ommm
Daily Archives

ରୋତ କଲେଜରେ ଶୋକସଭା

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ରୋତ ପାଇଁ ଜମି ପ୍ରଦାନ କରିଥିବା ସ୍ଥାନୀୟ ଧର୍ମପରାୟଣା ଶତାୟୁ ମହିଳା ରକ୍ଷାବତୀ ପଟେଲଙ୍କ ୧୦୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ଅବସରରେ ତାଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ପ୍ରଦୀପ
Read More...

ଅଭିଯୋଗ ଶୁଣାଣିକୁ ଖଟିଆରେ ବୁହାହୋଇ ଆସିଲେ ବୃଦ୍ଧା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଖଟିଆରେ ବୁହାହୋଇ ଅଭିଯୋଗ କରିବାକୁ ଆସିଲେ ୯୫ ବର୍ଷୀୟା ବୃଦ୍ଧା । ଆଜି ତରଭା ବ୍ଲକ କାର୍ଯ୍ୟାଳୟରେ
Read More...

ସିନାପାଲି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡ଼ା, (କେପିଏନ୍‌ଏନ୍‌) : ଆଜି ସିନାପାଲି ବ୍ଲକ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଅତିରିକ୍ତ ଉନ୍ନୟନ ଅଧିକାରୀ ଯୋଗେଶ୍ଵର ଭୋଇ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,
Read More...

ସମ୍ବଲପୁରରେ ସରକାର ଲୋକଙ୍କ ଦୁଃଖ ଶୁଣିଲେ ଲୋକଙ୍କ ସରକାର ମୁଖ୍ୟମନ୍ତ୍ରୀଙ୍କ ସହିତ ୧୦ ଜଣ ମନ୍ତ୍ରୀ, ବିଭାଗୀୟ ସଚିବ ଓ…

ଗତ ନଅଟି ପାଳିରେ ପ୍ରାୟ ୧୦ ହଜାର ଅଭିଯୋଗ ଗ୍ରହଣ କରାଯାଇଛିନଅଟି ପାଳିରେ ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୮୮ ପ୍ରତିଶତ ସମାଧାନଆଜି ୧୪୦୦ ଲୋକଙ୍କ ଅଭିଯୋଗ ଶୁଣାଣି ହେଲା, ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ୧୮ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସିଙ୍ଗଲ ୱିଣ୍ଡୋ ସିଷ୍ଟମରେ
Read More...

ମୂଲ୍ୟାୟନକାରୀଙ୍କୁ ମିଳୁନି ପ୍ରାପ୍ୟ : ପ୍ରାପ୍ୟରୁ ବଞ୍ଚିତ ମୂଲ୍ୟାୟନକାରୀ ଅଧ୍ୟାପକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟ ଅତୀତରେ ସ୍ଥାନୀୟ ପୋଲିଟେକନିକ୍ ଶିକ୍ଷାନୁଷ୍ଠାନରେ ଦ୍ୱାଦଶ ଶ୍ରେଣୀ (ଯୁକ୍ତ ଦୁଇ) ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଶେଷ ହୋଇସାରିଛି । ୫୦ରୁ ଅଧିକ ବିଭିନ୍ନ ବିଷୟର ପ୍ରବୀଣ ଅଧ୍ୟାପକ ମୂଲ୍ୟାୟନ କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ । ଧାର୍ଯ୍ୟ ସମୟରେ
Read More...

ମାଳି ପର୍ବତରେ ପାଳନ ହେଲା ମା ପାକୁଳି ଦେବୀ ଡଙ୍ଗର ଯାତ୍ରା

କୋରାପୁଟ, (ସୁନାମ ହନ୍ତାଳ) : ମାଳି ପର୍ବତରେ ମହାସମାରୋହରେ ପାଳନ ହେଲା ମା ପାକୁଳି ଦେବୀ ଡଙ୍ଗର ଯାତ୍ରା । ସୂଚନା ଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ମାଳି ପର୍ବତ ଉପରେ ଏକ ପୁରାତନ ପ୍ରାକୃତିକ ଗୁମ୍ଫା ରହିଛି ଏବଂ ଏହି ଗୁମ୍ଫାରେ ଅଂଚଳର ହଜାର ହାଜର ଆଦିବାସୀମାନେ ଚାଷ
Read More...

ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶା ରାଉରକେଲା ସଂକୁଳର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସେକ୍ଟର ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟଶାଳା ଗତ ୧୮ ତାରିଖରୁ ଆରମ୍ଭ ହୋଇ ଆଜି ସମାରୋପ ହୋଇଥିଲା ।
Read More...

ସୁର ତରଙ୍ଗର ମାସିକ ଓଡ଼ିଆ ଓ ହିନ୍ଦୀ ସଂଗୀତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ଅଗ୍ରଣୀ କ୍ରୀଡା, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସେୟାର’ର ସଙ୍ଗୀତ ଶାଖା ‘ସୁର ତରଙ୍ଗ’ ଆନୁକୂଲ୍ୟରେ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ମାସିକ ସଙ୍ଗୀତ କାର୍ଯ୍ୟକ୍ରମରେ ଓଡ଼ିଆ ଓ ହିନ୍ଦୀ ସଂଗୀତ ପରିବେଷଣ କରାଯାଇଥିଲା । ସୁର ତରଙ୍ଗର
Read More...

ସିଆର୍‌ଏମ୍‌ ଋଣ ସମବାୟ ସମିତିର ୫୦ତମ ସଧାରଣ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଲ୍ଡ ରୋଲିଂ ମିଲ୍ ଋଣ ସମବାୟ ସମିତିର ୫୦ତମ ସଧାରଣ ବୈଠକ ସାଲୁ କୁଅଁର କିସ୍କୁଙ୍କ ଅଧ୍ୟକ୍ଷତାରେ ସେକ୍ଟର -୭ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଯାଇଛି । ଏହି ବୈଠକରେ ଆର୍‌ଏସ୍‌ପିର ମହାପ୍ରବନ୍ଧକ ଡି. ବାନାର୍ଜୀ ମୁଖ୍ୟ ଅତିଥି, ଓ
Read More...

ବରିଷ୍ଠ ସାମ୍ବାଦିକ ରବି କାନୁନଗୋଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ କବି ଓ ସାମ୍ବାଦିକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ତଥା ସହରର ଜଣାଶୁଣା ସାମ୍ବାଦିକ ତଥା ଦୈନିକ ସୂର୍ଯ୍ରପ୍ରଭା ଖବରକାଗଜର ସମ୍ପାଦକ ରବି କାନୁନଗୋଙ୍କ ୮୧ ତମ ଜନ୍ମ ଦିନ ପାଳନ ଅବସରରେ ତାଙ୍କ ବାସଭବନରେ ସହରର କବି, ସାହିତ୍ୟିକ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇବା ସହ ତାଙ୍କ ନିରୋଗ
Read More...