Monthly Archives

May 2025

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୫ମ ଦିନର ଖେଳ (ଟିମ – ଇ ୪୬ ରନରେ ବିଜୟୀ)

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିନର ଖେଳରେ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ - ଇ, ଟିମ
Read More...

ଶ୍ରୀ ଅରବିନ୍ଦଙ୍କ ସାବିତ୍ରୀ ମହାକାବ୍ୟ ମାନବ ଜାତିର ଅତୀତ : ବର୍ତ୍ତମାନ ଓ ଭବିଷ୍ୟତର ବାର୍ତ୍ତା ବହନ କରେ

ମାତୃଶକ୍ତି ଓ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ରର ୫୩ତମ ବାର୍ଷିକ ଉତ୍ସବ ପାଳନ ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ଅରବିନ୍ଦଙ୍କ ରଚିତ 'ସାବିତ୍ରୀ' ମହାକାବ୍ୟର ପ୍ରତ୍ୟେକ ପଂକ୍ତିରେ ଯେଉଁ ମନ୍ତ୍ର ଶକ୍ତି ନିହତ ଅଛି ତା'ରି ସ୍ୱାଭାବିକ ଆକର୍ଷଣରେ ପାଠକର ଚିତ୍ତରେ ତା'ର ସୌନ୍ଦର୍ଯ୍ୟ,
Read More...

ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀ ୩୪ତମ ବଳିଦାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୪ତମ ବଳିଦାନ ଦିବସ ଅବସରରେ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ରବି ରାୟଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ସଭାପତି ରବି ରାୟ ଏବଂ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ନିଯୁକ୍ତି ପାଇବେ ୯୨ ଗୃହରକ୍ଷୀ : ଜୁନ୍ ୬ ଯାଏଁ ଆବେଦନ ପତ୍ର ଦାଖଲ କରିପାରିବେ ଇଚ୍ଛୁକ…

ବିନିକା : ଆସନ୍ତା ମାସରେ ସୁବର୍ଣ୍ଣପୁର ଜିଲ୍ଲାରେ ନିଯୁକ୍ତି ପାଇବେ ୯୨ ଗୃହରକ୍ଷୀ । ୭୨ ଜଣ ପୁରୁଷ ଓ ୧୮ ଜଣ ମହିଳା ନିଯୁକ୍ତ ହେବାକୁ ଥିବାବେଳେ ମେ’ ୨୦ ତାରିଖରୁ ଜୁନ୍ ମାସ ୬ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ପ୍ରାର୍ଥୀ କେବଳ ଅଫ୍‌ଲାଇନ୍‌ରେ ଆବେଦନ ପତ୍ର ଦାଖଲ କରିପାରିବେ । ଅନଲାଇନ୍‌ରେ
Read More...

ପୋଲିସ ପରିଚୟ ଦେଇ ନେଇଯାଇଥିଲେ ଲକ୍ଷେ ଟଙ୍କା : ୨ ଲୁଟେରା ଗିରଫ

ଦିଗପହଣ୍ଡି : ପୋଲିସ ପରିଚୟ ଦେଇ ଲୁଟ୍ । ଲକ୍ଷେ ଟଙ୍କା ଲୁଟ୍ ଘଟଣାରେ ଦୁଇ ଲୁଟେରା ଗିରଫ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି ଚେକଗେଟ୍ ନିକଟରେ ଏଭଳି ଲୁଟ୍ ଘଟଣା ଘଟିଥିଲା । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି
Read More...

ପୁଅର କାଠ ଫାଳିଆ ମାଡ଼ରେ ମାଁ ମୃତ

ବୋରିଗୁମ୍ମା : ପୁଅ ଭୁଲିଗଲା ମା’ର ସମ୍ପର୍କ । ପୁଅର କାଠ ଫାଳିଆ ମାଡ଼ରେ ମା’ ମୃତ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସାନ ପରିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ସାନ ପରିଆ ଗାଁର ରୁକଧର ଗୌଡ଼ ନାମକ ଯୁବକ କିଛି ବର୍ଷ ଧରି ମାନସିକ ଭାରସାମ୍ୟ ହରାଇ ଚିକିତ୍ସିତ
Read More...

