ଏନ୍ଡିଆର୍ଏଫ୍ଙ୍କ ଦ୍ୱାରା ତୁଷୁରା ଉଚ୍ଚ ବିଦ୍ୟାଳୟ ଠାରେ ବିପର୍ଯ୍ୟୟ ପରିଚାଳନା ଓ ସଚେତନତା ଶିବିର ଅନୁଷ୍ଠିତ
ତୁଷୁରା, (କେପିଏନ୍ଏସ୍) : ରାଷ୍ଟ୍ରୀୟ ଆପଦ ପ୍ରଶମନ ବାହିନୀଙ୍କ ବାରା ଆଜି ତୁଷୁରା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ମୋଟ ୫୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରକାରର ବିପର୍ଯ୍ୟୟର ପରିଚାଳନା ତଥା ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଏଥିରେ କିପରି ସିପିଆର୍ ଦିଆଯିବ,ସାପ କାମୁଡ଼ିଲେ!-->…
Read More...
Read More...