Monthly Archives

May 2025

ପିଆରଏମ ଏମସିଏଚରେ ଅନ୍ତଃବିଭାଗ ଚିକିତ୍ସା ବ୍ୟବସ୍ଥା କାର୍ଯ୍ୟକ୍ଷମ ପାଇଁ ମାରିସାର ଦାବୀ

କାର୍ଯ୍ୟକ୍ଷମ ନ ହେଲେ ଆନ୍ଦୋଳନ ନିଷ୍ପତ୍ତି ବାରିପଦା, (ଦେବସ୍ମିତ ଚୌଧୁରୀ) : ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲକୁ ରଙ୍ଗା ମାଟିଆ ସ୍ଥିତ ନୂତନ ଶିକ୍ଷାଦାନ ହସ୍ପିଟାଲକୁ ସୁଗମ ସ୍ଥାନାନ୍ତର ଏବଂ ସେଠାରେ କାର୍ଯ୍ୟକ୍ଷମତାକୁ ଦୃଷ୍ଟିରେ ରଖି ମାସ୍ ଆଦିବାସୀ
Read More...

ଗୁଜରାଟ ସହରାଞ୍ଚଳ ବିକାଶ କାହାଣୀର ୨୦ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ବୋଧନ

• ଆତଙ୍କବାଦୀ କାର୍ଯ୍ୟକଳାପ ଆଉ ଛାୟାଯୁଦ୍ଧ ନୁହେଁ, ବରଂ ଭଲଭାବରେ ଚିନ୍ତାକରି କରାଯାଇଥିବା ରଣନୀତି, ତେଣୁପ୍ରତିକ୍ରିୟା ମଧ୍ୟ ସମାନଭାବରେ ରହିବ: ପ୍ରଧାନମନ୍ତ୍ରୀ• ଆମେ 'ବସୁଧୈବ କୁଟୁମ୍ବକମ୍'ରେ ବିଶ୍ୱାସକରୁ, ଆମେ କାହା ସହିତ ଶତ୍ରୁତା ଚାହୁଁନାହୁଁ ଆମେ ଆଗକୁ ବଢ଼ିବାକୁ ଚାହୁଁଛୁ
Read More...

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀଙ୍କ ଦ୍ଵାରା ସମୀକ୍ଷା ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଓଡ଼ିଶା ର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ତଥା ସୁନ୍ଦରଗଡ଼ ଜିଲ୍ଲାର ପ୍ରଭାରୀ ସୁରେଶ ପୂଜାରୀଙ୍କ ଦ୍ଵାରା ଆଜି ସ୍ଥାନୀୟ ବିକାଶ ଭବନଠାରେ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ
Read More...

ଟ୍ରାଇ ପକ୍ଷରୁ ବାରିପଦା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅପରେଟର ଆସିଷ୍ଟେଡ୍ ଡ୍ରାଇଭ୍ ଟେଷ୍ଟ ସମ୍ପାଦନ

ଭୁବନେଶ୍ୱର, (ପିଆଇବି) : ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧୀକରଣ (ଟ୍ରାଇ) ପକ୍ଷରୁ ବାରିପଦା ସହର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଓ ରାଜପଥର ୪୩୦ କିଲୋମିଟର କ୍ଷେତ୍ରରେ ଅପରେଟର ଆସିଷ୍ଟେଡ୍ ଡ୍ରାଇଭ୍ ଟେଷ୍ଟ ସମ୍ପାଦନ କରାଯାଇଛି । ଡିସେମ୍ବର ୨୦୨୪ ଶେଷ ହେଉଥିବା ତ୍ରୈମାସରେ କରାଯାଇଥିବା
Read More...

ଆପ ବଲାଙ୍ଗିର ପକ୍ଷରୁ ଏସ୍‌ପିଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ହାରାହାରି ୬ ମାସ ହୋଇଯିବ ବାରମ୍ବାର କ୍ରାଇମ୍‌ ଚରମ ସୀମାରେ ପହଂଚି ଯାଇଛି । ସାଧାରଣ ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇବସୁଛି, ବାରମ୍ବାର କେତେବେଳେ ମେନ୍‌ ଟାଉନରେ ଖଣ୍ଡା ବୁଲୁଛି ତ କେତେ ବେଳେ ରାଜନେତା ଉପରେ ଆକ୍ରମଣ ହେଉଛି ତ,
Read More...

ବରଗଡ ଜିଲ୍ଲା ଭୂତପୂର୍ବ ସୈନିକ ସଂଘର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲା ଭୂତପୂର୍ବ ସୈନିକ ସଂଘର ବାର୍ଷିକ ସାଧାରଣ ସଭା ବରାହଗୁଡା ସ୍ଥିତ ଲାଫ୍ଳୋରା ଇକୋରିଟ୍ରିଟରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂଘର ବିଗତ ବର୍ଷର କାର୍ଯ୍ୟକଳାପ ଉପରେ ଚର୍ଚ୍ଚା କରାଯାଇଥିଲା ତଥା
Read More...

ବହୁ ପ୍ରତୀକ୍ଷା ପରେ ପାଇକମାଲ ଆଦର୍ଶ ବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଫେଜରପୁର ଆଦର୍ଶ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶିତ ହୋଇଛି । ଦଶମ ଶ୍ରେଣୀରେ ୭୪ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିବା ବେଳେ ସମସ୍ତେ ପାସ କରିଥିଲେ ମଧ୍ୟ ୩୬ ଜଣ
Read More...

ସାଂସଦ ପ୍ରଦୀପ ପୁରୋହିତଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଲିଖିତ ଉତ୍ତର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର କୁମାର । ଲୋକସଭାରେ ଗତ ମାର୍ଚ୍ଚ ୨୬ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ ପ୍ରଦୀପ ପୁରୋହିତ । ଯାହାର ଲିଖିତ ଉତ୍ତର ରଖିଛନ୍ତି ଡଃ ବୀରେନ୍ଦ୍ର
Read More...

କୁଏତର ଶୀର୍ଷ ନେତା ଓ ସଂଗଠନ ସହ ଆଲୋଚନା କଲା ଭାରତର ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ

• ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ବିଷୟରେ କୁଏତ କର୍ତ୍ତୃପକ୍ଷଙ୍କୁ କରାଗଲା ଅବଗତ• ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ସମର୍ଥନ ଜଣାଇଲେ କୁଏତ ଉପପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇରେ ବିଶ୍ୱ ସମୁଦାୟର ସମର୍ଥନ ହାସଲ କରିବା
Read More...

ଭଞ୍ଜନଗର ପୁଲିସକୁ ବଡ଼ ସଫଳତା : ୭ଟି ପିସ୍ତଲ ସହ ୧୫ ରାଉଣ୍ଡ୍ ଗୁଳି ଏବଂ ୨ଟି କାତି ଜବତ

ଭଞ୍ଜନଗର : ଭଞ୍ଜନଗର ପୁଲିସକୁ ବଡ଼ ସଫଳତା । ଏକାଥରକେ ୭ଟି ପିସ୍ତଲ, ୧୫ ରାଉଣ୍ଡ୍ ଜୀବନ୍ତ ଗୁଳି, ଏବଂ ୨ଟି କାତି ଜବତ କରିବା ସହ ୯ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି । ଏବେ ସୁଦ୍ଧା ଗତ ୨ ମାସ ଭିତରେ ଭଞ୍ଜନଗର ପୁଲିସ ୧୨ଟି ପିସ୍ତଲ ଜବତ କରିବା ସହ ବହୁ ହାର୍ଡକୋର୍ ଅପରାଧୀକୁ
Read More...