Monthly Archives

May 2025

ଯୁବକଙ୍କ ଅସ୍ୱଭାବିକ ମୃତ୍ୟୁ ; ଥାନାରେ ରୁଜୁ ହେଲା ମାମଲା

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆର୍ମି ଏଡ଼ି କଲେଜରେ ରୋଷେୟା ଭାବେ କାର୍ଯ୍ୟରତ ଥିବା ଯୁବକଙ୍କ ମୃତ୍ୟୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ମୃତ ଯୁବକ ଜଣକ ହେଲେ ମହାରାଷ୍ଟ୍ରର ନାଗପୁରର ରତ୍ନାକର ଗୋବିନ୍ଦ ଅଖଣ୍ଡ ବୟସ ପ୍ରାୟ ୪୨ ବୋଲି ପୁଲିସ ସୂଚନା ଦେଇ କହିଛି । ସୂଚନା
Read More...

ଗାଧୋଇବା ବେଳେ ଅଘଟଣ

କୋଣାର୍କ : କୋଣାର୍କ ଚନ୍ଦ୍ରଭାଗାରେ ଜଣେ ପର୍ଯ୍ୟଟକ ବୁଡି ଯାଉଥିବାବେଳେ ଉଦ୍ଧାର ହୋଇଛନ୍ତି । ଯୁବକ ଜଣକ ହେଉଛନ୍ତି ବିହାର ଜହାନବାଦର ଅମନ କୁମାର (୨୫) । ତାଙ୍କୁ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ । ସୂଚନା ଯୋଗ୍ୟ ଯେ, ଗୁରୁବାର ବିହାର ଜହାନବାଦର ଅମନ କୁମାର
Read More...

ଦେଓଗାଁ ଚିନିକଳ ନିକଟରେ ଅକ୍ଷୟ ତୃତୀୟ ଉପଲକ୍ଷେ ଅଖି ମୁଠି ଅନୁକୂଳ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ବର୍ଷ ଧରି ବନ୍ଦ ପଡ଼ିଥିବା ଦେଓଗାଁ ବିଜୟାନନ୍ଦ ସମବାୟ ଚିନିକଳ ନିକଟରେ ଦେଓଗାଁ ଚିନିକଳ ସଂଘର୍ଷ ସମିତି ଅନୁକୂଲ୍ୟରେ ଅକ୍ଷୟ ତୃତୀୟା ଆଖି ମୁଠି ଛୁଆଁ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ବିଭିନ ସଂଗଠନ ଯୋଗ ଦେଇଥିଲେ ।
Read More...

ଭକ୍ତକବି ଜୟଦେବ ଜୟନ୍ତୀ ଉତ୍ସବ ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଗନ୍ନାଥଙ୍କ ପରମ ଭକ୍ତ ତଥା ବିଶ୍ୱ ପ୍ରସିଦ୍ଧ କବି ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କ ଜୟନ୍ତୀ ଉତ୍ସବ ଏବଂ ଆଲୋଚନା ଚକ୍ର ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଆଲୋଚନା ଚକ୍ରରେ ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠି ମୁଖ୍ୟ
Read More...

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କଲେ ରାଜ୍ୟପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କୁମ୍ଭମପାଟି ବୁଧବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଗୋପାଳପୁର ସ୍ଥିତ ନୂତନ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାର ସ୍ଥିତି ଓ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିଛନ୍ତି ।
Read More...