ମୁରିବାହାଲ ବ୍ଲକ ଅଞ୍ଚଳରେ କାଳ ବୈଶାଖୀରେ ବ୍ୟାପକ କ୍ଷୟକ୍ଷତି :
ପବନରେ ବହୁ ଘର ଭାଙ୍ଗିବା ସହ ଗଛ ବିଦ୍ୟୁତ୍ ଖୁଣ୍ଟ…
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା କାଳ ବୈଶାଖୀ ପ୍ରଭାବରେ ଅତି ପ୍ରବଳ ବେଗରେ ପବନ ବୋହି ବହୁ ମାଟି ଓ ଆଜବେଷ୍ଟସ୍ ଘର ଭାଙ୍ଗି ଯାଇଥିବା ବେଳେ ଗଛ ଓ ବିଦ୍ୟୁତ୍!-->…
Read More...
Read More...