Daily Archives

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌ : ୧୭ରୁ ଉର୍ଦ୍ଧ ଆହତ

ମୟୂରଭଞ୍ଜ : ଭାରସାମ୍ୟ ହରାଇ ଓଲଟିଲା ଆପୁ ନାମକ ଯାତ୍ରୀବାହୀ ବସ୍‌ । ରାସ୍ତା ତଳକୁ ଓଲଟି ପଡିବାରୁ ୧୭ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ନେଇ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Read More...

ଓମଭେଲି ଶିକ୍ଷାନୁଷ୍ଠାନକୁ ମିଳିଲା “କଳିଙ୍ଗ ଗୌରବ ସମ୍ମାନ” ୨୦୨୫

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଓମ ଭ୍ୟାଲି ସ୍କୁଲ ପରିଚିତ । ଓମଭେଲି ସ୍କୁଲକୁ ଏମବିସି ଟିଭି, ଭୁବନେଶ୍ୱର ଦ୍ୱାରା ବଲାଙ୍ଗିର ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର - କଳିଙ୍ଗ ଗୌରବ ସମ୍ମାନ ୨୦୨୫"ରେ ସମ୍ମାନିତ କରାଯାଇଛି । ଏହି
Read More...

ରାଷ୍ଟ୍ରୀୟ ଲୋକ ଅଦାଲତ ଅବସରରେ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ସିଭିଲ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା, ବଲାଙ୍ଗିର ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ସିଭିଲ କୋର୍ଟ, ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରର
Read More...

ବାରିପଦାରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରାଜଜ୍‌ଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ମୋଟ ୯୩୫୪ଟି ମାମଲା ମଧ୍ୟରୁ ୨୪୯୧ଟି ମାମଲାର ଅପୋଷ ବିଚାର
Read More...

କୂଅରେ ପଡ଼ି ୨ ବର୍ଷର ଶିଶୁର ମୃତ୍ୟୁୂ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବର୍ତ୍ତମାନର ବଡ଼ ଖବର । କୂଅରେ ପଡ଼ି ୨ ବର୍ଷର ଶିଶୁର ମୃତ୍ୟୁୂ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଚିକ୍‌ଟାମାଲ ଗ୍ରାମରେ । ମୃତ ଶିଶୁ ଜଣକ ହେଲେ ଗ୍ରାମର ଅନ୍ତର୍ଯ୍ୟାମୀ ପୋଢ଼ଙ୍କ ଦୁଇ ବର୍ଷର ଶିଶୁ
Read More...

ରଣପୁର ଆକାଶରେ ଉଡିଲା ଡ୍ରୋନ୍ : ଲୋକେ ଛାନିଆ

ନୟାଗଡ଼ : ଭାରତ ପାକିସ୍ତାନର ଆତଙ୍କବାଦୀଙ୍କ ଅଡ୍ଡା ଉପରେ ଆକ୍ରମଣ କରି ଧ୍ୱଂସ କରିଛି । ପାକିସ୍ତାନ ପାଲଟା ଆକ୍ରମଣ କରିବାରୁ ଭାରତ ମଧ୍ୟ ଧୂଳି ଚଟାଇଛି । ଏହି ଯୁଦ୍ଧ ପରିସ୍ଥିତିରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଞ୍ଚଳ ଆକାଶରେ ଶୁକ୍ରବାର ରାତିରେ ଏକ ଡ୍ରୋନ୍‌ ଉଡ଼ୁଥିବା କେତେକ ଦେଖିଥିବା
Read More...

ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ : ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱରରେ କାର୍ଯ୍ୟରତ ସମସ୍ତ ଡାକ୍ତର, ଅଧିକାରୀ ଓ ପଦାଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ଏମ୍‌ସ ପକ୍ଷରୁ ନୋଟିସ ଜାରି କରାଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତି ସମୟରେ ଏମ୍‌ସରେ କାର୍ଯ୍ୟରତ କୌଣସି ଡାକ୍ତର ଓ ଅନ୍ୟ
Read More...

ତୋଟା ସାହିରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ବଖରା ଘର

ବାସୁଦେବପୁର : ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ପଞ୍ଚାୟତ ତୋଟାସାହିରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୬ ପରିବାରର ୬ ବଖରା ଘର । ଏହି ଅଗ୍ନିକାଣ୍ଡର ସଠିକ କାରଣ ଜନପଡ଼ିନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି । ସୂଚନା
Read More...

ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ

ସାଲେପୁର : ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ । ସାଲେପୁର କିଶନନଗର ଥାନା ଗୁଆଳି ମଠ ସାହି ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କିଛି ଦୂରରୁ ବାଇକ୍ ସହ ପ୍ୟାଣ୍ଟ୍, ସାର୍ଟ, ଚପଲ ପଡ଼ିଛି । ମୃତକ ଜଣଙ୍କ ହେଉଛନ୍ତି ନିଶ୍ଚିନ୍ତକୋଇଲି ସରପଡ଼ା ବୋଧଙ୍ଗ
Read More...

ରାଜଧାନୀରେ ବାର୍‌ ଉପରକୁ ଗୁଳି ଏବଂ ବୋମାମାଡ଼ : ଜଣେ ଗୁରୁତର

ଭୁବନେଶ୍ୱର : ଡମଣା ଛକ ସ୍ଥିତ ଏକ ବାର୍‌ ଉପରକୁ ଗୁଳି ଓ ବୋମାମାଡ କଲେ ଦୁର୍ବୃତ୍ତ । ଗୁଳିକାଣ୍ଡ ପରେ ଘଟଣା ସ୍ଥଳରୁ ଫେରାର ହେଲେ ଦୁର୍ବୃତ୍ତ । ଗୁଳିମାଡ଼ରେ ଜଣେ ବ୍ୟକ୍ତି ଗୁରୁତର । ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସର ତଦନ୍ତ ଆରମ୍ଭ । ସୂଚନା ମୁତାବକ, ଭୁବନେଶ୍ୱରର ଡମଣା
Read More...