Daily Archives

ବାତିଲ ହେଲା ମାନ୍ୟବର ରାଜ୍ୟପାଳଙ୍କ ହରିଶଙ୍କର ଗସ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ପ୍ରମୁଖ ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଉଦ୍‌ଘାଟିତ ହୋଇଯାଇଛି । ବୈଶାଖ ମେଳାର ଦ୍ଵିତୀୟ ଦିବସରେ ରାଜ୍ୟପାଳଙ୍କ ଗସ୍ତ ଥିବାରୁ
Read More...

ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଓ IPSଙ୍କ ଛୁଟି ବାତିଲ : ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ଵର : ଉତ୍ତେଜନାମୂଳକ ପରିସ୍ଥିତି ଭିତରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟରେ ସମସ୍ତ RDC ଓ ଜିଲ୍ଲାପାଳଙ୍କ ଛୁଟି ବାତିଲ। ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ । ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ
Read More...

ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌ ୨ ମୃତ : ଜଣେ ଗୁରୁତର

ଫୁଲବାଣୀ : ଫୁଲବାଣୀ ରୁଜାଙ୍ଗୀ ପେଟ୍ରୋଲ ଟାଙ୍କି ନିକଟରେ ରାତି ଅଧରେ ସଡ଼କ ଦୁର୍ଘଟଣା । ବସ୍ ଚକା ତଳେ ଚାପି ହୋଇ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତ ଦୁଇଜଣ ହେଲେ ପଟାବାଲି ସାହିର ପ୍ରକାଶ କହଁର ଏବଂ ଭୁକ୍ତା କନାଲିର ପରମାନନ୍ଦ କହଁର ।ସୂଚନା
Read More...

ଜରୁରୀକାଳୀନ ପରିସ୍ଥିତ ସମୟରେ ଜେଲ୍‌ ଯାଇଥିବା ୨୩ ଜଣ ସଂଗ୍ରାମୀଙ୍କୁ ମିଳିବ ପେନ୍‌ସନ

ପୂର୍ବରୁ ୨୧ ଜଣ ସଂଗ୍ରାମୀଙ୍କ ପାଇଁ ପେନ୍‌ସନ ଘୋଷଣା ହୋଇଥିଲା, ସମୁଦାୟ ୪୪ ଜଣ ପାଇବେ ପେନ୍‌ସନ ଭୁବନେଶ୍ୱର : ଓଡିଆ ଅସ୍ମିତାର ନିଦର୍ଶନ ସ୍ୱରୂପ ବରପୁତ୍ର ଓ ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ପ୍ରକ୍ରିୟାରେ
Read More...

ଉଚ୍ଚସ୍ତରୀୟ ବୈଠକରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ୟୁପିଆଇ ଭଳି ଡିଜିଟାଲ ଆପ୍ଲିକେସନ୍ ସମେତ ବ୍ୟାଙ୍କିଙ୍ଗ୍…

ଯେକୌଣସି ପରିସ୍ଥିତି କିମ୍ବା ସଙ୍କଟର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସତର୍କ ଏବଂ ପ୍ରସ୍ତୁତ ରହିବାକୁ ଏବଂ ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ସେବାଗୁଡ଼ିକର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଲେ ଶ୍ରୀମତୀ ସୀତାରମଣସୀମାନ୍ତ ଅଞ୍ଚଳରେ ଥିବା
Read More...

ଅତ୍ୟାବଶ୍ୟକ ସାମଗ୍ରୀର କୌଣସି ଅଭାବ ନାହିଁ; ସାରା ଦେଶରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଉପଲବ୍ଧ : କେନ୍ଦ୍ର ଖାଦ୍ୟ ଏବଂ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ କହିଛନ୍ତି ଯେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର କୌଣସି ଅଭାବ ନାହିଁ । "ମୁଁ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ବର୍ତ୍ତମାନ ଆମ ପାଖରେ ସାଧାରଣ ଆବଶ୍ୟକତାଠାରୁ ବହୁ ଗୁଣ
Read More...

ଛତ୍ରପୁର ମେନ୍‌ ରୋଡ଼ ନାଳ ନିର୍ମାଣକାର୍ଯ୍ୟ ଖୁବ ଶୀଘ୍ର ସାରିବାକୁ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବଜାର ମେନ୍‌ ରୋଡ଼ର ନିର୍ମାଣାଧୀନ ନାଳ କାର୍ଯ୍ୟ ଖୁବ୍ ଶୀଘ୍ର ସାରିବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ' ଛତ୍ରପୁର ବଜାର ମେନ୍‌ ରୋଡ଼ର ନର୍ଦ୍ଧମା ନାଳ ପ୍ରାୟ ଏକ ବର୍ଷ ପାଖାପାଖି ହେବ, ଭାଙ୍ଗି ଭୁଷୁଡି ପଡ଼ି
Read More...

ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସମସ୍ତ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏନେଇ ଶୁକ୍ରବାର ଶିଶୁ ମନ୍ଦିର ପରିସରରେ ସଂପୃକ୍ତ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ ଅଭିନନ୍ଦନ ଉତ୍ସବ ଅନୁଷ୍ଠିତ ହୋଇଛି । ମାଟ୍ରିକ
Read More...