Monthly Archives

May 2025

କାର୍ଯ୍ୟରତ ସାମ୍ବାଦିକ ବିଜୟଙ୍କୁ ଠିକାଦାରଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ବଲାଙ୍ଗିରର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କ ଉପରେ ଠିକାଦାରଙ୍କ ଆକ୍ରମଣ ବିରୁଦ୍ଧରେ ଆଜି ବଲାଙ୍ଗିରର କାର୍ଯ୍ୟରତ ସାମ୍ବାଦିକମାନେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ପାଇଁ ଦାବୀ କରିଛନ୍ତି । ତେବେ
Read More...

ରକ୍ତଦାନ କରି ଜଣେ ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ତରୁଣ

ବରଗଡ, (ନିରୋଜ କୁମାର ପାଣୀ) : ରକ୍ତଦାନ ଜୀବନ ଦାନ, କଲେ କରାଇଲେ ଜୀବନ ଧନ୍ୟ । ବର୍ତମାନ ଗ୍ରୀଷ୍ମ ଋତୁରେ ବରଗଡ଼ ସମେତ ସମସ୍ତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହେଉଥିବା ବେଳେ ରୋଗୀ ରକ୍ତ ବୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟତଃ ବର୍ତମାନ
Read More...

ପ୍ରକାଶ ପାଇଲାନି ପରୀକ୍ଷା ଫଳ ଆମରଣ ଅନଶନରେ ଛାତ୍ରଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରକାଶ ପାଇଲାନି ୧୧୮୫ ପିଲାଙ୍କ ଭାଗ୍ୟର ଫଳାଫଳ । ଆମରଣ ଅନଶନରେ ନଅ ଜଣ ଛାତ୍ରଛାତ୍ରୀ ଏବଂ ଆନ୍ଦୋଳନରେ ବସିଲେ ଶହ ଶହ ଛାତ୍ରଛାତ୍ରୀ । ସିବିଏସଇ ଦ୍ଵାରା ପରିଚାଳିତ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ଫଲାଫଳ ଗତ ୧୩ ତାରିଖ ଦିନ ପ୍ରକାଶ ପାଇଥିଲା, ହେଲେ
Read More...

ନୁଆଁ ବସଷ୍ଟାଣ୍ଡ ନିର୍ମାଣ ଓ ବଜାର ରାସ୍ତା ସମ୍ପ୍ରସାରଣ ପାଇଁ ଉଛେଦ ପ୍ରକ୍ରିୟା ଆରମ୍ଭ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ହାଟପଦା ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ତତ କାଳୀନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଶିଳାନ୍ୟାସ କରିଥିଲେ । ହେଲେ ଅଦ୍ୟାବଧି ସୁଦ୍ଧା ଏକ ସୁଲଭ ବସଷ୍ଟାଣ୍ଡ ପାଇଁ ଜମି
Read More...

୭ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ ୨ଗିରଫ

ଦେଓଗାଁ : ବଢ଼ୁଛି ନୀଳ ଜହର କାରବାର । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ଚେକ୍ ଦେଉଛି ପୁଲିସ । ଗଞ୍ଜେଇ ନେଇ ଯାଉଥିବା ସମୟରେ ୨ଜଣଙ୍କୁ ଗିରଫ କରିଛି ପୁଲିସ । ୨ ଅଭିଯୁକ୍ତ ହେଲେ ମଧ୍ୟପ୍ରଦେଶ କାଟିନ ଜିଲ୍ଲାର ଦୁର୍ଗା ଗୁଡ଼ାରି ଓ ଧୁମ ଜିଲ୍ଲା ସିକରମପୁରର ରାହୁଲ ବାଲ୍ମିକ ।
Read More...

ଜମିବାଡ଼ି ବିବାଦକୁ ନେଇ ଛୁରାମାଡ଼ : ଜଣେ ଗୁରୁତର

ଜମନକିରା : ଜମିବାଡ଼ି ବିବାଦକୁ ନେଇ ଛୁରାମାଡ଼ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ କତରକେଲା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପଡ଼ୋଶୀ ଜମି ମାଲିକଙ୍କ ଛୁରାମାଡ଼ରେ ଗୁରୁତର ଭାବେ ଆହତ ହୋଇଛନ୍ତି କତାରକେଲା ଗାଁର ନାରାୟଣ ପ୍ରସାଦ ପଟେଲ । ତାଙ୍କୁ କୁଚିଣ୍ଡା ଉପଖଣ୍ଡ
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ତଦନ୍ତ କରୁଛି ପୁଲିସ

ବାଲେଶ୍ୱର : ନାଟକ ଦେଖିବାକୁ ଯାଇ ଘରକୁ ଫେରିଲେନି ଯୁବକ । ଘରଠାରୁ ଅଳ୍ପ ଦୂରରେ ଥିବା ବର ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ । ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ କୁମ୍ଭୀରମୂଳି ପଞ୍ଚାୟତ ଅଧୀନସ୍ଥ ଚୌକି ଗାଁର ପ୍ରସନ୍ନ ପାତ୍ରଙ୍କ ପୁଅ ଜଗନ୍ନାଥ ପାତ୍ର (୪୮) ।
Read More...

ଜମିବାଡ଼ି ବିବାଦକୁ ନେଇ ହତ୍ୟା : ଅଭିଯୁକ୍ତ ଗିରଫ

ରେଢ଼ାଖୋଲ : ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ବୁର୍ଡ଼ା ପଞ୍ଚାୟତ ବଡ଼ମାଳ ଗାଁରେ ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ । ମୃତକ ବଡ଼ମାଳ ଗାଁର ପ୍ରଫୁଲ୍ଲ ନାଏକ (୫୯) ବୋଲି ଜଣାପଡ଼ିଛି । ଏହି ଘଟଣାରେ ହତ୍ୟାକାରୀ ବିଭୁତି ପ୍ରଧାନକୁ ରେଢ଼ାଖୋଲ ପୁଲିସ ଗିରଫ କରିଛି । ସୂଚନା ମୁତାବକ,
Read More...

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

୨୫ରୁ ତୁଳାପଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶ୍ରୀକ୍ଷେତ୍ରରୁ ଆସିଲା ଆଜ୍ଞାମାଳ କଳାହାଣ୍ଡି (ପି.କେ ସାହୁ ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧୀନସ୍ଥ ତୁଳାପଡାର ନବ ନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉପଲକ୍ଷେ ଗତ ଶୁକ୍ରବାର ଦିନ ଶୁଭ ଖମ୍ବ ସ୍ଥାପନ କରାଯାଇଥିଲା । ମଇ
Read More...

ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀ ୨୦୨୫କୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଉତ୍ତର-ପୂର୍ବ ହେଉଛି ଆମ ବିବିଧତାପୂର୍ଣ୍ଣ ରାଷ୍ଟ୍ରର ସବୁଠାରୁ ବିଶିଷ୍ଟ ଅଞ୍ଚଳ : ପ୍ରଧାନମନ୍ତ୍ରୀଆମ ପାଇଁ, ଇଷ୍ଟ(EAST)ର ଅର୍ଥ ହେଉଛି- ଏମ୍ପାୱାର, ଆକ୍ଟ, ଷ୍ଟ୍ରେଙ୍ଗଦେନ, ଟ୍ରାନ୍ସଫର୍ମ : ପ୍ରଧାନମନ୍ତ୍ରୀଗୋଟିଏ ସମୟ ଥିଲା ଯେତେବେଳେ ଉତ୍ତର-ପୂର୍ବକୁ କେବଳ ସୀମାନ୍ତ ଅଞ୍ଚଳ
Read More...