Monthly Archives

May 2025

ନାବାଳିକାଙ୍କ ଅଶ୍ଳୀଳ ଫଟୋ ରଖି ବ୍ଲାକମେଲିଂ ଘଟଣା : ଅଭିଯୁକ୍ତକୁ ୩ବର୍ଷ ଜେଲ ଦଣ୍ଡାଦେଶ

କନ୍ଧମାଳ : (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନାବାଳିକାଙ୍କ ଅଶ୍ଳୀଳ ଫଟୋ ରଖି ବ୍ଲାକମେଲିଂ କରିବା ଅଭିଯୋଗରେ ଫୁଲବାଣୀ ପୋକସୋ ଅଦାଲତ ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଦୋଷୀକୁ ୨୫ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଧିକ ୧୦ ମାସ
Read More...

ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ନୂତନ ଶ୍ରେଣୀ କୋଠରୀ ଭିତ୍ତିପ୍ରସ୍ତ ସ୍ଥାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ପ୍ରଦତ୍ତ ପାଣ୍ଠିରେ ଦୁଇଟି କୋଠା ନିର୍ମାଣ ପାଇଁ ପଞ୍ଚାୟତ ସମିତି କାର୍ୟ୍ୟାଳୟ
Read More...

ପୂର୍ଣ୍ଣାରେ କବି ସେଠ ଜୟନ୍ତୀରେ ମତପ୍ରକାଶ : ନାରୀ ସ୍ଵାଧୀନତାର ବାର୍ତ୍ତାବହ ଥିଲେ ଖଗେଶ୍ୱର

ପଦ୍ମପୁର, (ନିରୋଜ କୁମାର ପାଣୀ) : ନାରୀ ପୁରୁଷ ମୁଦ୍ରାର ଦୁଇ ପାର୍ଶ୍ୱ ପରି । ପୁରୁଷ ପରି ନାରୀର ସ୍ଵାଧୀନତା ଏକାନ୍ତ ଜରୁରୀ । ତେଣୁ ଦୂରଦ୍ରଷ୍ଟା କବି ଶେଠ ବିଂଶ ଶତାବ୍ଦୀର ଅର୍ଦ୍ଧ ଶତାବ୍ଦୀରୁ ଏହା ଉପରେ ସେ ସ୍ଵର ଉଠାଇଥିଲେ । ସୁତରାଂ ନାରୀ ସ୍ଵାଧୀନତାର ବାର୍ତ୍ତାବହ ଥିଲେ
Read More...

ପଦ୍ମପୁରରେ ଧୂମଧାମରେ ଥାଳ ଉଠା

ଶୁଭ ଅକ୍ଷୟ ତୃତୀୟା ଦିନ ଆରମ୍ଭ ହେଲା ରାମେଶ୍ୱର ମନ୍ଦିରରେ ଶୀତଳଷଷ୍ଠୀ ଉତ୍ସବର ପ୍ରସ୍ତୁତି ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶିତଳଷଷ୍ଠୀ ଉତ୍ସବର ଅଭିନ୍ନ ଅଂଶ ଥାଳ ଉଠା ବୃହତ୍ ଧୂମଧାମ ସହିତ ଅନୁଷ୍ଠିତ ହେଲା । ଅକ୍ଷୟ ତୃତୀୟାର ଶୁଭମୁହୂର୍ତ୍ତରେ ଲୋକ ଧାର୍ମିକ ଉତ୍ସାହରେ
Read More...

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସଦସ୍ୟଙ୍କ ୫୫ତମ ବିବାହ ବାର୍ଷିକୀ ଉତ୍ସବ ପାଳିତ

ବାଲିଗୁଡା : (କେପିଏନ୍‌ଏସ୍‌): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବରିଷ୍ଠ ନାଗରିକ ସଂଘ ତରଫରୁ ମାଁ ପାଟଖଣ୍ଡା ମନ୍ଦିର ପରିସରରେ ବରିଷ୍ଠ ନାଗରିକ ସଂଘର ସଦସ୍ୟ ବି. ଲୋକନାଥ ପାତ୍ର ଓ ରତ୍ନମଣି ପାତ୍ରଙ୍କ ୫୫ତମ ବିବାହ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ସଂଘର ଉପସଭାପତି
Read More...

