Monthly Archives

April 2025

୧୧୦୦ ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀଙ୍କ ସହ ମୋଟ ୮୫,୦୦୦ ପଞ୍ଜୀକରଣ ସଂଖ୍ୟା ଅତିକ୍ରମ କଲା ୱେଭ୍ସ ‘କ୍ରିଏଟ ଇନ୍…

୩୨ଟି ଚ୍ୟାଲେଞ୍ଜରୁ ୭୫୦ ଜଣ ଫାଇନାଲିଷ୍ଟ ମୁମ୍ବାଇରେ ୧ରୁ ୪ ମେ ପର୍ଯ୍ୟନ୍ତ ଆୟୋଜିତ ୱେଭ୍ସ ‘କ୍ରିଏଟୋସ୍ପିୟର’ରେ ଯୋଗଦେବେ ନୂଆଦିଲ୍ଲୀ, (ପିଆଇବି) : ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ମେ ୧ରୁ ୪, ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୱାର୍ଲ୍ଡ ଅଡିଓ ଭିଜୁଆଲ ଆଣ୍ଡ
Read More...

ପ୍ରଧାନଶିକ୍ଷୟତ୍ରୀ ଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ସଭା

କର୍ଲାମୁଣ୍ଡା, (କେପିଏନ୍‌ଏସ୍‌) : କର୍ଲାମୁଣ୍ଡା ବ୍ଲକ ତେରେସିଂହା ପଞ୍ଚାୟତର ବିନ୍ଧାଣୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନଳିନୀ ସାହୁ ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟ ପରିସରରେ ପରିଚାଳନା ସମିତି ସଭାପତି ଗିରିଧାରୀ ଭୋଇଙ୍କ
Read More...

ସହଜ ମାନସାଙ୍କ ପୁସ୍ତକର ଦେୟମୁକ୍ତ ସଂସ୍କରଣ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ପାରେଶ୍ଵର ମହାଲିଙ୍ଗ ସ୍ମୃତି କମିଟି ତରଫରୁ ସହଜ ମାନସାଙ୍କ ନାମକ ଏକ ପୁସ୍ତକ ଦେୟ ମୁକ୍ତ ବିତରଣ ନିମନ୍ତେ ଲୋକାର୍ପିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ସନ୍ଦୀପ କୁମାର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ଓସ୍ତାଳୀ ଡ୍ୟାମ ଖୋଲିବା ପାଇଁ ବିଧାୟକଙ୍କୁ ସରପଞ୍ଚ ସଂଘ ପକ୍ଷରୁ ଦାବିପତ୍ର

ସଇଁତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ୨୨ଟି ପଂଚାୟତର ବିଭିନ୍ନ ନଦୀରେ ଧୀରେ ଧୀରେ ପାଣିର ସ୍ରୋତ କମିବାରେ ଲାଗି ଥିବା ବେଳେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସ୍ଥାନୀୟ ସରପଞ୍ଚ ସଂଘ ପକ୍ଷରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କୁ ଏକ
Read More...

ସରକାରୀ ମହିଳା ମହାବିଦ୍ୟାଳୟରେ ଏକଦିବସୀୟ ସମ୍ପାନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଏକଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅରବିନ୍ଦ ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସୂଦୂର ବିଶ୍ୱଭାରତି, ଶାନ୍ତି
Read More...

କେସିଙ୍ଗା ଉଚ୍ଚ ବାଳିକା ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଶୁଭାରମ୍ଭ

କେସିଙ୍ଗା, (ପ୍ରୀତେଶ ପଟେଲ) : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେସିଙ୍ଗାରେ ଓଡିଶା ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଦ୍ୟାଳୟରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନଙ୍କର ସୁଷମ ଓ ପୌଷ୍ଟିକ ଖାଦ୍ୟ ଗ୍ରହଣର ସୁବିଧାକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ ଓ
Read More...

କଣ୍ଟାବାଞ୍ଜି ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ “ନଗର ଖେଳ କୁମ୍ଭ” ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର କଣ୍ଟାବାଞ୍ଜି ନଗର ଖେଲୋ-ଭାରତ ଗତିବିଧି ତରଫରୁ କଣ୍ଟାବାଞ୍ଜି ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ "ନଗର ଖେଳ କୁମ୍ଭ" ଅନୁଷ୍ଠିତ ହୋଇଯାଇଛି । ଏହି ଖେଳ କୁମ୍ଭରେ ଉଭୟ ଜୁନିଅର ସିନିୟର୍
Read More...

ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ତରଫରୁ “ଉତ୍କଳ ଦିବସ” ମହାସମାରୋହରେ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ପ୍ରଦେଶ କଂଗ୍ରେସର ଆହ୍ଵାନ କ୍ରମେ ଆଜି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ତରଫରୁ "ଉତ୍କଳ ଦିବସ" ମହାସମାରୋହରେ ପାଳନ କରାଯାଇଛି । ସକାଳ ୯ଟା ସମୟରେ ଉତ୍କଳ ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି
Read More...

ମା’ ଦୁର୍ଗା ବଡେ଼ଇ ମହାସଂଘ ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ କାଡାମଗୁଡା ନିକଟସ୍ଥ ଗୁରୁ ଫାର୍ମହାଉସ ଠାରେ ନୂତନ ଭାବେ ମା' ଦୁର୍ଗା ବଡେ଼ଇ ମହାସଂଘର କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଟ୍ଟାଙ୍ଗି, ଶୁଙ୍କି, ନନ୍ଦପୁର, ସେମିଳିଗୁଡା, ଦାମନଯୋଡି, ପାଡୁଆ
Read More...

ସରକାରୀ ସ୍ୱୟଂଶାସିତ ମହବିଦ୍ୟାଳୟ ରାଉରକେଲା ପକ୍ଷରୁ ଓଡ଼ିଶା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ପାନପୋଷରେ ଥିବା ସରକାରୀ ସ୍ୱୟଂଶାସିତ ମହବିଦ୍ୟାଳୟ ପକ୍ଷରୁ ଓଡ଼ିଶା ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ଏନ୍‌ଆଇଟି, ରାଉରକେଲାର ପୃଥିବୀ ଓ ବାୟୁମଣ୍ଡଳ ବିଜ୍ଞାନ ବିଭାଗର ପ୍ରଫେସର ଜଗବନ୍ଧୁ
Read More...