ ସିଂହଦ୍ଵାର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଲିଆମାଠାରେ ଥିବା ଶ୍ରୀ ଶ୍ରୀ ବିଶ୍ୱନାଥେଶ୍ୱର ମନ୍ଦିରର ନବଗ୍ରହ ଓ ସିଂହଦ୍ଵାରର ନବନିର୍ମିତ ବିଗ୍ରହ ପ୍ରତିଷ୍ଠା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଉକ୍ତ ଶୈବ ପୀଠର ସିଂହଦ୍ଵାର, ତୋରଣ,
Read More...

ପୌରାଞ୍ଚଳ କୈବର୍ତ୍ତ ସମାଜର ଜଳାଭିଷେକ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ପୌରାଞ୍ଚଳ କୈବର୍ତ୍ତ ସମାଜ ବଲାଙ୍ଗିର ତରଫରୁ ଖୁଜେନ୍ ପାଲି ସ୍ଥିତ ଶ୍ରୀ ଧବଳେଶ୍ୱର ମନ୍ଦିରରେ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି । ସମାଜର ଉନ୍ନତି ସହ ସମସ୍ତ ପରିବାରର ଉନ୍ନତି କାମନା କରି ଏହି ଜଳାଭିଷେକ କରାଯାଇଛି । ବିଭିନ୍ନ ପ୍ରକାରର ସମାଜ ସେବା
Read More...

ବୈଶାଖ ମେଳା ବିଶ୍ୱଶାନ୍ତି ମହାଯଜ୍ଞ ପୂଣ୍ଣାହୁତି : ୧ଲକ୍ଷ ୨୫ହଜାର ବୀଜ ମନ୍ତ୍ରଜପ ସହ ୧୨ ହଜାର ଆହୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ପୀଠରେ ବୈଶାଖ ମେଳା ସୋମବାର ବିଶ୍ୱଶାନ୍ତି ମହାଯଜ୍ଞ ପୂଣ୍ଣାହୁତି ପଡିବା ସହ ୫ ଦିନରେ ୧ଲକ୍ଷ ୨୫ହଜାର ବୀଜ ମନ୍ତ୍ର ଜପ ସହ ୧୨ ହଜାର ଆହୁତି ଦିଆଯାଇଛି । ଶେଷ
Read More...

ବୈଶାଖ ମେଳାରେ ଷଷ୍ଠ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ପ୍ରଭୁ ଶ୍ରୀ ଶ୍ରୀ ମାର୍ଜାର କେଶରୀ ଜନ୍ମୋତ୍ସବ ପାଳନ ଅବସରରେ ଷଷ୍ଠ ସନ୍ଧ୍ୟାରେ ବୈଶାଖ ମେଳା କମିଟି ତରଫରୁ ଆୟୋଜିତ ସାଂସ୍କୃତିକ ମଞ୍ଚ ଢୋଲ ନିଶାନ ଆଦି ବାଦ୍ୟର ତାଳେ ତାଳେ ଦୁଲକି ଥିଲା । ଯାତ୍ରାକୁ
Read More...

କୁର୍ଲୁବାହାଲ ହାଇସ୍କୁଲ କ୍ରୀଡ଼ା ଶିକ୍ଷକ ବିନୋଦ କୁମାର ମହାପାତ୍ରଙ୍କୁ ରାଜ୍ୟପାଳ ପୁରସ୍କାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କୁର୍ଲୁବାହାଲ ଗ୍ରାମସ୍ଥିତ ମଧୁସୂଦନ ହୃଷିକେଶ ମେହେର ଉଚ୍ଚ ବିଦ୍ୟାଳୟର ବରିଷ୍ଠ କ୍ରୀଡା ଶିକ୍ଷକ ବିନୋଦ କୁମାର ମହାପାତ୍ରଙ୍କୁ ରାଜ୍ୟପାଳ ପୁରସ୍କାର ପ୍ରଦାନ କରାଯାଇଛି । ସେ ଦୀର୍ଘ ୨୦ବର୍ଷ ଧରି ଭାରତ ସ୍କାଉଟ ଓ
Read More...

ମୁରିବାହାଲ ବ୍ଲକର ବିଭିନ୍ନ ସ୍ଥାନରେ ଚାଲିଥିବା ଚନ୍ଦନଯାତ୍ରା ମହୋତ୍ସବ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଯମୁନା, ବନବାହାଲ, ବାରବନ୍ଧ, ମୁରିବାହାଲ (ଷ୍ଟେସନପଡ଼ା) ତେନ୍ତୁଳିଖୁଣ୍ଟି ଓ ବାହାଡୁକି ସମେତ ବିଭିନ୍ନ ଗ୍ରାମରେ ଦୀର୍ଘ ୬ଦିନ ଧରି ଚାଲିଥିବା ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ଚନ୍ଦନ ଯାତ୍ରା ମହୋତ୍ସବ ସୋମବାର ବୈଶାଖ
Read More...

ବଡବାଙ୍କି ପଂଚାୟତରେ ପାନୀୟ ଜଳର ଅଭାବ

ତୁରେକେଲା, (ପିତାମ୍ବର ଦୀପ) : ବଡ଼ବାଙ୍କି ପଂଚାୟତର ଘରୋଇ ବସ୍‌ଷ୍ଟାଣ୍ଡ ନିକଟରେ ସରକାରୀ ହସ୍ପିଟାଲ ସହିତ ଅନ୍ୟ କାର୍ୟ୍ୟକଳାପର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ବଡ଼ବାଙ୍କି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଅଞ୍ଚଳରେ ଥିବା ଚାରିଛକରେ ପାନୀୟ ଜଳର ଘୋର ଅଭାବ ଦେଖାଯାଇଛି । ଗ୍ରୀଷ୍ମ ପ୍ରବାହ
Read More...

ଖଣି ଓ ପରିବହନ ବିଭାଗର ସମୀକ୍ଷା ବୈଠକ

ବେଆଇନ ବାଲି ଚୋରାଚାଳନ ଉପରେ କଡା ଅଭିଯାନସୂଚନା ଫଳକ ଲଗାଇବା ଉପରେ ଗୁରୁତ୍ୱ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଓଡିଶା ବିଭୂତି ଭୂଷଣ ଜେନା ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ସର୍କିଟ୍ ହାଉସ୍‌ରେ ଅନୁଷ୍ଠିତ ବୈଠକରେ
Read More...

ବାଗଦୋର ଠାରେ ଧାନ ବିକ୍ରୟ କେନ୍ଦ୍ରର ଭିତ୍ତିପ୍ରସ୍ଥର ସ୍ଥାପନ କଲେ ଉପ ମୁଖ୍ୟମନ୍ତ୍ରୀ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବାଗଦୋର ଗାଁରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ପ୍ରାଥମିକ ସମବାୟ ସମିତି ପାଇଁ ଧାନ ବିକ୍ରୟ କେନ୍ଦ୍ରର ଭିତ୍ତିଭୂମି ବିକାଶର ଶିଳାନ୍ୟାସ ଆଜି ହୋଇଯାଇଛି। ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି
Read More...

ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ୍‌ରେ ଜୁନିୟର ଫୁଟବଲ କ୍ଲବ ରୁପ୍ସା ଫୁଟବଲ କ୍ଲବକୁ ଟାଇ ବ୍ରେକର ଜରିଆରେ ୬ - ୫ ଗୋଲରେ ପରାସ୍ତ କରିଥିଲା । ଖେଳର
Read More...