ବଲାଙ୍ଗିର ଜିଲ୍ଲା ଜେଲ୍‌ରେ ଆରମ୍ଭ ହେଲା ୩ ଦିନିଆ ଯୋଗ ଓ ଧ୍ୟାନ କାର୍ଯ୍ୟକ୍ରମ : ବନ୍ଦୀମାନେ ପାଉଛନ୍ତି ଆନ୍ତରିକ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହଯୋଗ ଫାଉଣ୍ଡେସନ୍ ପକ୍ଷରୁ ବଲାଙ୍ଗିର ଜିଲ୍ଲା ଜେଲ୍‌ରେ ୩ ଦିନିଆ ଯୋଗ ଓ ଧ୍ୟାନ ଶିବିର ଆରମ୍ଭ ହୋଇଛି, ଯାହା ୨୧ ମଇରୁ ୨୩ ମଇ ୨୦୨୫ ପର୍ଯ୍ୟନ୍ତ ଚାଲିବ । ଏହି କର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଜେଲ୍‌ରେ ଥିବା ବନ୍ଦୀମାନେ ମଧ୍ୟରେ ଶାନ୍ତି,
Read More...

ଆଇ.ଇ.ଆଇ.ରେ “ବିଶ୍ୱ ଦୂରସଂଚାର ଏବଂ ସୂଚନା ସମାଜ ଦିବସ” ପାଳିତ

ବିଶ୍ୱ ଦୂରସଂଚାର ଏବଂ ସୂଚନା ସମାଜ ଦିବସ ରାଉରକେଲା, (ସସ୍ମିତା ପ୍ରଧାନ) : ଆଇ.ଇ.ଆଇ. ରାଉରକେଲା ସ୍ଥାନୀୟ କେନ୍ଦ୍ରର ଇଞ୍ଜିନିୟର୍ସ (ଭାରତ) ଦ୍ୱାରା ଏନଆଇଟି ରାଉରକେଲାର କ୍ୟାମ୍ପସରେ ଅବସ୍ଥିତ ଏ.ଏନ. ପଟେଲ ମେମୋରିଆଲ ସେମିନାର ହଲରେ ଅନଲାଇନ୍ ଏବଂ ଅଫଲାଇନ୍ ଉଭୟ ପ୍ରକାରେ "ମହିଳା,
Read More...

ସାମ୍ବାଦିକଙ୍କୁ ଉଲଗ୍ନ କରି ରାଜରାସ୍ତାରେ ବୁଲାଇବା ଧମକ : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ସାମ୍ବାଦିକ

ବରଗଡ, (ନିରୋଜ କୁମାର ପାଣୀ) : ସର୍ବ ସାଧାରଣରେ ଗାଳିଗୁଲଜ କରିବା ସହ ଉଲଗ୍ନ କରି ବରଗଡ ରାଜରାସ୍ତାରେ ଚପଲମାଲ ପିନ୍ଧାଇ ବୁଲାଇ ଦେବାର ଧମକ ଦେବାରୁ ୨ଜଣ ବିଧାୟକଙ୍କ ବିରୋଧରେ ବରଗଡ ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଫେରାଦ ହୋଇଛନ୍ତି ।
Read More...

ମ୍ୟାଟ୍ରିକ୍‌ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମ୍ୟାଟ୍ରିକ ପରୀକ୍ଷାରେ ବଲାଙ୍ଗିର ମୋଟ ୫୪୬ ମାର୍କ ରଖି ଏ-୧ ଗ୍ରେଡ଼୍‌ ହାସଲ କରିଥିବା ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ,ବଲାଙ୍ଗିରର ଛାତ୍ର ବିନାୟକ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବଲାଙ୍ଗିର ସହରର ପ୍ରତାପସାଗର ନିବାସୀ ତଥା ଅବସରପ୍ରାପ୍ତ
Read More...