Daily Archives

ସମ୍ଭାବନା ପ୍ରଯୋଜିତ ନାଟକ “ପାଞ୍ଚାଳୀ” ମଞ୍ଚସ୍ଥ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ଶହୀଦ ସ୍ମୃତି ଭବନ ପ୍ରେକ୍ଷାଳୟରେ ଇନ୍ଦୁଭୂଷଣ କାନୁନ୍‌ଗୋଙ୍କ ରଚିତ ଓ ରାଜେଶ ଦାଶଙ୍କ ନିର୍ଦ୍ଦେଶିତ ଏକ ଭିନ୍ନ ସ୍ୱାଦର ନାଟକ "ପାଞ୍ଚାଳୀ" ସମ୍ଭାବନା ସାଂସ୍କୃତିକ ପରିଷଦ ଦ୍ୱାରା ମଞ୍ଚସ୍ଥ ହୋଇଯାଇଛି । ଜଣେ କିନ୍ନର ପ୍ରତି ସମାଜର
Read More...

ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନରେ ଆତଙ୍କ : ହଟିଲେ ସେନା ମୁଖ୍ୟ ଅସୀମ ମୁନିର

ନୂଆଦିଲ୍ଲୀ : ଭାରତର ଆଟାକ୍ ପରେ ପାକିସ୍ତାନରେ ଆତଙ୍କ । ତେବେ ଯାହା ଶୁଣିବାକୁ ମିଳିଛି ଏପରି ସ୍ଥିତିରେ ପାକିସ୍ତାନ ସରକାର ସେନା ମୁଖ୍ୟଙ୍କୁ ହଟାଇ ଦେଇଛନ୍ତି । ଅର୍ଥାତ୍ ତାଙ୍କୁ ହେପାଜତକୁ ନିଆଯାଇଛି । ଅସୀମ ମୁନୀରଙ୍କ ଉପରେ ତାଙ୍କର ବ୍ୟକ୍ତିଗତ ଏଜେଣ୍ଡା ଅନୁସରଣ କରିବାର ଅଭିଯୋଗ
Read More...

ବରଯାତ୍ରୀ ବସ୍‌ ଓ କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା : ହେଲପର୍‌ ଗୁରୁତର

ବାଙ୍ଗିରିପୋଷି : ଏକ ବରଯାତ୍ରୀ ବସ୍ ସହ ଏକ କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍‌ର ହେଲପର ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣାରେ ୧୦ ରୁ ଅଧିକବରଯାତ୍ରୀ ଆହତ ହୋଇଛନ୍ତି । ଗୁରୁତର ହେଲପର୍‌ ସନ୍ୟାସୀ ମହାକୁଡ(୪୫) ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି
Read More...

ରେଡକ୍ରସ ଶାଖା ପକ୍ଷରୁ ହରିଶଙ୍କରଠାରେ ବିଶ୍ଵ ରେଡ଼କ୍ରସ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ହରିଶଙ୍କରଠାରେ ବିଶ୍ଵ ରେଡ଼କ୍ରସ ଦିବସ ୨୦୨୫ ପାଳନ କରାଯାଇଛି । ଏ ଅବସରରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ରେଡ଼କ୍ରସ ପତାକା ଉତ୍ତୋଳନ କରି ସାର ଜନ ହେନେରୀ ଦୁନାଣ୍ଟ ଙ୍କ ଜୀବନୀ ତଥା ରେଡକ୍ରସ ଦିବସର
Read More...

ଆସନ୍ତା ମେ ୧୦ ତାରିଖ ଦିନ ପାଳିତ ହେବ ବିଶ୍ୱ ମାତୃ ଦିବସ

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ମା' ଘର ଓ ଏସ୍‌ଏସ୍ ହସ୍ପିଟାଲ ତାଳଚେର ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ହୋଟେଲ ମାରିୟମ୍ ଠାରେ ଆସନ୍ତା ୧୦ ତାରିଖରେ ବିଶ୍ୱ ମାତୃ ଦିବସ ପାଳିତ ହେବ । ଏହି ଅବସରରେ ଏକ ଆଲୋଚନା ଚକ୍ର ନୀଡ ଅଫ୍ ଦି ଆୱାର୍ କାର୍ୟ୍ୟକ୍ରମ ଆୟୋଜିତ କରାଯାଉଛି । ଏଥିରେ ବହୁ
Read More...

ମାଣ୍ଡୋସିଲ ଷୋହଳ ପ୍ରହରୀ ନାମଯଜ୍ଞ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗାଁରେ ଷୋହଳ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଗୁରୁବାର ସକାଳେ ଗାଁ ମା ଭଉଣୀ ମାନଙ୍କୁ ନେଇ ସ୍ଥାନୀୟ ପୋଖରୀରୁ ପୂଜାର୍ଚ୍ଚନା ପରେ ପୂର୍ଣ୍ଣ କଳସ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପରେ
Read More...