Monthly Archives

May 2025

ବଡ଼ ପୁଅକୁ ହତ୍ୟା : ମା’ ସହ ଭାଇ ଓ ୨ଭଉଣୀ ଅଟକ

ନାକଟିଦେଉଳ : ରେଢ଼ାଖୋଲ ଥାନା ଡଇଁଚା ସୁବର୍ଣ୍ଣପାଲିରୁ ମାଟି ତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ମୃତକ ହେଲେ ବାଦଲ ପ୍ରଧାନ(୨୪) । ତାଙ୍କ ଘର ପାଚେରୀ କଡ଼ରୁ ୪ ଫୁଟ ତଳୁ ମୃତଦେହ ମିଳିଛି । ତେଣୁ ଏହାକୁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି । ଏଥିରେ ପରିବାର ଲୋକଙ୍କ
Read More...

ଲାଖପଦରଠାରେ ତୈଲିକ ବୈଶ୍ୟ ସମାଜର ବୋର୍ଡ ବୈଠକ

ଲାଖପଦର ଠାରେ କଳାହାଣ୍ଡି ଜିଲ୍ଲା ତୈଲିକ ବୈଶ୍ୟ ସମାଜର ପ୍ରଥମ ବୋର୍ଡ ବୈଠକ କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଲାଖପଦର ଠାରେ ଜିଲ୍ଲା ତୈଲିକ ବୈଶ୍ୟ ସମାଜର ପ୍ରଥମ ବୋର୍ଡ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବ ନିର୍ବାଚିତ ଜିଲ୍ଲା
Read More...

ହାପି ମୋମେଣ୍ଟସ ଇଣ୍ଡିଆର ୧୩ତମ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେଂଟସ ଇଣ୍ଡିଆ ପକ୍ଷରୁ ୧୩ ତମ ପ୍ରତିଷ୍ଠା ଦିବସ ଆଦର୍ଶ ସାହିତ୍ୟ ଘର ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ଓ ଟ୍ରଷ୍ଟି ରଶ୍ମିତା
Read More...

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ପଣା ବଣ୍ଟନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ଆଧ୍ୟାତ୍ମିକ ଅନୁଷ୍ଠାନ ନିଜର ସାମାଜିକ ପ୍ରତିବଦ୍ଧତାକୁ ବଜାୟ ରଖି ପ୍ରତ୍ୟେକ ରବିବାର ଦିନ ୭/୧୭ ଛକରେ ପଣା ବଣ୍ଟନ କରାଯାଇଥାଏ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓ ଏହାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ପକ୍ଷରୁ ଏପ୍ରିଲ ମାସ ପହିଲାରୁ
Read More...

ଦର୍ଶୀ ପରିବାରର ନିଆରା ସଚେତନତା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅନୁଷ୍ଠାନ ଦର୍ଶୀ ପରିବାର ତରଫରୁ ଏକ ନିଆରା ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଲିଥିନ ବ୍ୟବହାରକୁ ବନ୍ଦ କରି, ତା ପରିବର୍ତ୍ତେ କପଡା ବ୍ୟାଗ ବ୍ୟବହାର କରାଯିବାକୁ ପ୍ରୋତ୍ସାହନ କରାଯାଇଥିଲା । ଏହି କପଡା
Read More...

ପୁଇଁନ୍ତଲା ବ୍ଲକ କୁମ୍ଭାର ସମାଜର ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁବେଲ ଗ୍ରାମଠାରେ ତିରିଶ ଖଣ୍ଡ ଗ୍ରାମର ଶତାଧିକ ଗ୍ରାମ୍ୟ ସ୍ତରୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପୁଇଁନ୍ତଲା ବ୍ଲକ କୁମ୍ଭାର ସମାଜର ପୁର୍ନଗଠନ କରାଯାଇଥିଲା । ସଭାପତି ଗୌର ରଣା, ସମ୍ପାଦକ କଳାକାହ୍ନୁ ରଣା, ସହ-ସଂପାଦକ ରାଜୀବ ରଣା, ଉପଖଣ୍ଡ ସଭାପତି ସତ
Read More...

ସମାଜସେବୀ ଧ୍ରୁବ ପଟ୍ଟନାୟକଙ୍କ ବିୟୋଗ ଶୋକ

ସଇଁତଲା, (ଖୁସିରାନି ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ଅଞ୍ଚଳର ସ୍ଥାୟୀ ବାସିନ୍ଦା ତଥା ସମାଜସେବୀ ଧ୍ରୁବ ଚରଣ ପଟ୍ଟନାୟକଙ୍କ ବିୟୋଗରେ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି । ମୃତ ବେଳକୁ ତାଙ୍କୁ ୭୬ ବୟସ ହେଉଥିଲା । ସେ ଜଣେ ପରୋପକାରୀ ବ୍ୟକ୍ତି ଥିଲେ । ଏହା ସହିତ ସ୍ୱର୍ଗତ
Read More...

ମୁଖ୍ୟମନ୍ତ୍ରୀଙ୍କ ବୌଦ୍ଧ ଗସ୍ତ : ପ୍ରକଳ୍ପଗୁଡ଼ିକୁ ଅଧିକ ତ୍ୱରାନ୍ୱିତ ଗତିରେ କାର୍ଯ୍ୟକାରୀ କରିବାକୁ ଅଧିକାରୀଙ୍କୁ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରି ବୈଠକରେ ସନ୍ତୋଷ ପ୍ରକାଶ କରିଛନ୍ତି ।
Read More...

ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ ମାଲପଡା ସ୍ଥିତ କାର୍ଯ୍ୟାଳୟଠାରେ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ସଭାପତି ପ୍ରଫେସର ମିଶ୍ର ନବ ମନୋନିତ କାର୍ଯ୍ୟକାରିଣୀ ସଭ୍ୟମାନଙ୍କୁ ସ୍ୱାଗତ
Read More...

ଟ୍ରେନ୍ ସାମ୍ନାକୁ ନର୍ସ ଡେଇଁବା ଘଟଣା : ଦୁଇ ନର୍ସଙ୍କୁ ବଦଳି କରିଛନ୍ତି ସିଡିଏମ୍ଓ,

ଭଦ୍ରକ : ଡ଼ାକ୍ତର ଓ ନର୍ସଙ୍କ ବ୍ଲାକମେଲ୍ ଅଭିଯୋଗରେ ଟ୍ରେନ୍ ସାମ୍ନାକୁ ନର୍ସ ଡେଇଁବା ଘଟଣାରେ ଆରମ୍ଭ ହେଲା ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ଅଧିକ ଚିକିତ୍ସା ପାଇଁ ଗୁରୁତର ନର୍ସଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ
Read More...