Daily Archives

କେନ୍ଦୁପତ୍ର ସାଜିଛି ଜୀବନ ଜିଇଁବାର ରାହା

ବରଗଡ, (ମୁନ୍ନା ସାହୁ) : ପ୍ରତିବର୍ଷ ଖରାମାସ ଆସିଲେ ବରଗଡ ଜିଲ୍ଲା ଘେଁସ୍ ରେଞ୍ଜ ଅଧିନସ୍ଥ ଝାଞ୍ଜ ପାହାଡ଼କୁ ଆଶା କରୁଥିବା ଗାଁ ଗୁଡିକରେ ଏବେ କେନ୍ଦୁପତ୍ର ସାଜିଛି ଜୀବନ ଜିଇଁବାର ରାହା । କେନ୍ଦୁପତ୍ରକୁ ରାଜ୍ୟ ସରକାର ଚଟା ପ୍ରତି ୧୬୦ ଟଙ୍କାରେ କିଣୁଥିବା ବେଳେ ତୋଳାଳୀ ମାନେ ବହୁ
Read More...

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମ ଜୟନ୍ତୀ ପାଳନ

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ସୋମବାର ଦିନ ଖୁଣ୍ଟା ବ୍ଲକ ଅନ୍ତର୍ଗତ ବାହାନଡା ପଞ୍ଚାୟତର ସାର୍ନା ସାନ୍ତାଳୀ ଶିକ୍ଷା କେନ୍ଦ୍ର ଅଁଳାଶୁଳିରେ ସାନ୍ତାଳୀ ଭାଷା ଅଲ୍‌ଚିକି ଲିପିର ପ୍ରତିଷ୍ଠାତା ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୨୦ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଉକ୍ତ ଜନ୍ମ
Read More...

ଚଳିତ ମଇ ମାସ ୧୦ତାରିଖରେ ଅନୁଷ୍ଠିତ ହେବ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୁରଭଞ୍ଜ, ବାରିପଦାଙ୍କ ତରଫରୁ ଚଳିତ ମଇମାସ ତା ୧୦-୦୫-୨୦୨୫ ରିଖ (ଶନିବାର) ବାରିପଦାସ୍ଥିତ ସିଭିଲ କୋର୍ଟ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ
Read More...

ସଂଗୀତ ମହାବିଦ୍ୟାଳୟ ପଞ୍ଚମର ୨୯ତମ ବାର୍ଷିକ ଉତ୍ସବ

ଧନ ଓ ନିଷ୍ଠା ବିନା ସଂଗୀତକୁ ଅକ୍ତିୟାର ସମ୍ଭବ ହୋଇନପାରେ ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂଗୀତକୁ ଅକ୍ତିୟାର କରିବାକୁ ହେଲେ ସାଧନା ଓ ନିଷ୍ଠାର ନିହାତି ଆବଶ୍ୟକ ଯିଏ ଯେତେ ସାଧନା କରିବ କଳା କ୍ଷେତ୍ରରେ ସେତିକି ନିଷ୍ଠାର ସହ ଆଗକୁ ବଢ଼ି ପାରିବ, ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡ଼ିଶା ପଶ୍ଚିମ ପ୍ରାନ୍ତର ବାର୍ଷିକ ସାଧାରଣ ସଭା ନୂତନ କର୍ମକର୍ତ୍ତା ନିର୍ବାଚିତ :…

ସମ୍ବଲପୁର, (କେପିଏନ୍‌ଏସ୍‌) : ରବିବାର ଦିନ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡ଼ିଶା ପଶ୍ଚିମ ପ୍ରାନ୍ତର ବାର୍ଷିକ ସାଧାରଣ ସଭା ଓଡ଼ିଶା ସାଂସ୍କୃତିକ ସମାଜ, ସମ୍ବଲପୁର ଠାରେ ଅନୁଷ୍ଠିତ ଓ ପ୍ରାନ୍ତ କାର୍ଯ୍ୟକାରିଣୀ ପୁନର୍ଗଠିତ ହୋଇଯାଇଛି । ଶଶୀଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଦେଓଗାଁ ଅଞ୍ଚଳରେ ଘନଘନ ବିଦ୍ୟୁତ୍ କାଟ୍‌ : ଜନ ଅସନ୍ତୋଷ ବୃଦ୍ଧି