ଗାନ୍ଧାରିଭୁଇଁ ଗ୍ରାମରେ ୨୬ ଟିକିଆ ହାତୀପଲ ଉପଦ୍ରବ : କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଅଧିକାରୀ

ବାଲିଗୁଡା, (କେପିଏନ୍‌ଏସ୍‌) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ଇନ୍ଦ୍ରାଗଡ଼ ପଞ୍ଚାୟତର ଗାନ୍ଧାରିଭୁଇଁ ଗ୍ରାମରେ ୨୬ ଟିକିଆ ହାତୀପଲ ପଶି ବ୍ୟାପକ ଉପଦ୍ରବ କରି ୪ଜଣଙ୍କ ଘର ଭାଙ୍ଗିବା ସହ ଧାନ, ଚାଉଳ ଖାଇ ନଡ଼ିଆ ଗଛ, କଦଳୀ ଗଛ ଆଦି ଭାଙ୍ଗି ନଷ୍ଟ କରି ଦେଇଥିଲେ
Read More...

ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହ ପାଳନ

ବରଗଡ, (ମୁନ୍ନା ସାହୁ) : ଯଦୁମଣି ପଧାନ ଅଡ଼ିଟରିୟମ ଠାରେ ଜିଲ୍ଲା ପ୍ରଶାସନ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ, ବରଗଡର ମିଳିତ ଆନୁକୂଲ୍ୟରେ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ (ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା) ଅଧିନରେ ହିତାଧିକାରୀଙ୍କୁ ପରିଚୟ ପତ୍ର ଏବଂ
Read More...

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ, ୱେଭ୍ସ ମନୋରଞ୍ଜନ ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ…

• ଟିୟର-୨ ଏବଂ ଟିୟର -୩ ସହର ପାଇଁ ସୁଲଭ ସିନେମା ଅଭିଜ୍ଞତା ସୃଷ୍ଟି କରିବାର ସମୟ: ଶାହରୁଖ ଖାନ• ୱେଭ୍ସ ହେଉଛି ସମସ୍ତ ମିଡିଆ ପ୍ଲାଟଫର୍ମକୁ ଏକତ୍ରିତ କରୁଥିବା ଏକ ସମୟୋଚିତ ପଦକ୍ଷେପ: ଦୀପିକା ପାଦୁକୋନ• ଆଗାମୀ ବର୍ଷଗୁଡ଼ିକରେ ୱେଭ୍ସ ସହିତ ଭାରତର ସାମର୍ଥ୍ୟ ଲମ୍ବ ଡିଆଁ ମାରିବାକୁ
Read More...

ମୁମ୍ୱାଇରେ ୱେଭସ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଆଜି ମହାରାଷ୍ଟ୍ରର ପ୍ରତିଷ୍ଠା ଦିବସ । ମହାରାଷ୍ଟ୍ର ଦିବସରେ ଛତ୍ରପତି ଶିବାଜୀ ମହାରାଜ ଏବଂ ଦେଶର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ।ଆଜି ଗୁଜରାଟର ମଧ୍ୟ ପ୍ରତିଷ୍ଠା ଦିବସ, ଗୁଜରାଟ ପ୍ରତିଷ୍ଠା ଦିବସରେ ସାରା ବିଶ୍ୱରେ ଥିବା ସମସ୍ତ ଗୁଜରାଟୀ ଭାଇ ଓ ଭଉଣୀମାନଙ୍କୁ ଅନେକ
Read More...

ବାଇକ ଦୁର୍ଘଟଣାରେ ବାପା-ଝିଅଙ୍କ ମୃତ୍ୟୁ : ପୁଅ ଗୁରୁତର

ମୟୁରଭଞ୍ଜ : ଆଉ ମାତ୍ର କେଇ ମିନିଟ୍ ପରେ ଘରେ ପହଞ୍ଚିଥାନ୍ତେ, ହେଲେ ଘଟିଗଲା ବଡ଼ ଅଘଟଣ । ମହୁଲ ଗଛରେ ବାଇକ୍ ପିଟି ହୋଇ ଘଟଣାସ୍ଥଳରେ ଚାଲିଗଲା ବାପା ଏବଂ ଝିଅର ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ରୁଗୁଡ଼ି ଛକ ନିକଟରେ । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ
Read More...