ବିଚ୍ ରାସ୍ତାରେ ମର୍ଡର : ଯୁବକଙ୍କୁ ହାଣି ଫେରାର୍ ମାରିଲା ହତ୍ୟାକାରୀ
ବଲାଙ୍ଗିର, (କେପିଏନ୍ଏସ୍) : ବିଚ୍ ରାସ୍ତାରେ ମର୍ଡର । କ୍ରାଇମ ସିଟି ବଲାଙ୍ଗିରରେ ପୁଣି ଗଡ଼ିଲା ମୁଣ୍ଡ । ବଲାଙ୍ଗିର ସହରର ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାର ମଝି ମଝିରେ ଯୁବକଙ୍କୁ ଠିଆ ଠିଆ ହାଣି ଫେରାର୍ ମାରିଲା ହତ୍ୟାକାରୀ । ଯାହାକୁ ନେଇ ଏବେ ସାରା!-->…
Read More...
Read More...