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଏବେ ଗ୍ରୀଷ୍ମର ରାଜୁତି । ସଂଧ୍ୟା ପର୍ଯ୍ୟନ୍ତ ଗରମରେ ଲୋକେ ଆଉଟୁପାଉଟୁ ହେଉଥିବା ଲକ୍ଷ୍ୟ କରାଯାଇଛି । କେବଳ ଗରମ ନୁହେଁ ବିଦ୍ୟୁତର ଲୁଚକାଳି ଖେଳ ଅସହ୍ୟ କରିସାରିଲାଣି । ଘନଘନ ବିଦ୍ୟୁତ କାଟ୍‌ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ
Read More...

ମାର୍କ୍ସବାଦ ଦର୍ଶନର ମୂଳତତ୍ତ୍ଵ ଶୋଷଣ ମୁକ୍ତ ସମାଜ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ବିଖ୍ୟାତ ସମାଜ ବିଜ୍ଞାନୀ ଦାର୍ଶନିକ କାର୍ଲ ମାର୍କ୍ସଙ୍କ ଜୟନ୍ତୀ ଉତ୍ସବ ସହରର ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । କବି ବଳରାମ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ
Read More...

ଉଠା ଜଳସେଚନ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଶତାଧିକ ଚାଷୀ

କେବେ ଖୋଲାଯିବ ସୋଲାର ପମ୍ପ ? : ଦ୍ୱନ୍ଦରେ ଚାଷୀସରକାରୀ ଟେଣ୍ଡର ପାଇଁ ଅପେକ୍ଷାରେ ବିଭାଗ ତୁରେକେଲା, (ପିତାମ୍ବର ଦୀପ) : ଗତ ଦୁଇବର୍ଷ ଆଗରୁ ଚାଷୀମାନେ ଅନଲାଇନ୍ ମାଧ୍ୟମରେ ୟୁନିଅନ୍ ବ୍ୟାଙ୍କରେ ଖାତା ଖୋଲି ସୋଲାର ପମ୍ପ ଓ ବିଦ୍ୟୁତ୍ ଚାଳିତ ପମ୍ପ ପାଇଁ ଆବେଦନ କରିଥିଲେ କିନ୍ତୁ ଦୁଇ
Read More...

ବ୍ରହ୍ମପୁରଠାରେ ରାଜ୍ୟସ୍ତରୀୟ ସାଂସ୍କୃତିକ ଉତ୍ସବ “ଅନ୍ୱେଷଣ -୨୦୨୫” ଆୟୋଜିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଇନଷ୍ଟିଚ୍ୟୁଟ୍ ଫର୍ ପଲିସି ରିସର୍ଚ୍ଚ ଇନ୍ ଇକୋନୋମିକସ୍ ମେନେଜମେଣ୍ଟ ଏଣ୍ଡ ସୋସିଆଲ ଡେଭଲପମେଣ୍ଟର ବାର୍ଷିକ ଉତ୍ସବ "ଅନ୍ୱେଷଣ ୨୦୨୫", ରାଜ୍ୟସ୍ତରୀୟ ସାଂସ୍କୃତିକ ଉତ୍ସବ, ଗଞ୍ଜାମ କଳା ପରିଷଦ,ବ୍ରହ୍ମପୁରଠାରେ ଆୟୋଜିତ ହୋଇଯାଇଛି । ଏଥିରେ
Read More...

ବୃଦ୍ଧି ହେବ ମତ୍ସ୍ୟ ଉତ୍ପାଦନ ଋଷିକୁଲ୍ୟା କଂସାରୀଗଣ୍ଡରେ ମାଛ ଯାଆଁଳ ଛାଡିଲେ ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା କଂସାରିଗଣ୍ଡରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ୭ ଲକ୍ଷ ୫୦ ହଜାର ଯାଆଁଳ ଛଡାଯାଇଛି । ଋଷିକୁଲ୍ୟା ନଦୀରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ପାଇଁ ଛତ୍ରପୁର ବ୍ଲକ ମୁନସୀପେଣ୍ଠ ନିକଟ କଂସାରିଗଣ୍ଡ ଠାରେ ଏହି ମାଛ ଯାଆଁଳ
Read More...