Daily Archives

ବସ୍‌ ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର

ଭୁବନେଶ୍ୱର : କଟକ ତିଗିରିଆ ଥାନା ଅନ୍ତର୍ଗତ ୬୫ ନମ୍ବର ରାଜ୍ୟ ରାଜପଥର ପାଞ୍ଚଗାଁ ନିକଟରେ ସଡ଼କ ଦୁର୍ଘଟଣା । ଏକ ଘରୋଇ ବସ୍‌ ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଅଟୋରେ ଥିବା ୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ତିଗିରିଆ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ
Read More...

ପବିତ୍ର ଶ୍ରୀରାମ ନବମୀ ଅବସରରେ ‘ବିଶାଳ ବାଇକ ରାଲି’ରେ ସାମିଲ ହେଲେ ମନ୍ତ୍ରୀ ମୁକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଶ୍ରୀରାମ ନବମୀ ଅବସରରେ ହୋଇଥିବା ଏକ ବିଶାଳ ବାଇକ ରାଲି'ରେ ସାମିଲ ହେବା ସହ ସରଗାଡରୁ ବାହାରି ତଲିଉଡ଼ାର ପର୍ଯ୍ୟନ୍ତ ନଗର ପରିକ୍ରମା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ ।
Read More...

ନଅଗାଁ (ଖ) ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିଭିନ୍ନ ଦଳର କର୍ମୀ ହେଲେ ବିଜେପିରେ ସାମିଲ

ଲୋଇସିଂହା, (କେପିଏନ୍‌ଏସ୍‌) : ଭାରତୀୟ ଜନତା ପାର୍ଟିର ୪୬ତମ ପ୍ରତିଷ୍ଠା ଦିବସ ଅବସରରେ ନଅଗାଁ (ଖ) ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପି ଦଳର ନୀତି ଓ ଆଦର୍ଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ
Read More...

ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌

ଖଣ୍ଡପଡ଼ା : ନୟାଗଡ଼ ଫତେଗଡ଼ ଥାନା ମାଧପୁର ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି ପିକ୍‌ଅପ୍‌ ଭ୍ୟାନ୍‌ । ଯେଉଁଥିରେ ୧୭ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁ ସାରେ ଭାପୁର ବ୍ଲକ ମାଧପୁର ଗାଁରୁ ଦଣ୍ଡ
Read More...

ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ବିଭିନ୍ନ ପ୍ରକାର ପଣା ଓ ସରବତ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ କମିଟିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ଜଗଦା ସ୍ଥିତ ବାଟ ମଙ୍ଗଳା ମନ୍ଦିର ପରିସରରେ ଆଜି ଉଭୟ ରାମ ନବମୀ ଏବଂ ଦୂର୍ଗା ନବମୀ ଅବସରରେ ବିଭିନ୍ନ ପ୍ରକାର ପଣା ଏବଂ ସରବତ ବିତରଣ କରାଗଲା । ଏଠାରେ ପ୍ରାୟତଃ
Read More...

ବାଇକ ରାଲିରେ ସ୍ୱାସ୍ଥ୍ୟ ମନ୍ତ୍ରୀ

ବଲାଙ୍ଗିର : ବଲାଙ୍ଗିର ଲୋଇସିଂହା ବ୍ଲକରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାଇକ ରାଲି । ଆଜି ପବିତ୍ର ରାମନବମୀ ସବୁଠି ଶ୍ରୀ ରାମଙ୍କ ଭବ୍ୟ ପୂଜାର୍ଚ୍ଚନା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ଏହି ଉପଲକ୍ଷେ ଲୋଇସିଂହା ସରଗାଡ଼ ସହ ବିଭିନ୍ନ ଗ୍ରାମରେ ମଧ୍ୟ ରାମନବମୀ ପୂଜାର୍ଚ୍ଚନା କରଯାଇଛି ।
Read More...

ତାମିଲନାଡୁର ରାମେଶ୍ୱରମ ଠାରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦ୍‌ଘାଟନ…

● ମୁଁ ନିଜକୁ ଧନ୍ୟ ମନେ କରୁଛି ଯେ ମୁଁ ଆଜି ରାମନାଥସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରିପାରିଛି : ପ୍ରଧାନମନ୍ତ୍ରୀ● ରାମେଶ୍ୱରମକୁ ନୂତନ ପମ୍ବନ ସେତୁ ସଂଯୋଗ ଟେକ୍ନୋଲୋଜି ଏବଂ ପରମ୍ପରାକୁ ଏକାଠି କରିଛି : ପ୍ରଧାନମନ୍ତ୍ରୀ● ଆଜି ସମଗ୍ର ଦେଶରେ ମେଗା ପ୍ରକଳ୍ପ ଦ୍ରୁତଗତିରେ ଅଗ୍ରଗତି କରୁଛି
Read More...

ଭାରତ ସହାୟତାରେ ଶ୍ରୀଲଙ୍କାରେ ନିର୍ମିତ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କାର ରାଷ୍ଟ୍ରପତି ମହାମହିମ ଅନୁରା କୁମାର ଦିଶାନାୟକଙ୍କ ସହ ଆଜି ଅନୁରାଧାପୁରରେ ଭାରତ ସହାୟତାରେ ନିର୍ମିତ ଦୁଇଟି ରେଳ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ସମାରୋହରେ ଅଂଶଗ୍ରହଣ କରିଥିଲେ । ଉଭୟ ନେତା ଭାରତ ପକ୍ଷରୁ
Read More...

ଗୁଜରାଟରରେ ଇଫକୋର କାଲୋଲ ଶାଖାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ‘ବୀଜ ଅନୁସନ୍ଧାନ କେନ୍ଦ୍ର”ର…

ଇଫକୋର ୫୦ ବର୍ଷର ଗୌରବମୟ ଯାତ୍ରା ଦର୍ଶାଉଛି ଯେ ଯେତେବେଳେ ସମବାୟ ଏବଂ କର୍ପୋରେଟ ମୂଲ୍ୟବୋଧ ମିଳିତ ଭାବେ କାର୍ଯ୍ୟ କରିଥାଏ ସେତେବେଳେ କେତେକ ଅବିଶ୍ୱସନୀୟ ଫଳାଫଳ ହାସଲ ହୋଇଥାଏଭାରତ ଖାଦ୍ୟଶସ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଛି ଏବଂ ଇଫକୋ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ପଡ଼ୋଶୀ ଦେଶଗୁଡ଼ିକରେ ଭାରତର ବିକାଶମୂଳକ ପଦକ୍ଷେପ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଶ୍ରୀଲଙ୍କା ଗସ୍ତ କାଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ । ସେସବୁ ମଧ୍ୟରେ ଥିଲା ୧୨୮ କିଲୋମିଟର ମାହୋ-ଓମାନ୍ଥାଇ ରେଳଲାଇନର ଆଧୁନିକୀକରଣ । ଏହା ସହିତ ମହୋ-ଅନୁରାଧାପୁରା ସେକ୍ସନରେ ଉନ୍ନତ ସିଗନାଲ ଓ
Read More...