Monthly Archives

May 2025

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମିଲର ମାନେ ୧ କୋଟି ଟଙ୍କା ଚାନ୍ଦା ଦେଇଥିବା ଅଭିଯୋଗର ତଦନ୍ତ ରିପୋର୍ଟ କେବେ ଆସିବ…

ଗତ ଖରିଫରେ ଯେଉଁ ମିଲରମାନେ ଚାଉଳ ସରକାରଙ୍କୁ ଫେରସ୍ତ କରି ନାହାଁନ୍ତି ତାଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରୁ ବାଦ ଦିଆଯାଉ ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସରକାର ଚପେଇ ଦେଇଥିବା
Read More...

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା : ବିଦ୍ୟୁତ୍ ଖୁଣ୍ଟରେ ବନ୍ଧା ହେଲେ ଯୁବକ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା । ବିଦ୍ୟୁତ୍ ଖୁଣ୍ଟରେ ବନ୍ଧା ହେଲେ ଯୁବକ । କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁର୍ଲି ଗାଁରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଯୁବକଙ୍କୁ ଜଣେ ବିବାହିତା ମହିଳାଙ୍କ
Read More...

ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହେଲେ ନଦୀପଡ଼ା ଗ୍ରାମବାସୀ

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ସହର ଉପକଣ୍ଠ ବରଡୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗ ନଦୀପଡ଼ାରେ ଦୀର୍ଘବର୍ଷ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ ନିମନ୍ତେ ବୁଧବାର ପଡାର ଶତାଧିକ ମହିଳା ପୁରୁଷ ବରଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହା କୌଣସି
Read More...

ଜାମୁକୋଳି ଗଛ ତଳେ ଖେଳୁଥିବା ବେଳେ ବ୍ରଜାଘାତରେ ବାଳକର ମୃତ୍ୟୁ : ଜଣେ ଗୁରୁତର ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜାମୁକୋଳି ଗଛ ତଳେ ଖେଳୁଥିବା ବେଳେ ବ୍ରଜପାତରେ ଜଣେ ବାଳକର ମୃତ୍ୟୁ ଓ ଜଣେ ଗୁରୁତର ଆହତ ହୋଇଛି । ପଦ୍ମପୁର ସବ ଡ଼ିଭିଜନ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରେନା ଗ୍ରାମର ରଞ୍ଜିତ ଧରୁଆ(୮ବର୍ଷ) ମୃତ୍ୟୁ ହୋଇଥିବା ବେଳେ ଓ ସୋନୁ
Read More...

ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନର ପ୍ରଥମ ମ୍ୟାଚରେ ସିଂ ବ୍ରଦର୍ସ ଫୁଟବଲ କ୍ଲବ ଉଇନାଇଟେଡ଼ ଫୁଟବଲ କ୍ଲବକୁ ୩ - ୦ ଗୋଲରେ ପରାସ୍ତ କରିଥିଲା । ଲଖଣ ମୁର୍ମୁ, ଦଶରଥ ହେମ୍ବ୍ରମ ଓ
Read More...

ସଡକ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ ଚିକିଟି ବିଧାୟକ ଦ୍ୟାନ ସାମନ୍ତରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚିକିଟି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଚିକିଟି ବ୍ଲକ ଅନ୍ତର୍ଗତ ଓଳପୁର ଗ୍ରାମ ଛକ ନିକଟରେ ଗୁରୁବାର ଜଣେ ମହିଳା ସଡକ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ପଡ଼ିଥିବା ବେଳେ ଚିକିଟି ବିଧାୟକ ଦେଖିବାକୁ ପାଇଥିଲେ । ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ଉକ୍ତ
Read More...

ଥଣ୍ଡା ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ : ଚାଳକ ମୃତ

ପାଳଲହଡ଼ା : ପାଳଲହଡ଼ା ବ୍ଲକ ଖମାର ଥାନା ଅର୍ନ୍ତଗତ ୧୪୯ନଂ ଜାତୀୟ ରାଜପଥ ବନର ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ଥଣ୍ଡା ବୋଝେଇ ଟ୍ରକ ଧକ୍କା ଦେଇଛି । ଫଳରେ ଥଣ୍ଡା ବୋଝେଇ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ବଇଣ୍ଡା ଥାନା ତଳମଳିଆ ଅଞ୍ଚଳର ସୁମନ୍ତ ସାହୁ
Read More...

ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ତ୍ରିରଙ୍ଗା ପତାକା ଉଡାଇ ବାଇକ୍ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : "ଅପରେସନ ସିନ୍ଦୂର" ଭାରତୀୟ ସେନାର ଶୌର୍ଯ୍ୟ ଏବଂ ବୀରତାର ସମ୍ମାନ ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ "ପରାକ୍ରମ ଶୋଭାଯାତ୍ରା" ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ନଗରପାଳ ପ୍ରଫୁଲ୍ଲ ପଣ୍ଡା,
Read More...

ଛତ୍ରପୁର ବ୍ରହ୍ମାକୁମାରୀ ଆଶ୍ରମରେ ୨୯ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନରେ ଆଶ୍ରମର ୨୯ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଗୁରୁବାର ପାଳିତ ହୋଇଯାଇଛି । ଅନୁଷ୍ଠାନ ପରିସରରେ ଓଁ କାର ର ଧ୍ଵନୀ
Read More...

ରାଉରକେଲାରେ ଅନୁଷ୍ଠିତ ହେଲା ‘ପରାକ୍ରମ ଶୋଭାଯାତ୍ରା’

ରାଉରକେଲା, (ସସ୍ମିତା ପ୍ରଧାନ) : ୧୫ ମଇ ୨୦୨୫: 'ଅପରେସନ ସିନ୍ଦୂର'ର ସଫଳତାର ପ୍ରତୀକ ରୂପେ ସାରା ରାଜ୍ୟରେ ପରାକ୍ରମ ଶୋଭାଯାତ୍ରା ଆୟୋଜନ କରାଯାଉଛି । ଏହି କ୍ରମରେ ଆତଙ୍କବାଦ ବିରୋଧରେ ଭାରତୀୟ ସେନାର ପରାକ୍ରମ ତଥା ଅଦମ୍ୟ ସାହସକୁ ସମ୍ମାନ ପ୍ରଦାନ ପୂର୍ବକ ସେନାର ଯବାନମାନଙ୍କ ଶୌର୍ଯ୍ୟ
Read More...