Daily Archives

“ଆମେ ଓଡ଼ିଆ ଭାରି ବଢ଼ିଆ”

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ ଡି.ଏ.ଭି ପବ୍ଲିକ ସ୍କୁଲ ପରିସରରେ ୯୦ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପ୍ରଧାନ, ବରିଷ୍ଠ ଶିକ୍ଷକ ତଥା ଶିକ୍ଷୟିତ୍ରୀଙ୍କ ସମେତ ଦୀପ ପ୍ରଜ୍ୱଳନ କରିଥିଲେ ଏବଂ ପରେ ପରେ ଓଡିଶାର
Read More...

ବାରିପଦା ଠାରେ ଜିଲ୍ଲା ସ୍ତରୀୟ ୯୦ତମ ଓଡିଶା ଦିବସ ୨୦୨୫ ମହାସମାରୋହ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଜିଲ୍ଲା ପ୍ରଶାସନ ତରଫରୁ ୯୦ତମ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରତ୍ୟୁଷ ଘ.୦୪-୩୦ ମିନିଟ ସମୟରେ ବାରିପଦା ଜିଲ୍ଲା ସୂଚନା ଓ ଲୋକ କାର୍ଯ୍ୟାଳୟ ତରଫରୁ
Read More...

ପଦ୍ମପୁରରେ ବନଦୁର୍ଗାଙ୍କ କୁଷ୍ମାଣ୍ଡା ଓ ସ୍କନ୍ଧମାତା ଅବତାର ରୂପରେ ଭକ୍ତ ବତ୍ସଳଙ୍କୁ ଦର୍ଶନ ଦେଲେ ମାଁ ଦୁର୍ଗା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିରଠାରେ ଚୈତ୍ର ବାସନ୍ତିକ ଦୁର୍ଗାପୂଜାର ଚତୁର୍ଥ ଓ ପଞ୍ଚମ ଦିନ ମାତା ଦୁର୍ଗା କୁଷ୍ମଣ୍ଡା ଓ ସ୍କନ୍ଧମାତା ରୂପରେ ଧରାପୃଷ୍ଟରେ ଅବତରଣ କରି ଭକ୍ତ ବତ୍ସଳଙ୍କୁ ଦର୍ଶନ ଦେଇଥିଲେ । ଏଥିର ମୁଖ୍ୟ ପଣ୍ଡିତ ରଘୁନାଥ
Read More...

ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହଠାରେ ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଭା ଗୃହ ଠାରେ ସଭାପତି ସହକାରୀ ଜିଲ୍ଲାପାଳ ସୁଶ୍ରୀ ନିତୁଶ୍ରୀ ମେହେରଙ୍କ ତତ୍ୱାବଧାନରେ ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ
Read More...

ଓଡିଶା ଦିବସ – ୨୦୨୫ ପାଳିତ

ଓଡିଶା ହେଉଛି ଶରୀର, ଓଡ଼ିଆ ତାର ଆତ୍ମା କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଓଡିଶା ଦିବସ - ୨୦୨୫ ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ କୁଳପତି ପ୍ରାଚୀନ ଓଡ଼ିଶାର
Read More...

ଭାରତ-ଚିଲି ମିଳିତ ବିବୃତ୍ତି

ନୂଆଦିଲ୍ଲୀ, (ପିଆଇବି) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଚିଲି ଗଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ଗାବ୍ରିଏଲ ବୋରିକ ଫଣ୍ଟ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୬ ବର୍ଷ ପୂରଣ ଅବସରରେ ୨୦୨୫ ମସିହା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ
Read More...

ରାଉରକେଲାରେ ଉତ୍ସାହର ସହିତ ପାଳିତ ହେଲା ଓଡିଶା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ପବିତ୍ର ଓଡିଶା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସହରରେ ସ୍ଥିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଓଡିଶା ଦିବସ ଅବସରରେ ସକାଳ ଏକ ଶୋଭାଯାତ୍ରା ଆମ୍ବେଦକର ଛକରୁ
Read More...

ସିବିଆଇର ୬୨ତମ ପ୍ରତିଷ୍ଠା ଦିବସରେ ୨୧ତମ ଡି.ପି. କୋହଲି ସ୍ମାରକୀ ବକ୍ତୃତା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ…

ନୂଆ ଯୁଗର ଅପରାଧଗୁଡ଼ିକର ତ୍ୱରିତ ତଦନ୍ତ ଓ ଅପରାଧୀଙ୍କ ଦଣ୍ଡବିଧାନ ପାଇଁ ପ୍ରଯୁକ୍ତିଭିତ୍ତିକ ଆଇନଗତ ଢାଞ୍ଚା ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱଦେଶର ବୈଜ୍ଞାନିକ, ଶିକ୍ଷାଜଗତ ଓ ଗବେଷକଙ୍କ ସାମର୍ଥ୍ୟର ଉପଯୋଗ କରି ତଦନ୍ତର ପ୍ରଯୁକ୍ତିଗତ ସମାଧାନ ବାହାର କରିବାକୁ
Read More...

ୱକଫ ସମ୍ପତ୍ତି ଦକ୍ଷ ପରିଚାଳନା ସୁନିଶ୍ଚିତ କରିବ ୱକଫ୍ ସଂଶୋଧନ ବିଲ୍

• ଆଇନଗତ ବିବାଦ ଦୂର କରିବା ସହ ୱକଫ୍ ବୋର୍ଡରେ ସ୍ୱଚ୍ଛତା ସୁନିଶ୍ଚିତ କରିବ ନୂଆ ବିଲ• ପ୍ରସ୍ତାବିତ ସଂଶୋଧନ ଦ୍ୱାରା ୱକଫ ଜମିର ବେଆଇନ ଦଖଲ ଏବଂ ଜନସାଧାରଣଙ୍କ ସମସ୍ୟା ଦୂର ହେବ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ୱକଫ ବୋର୍ଡର କାର୍ଯ୍ୟକୁ ବ୍ୟବସ୍ଥିତ କରିବା ସହିତ ୱକଫ
Read More...

ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ୯୦ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆରେ ୯୦ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି ଏଵଂ ସମ୍ମିଳିତ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଏସ୍‌.ପି. ଶୁଭେନ୍ଦୁ ପାତ୍ର ମୁଖ୍ୟଅତିଥି
Read More...