୬୦୦ରୁ ଉର୍ଦ୍ଧ ଆତ୍ମାଙ୍କ ସତଗତି ନିମନ୍ତେ, ସାମୁହିକ ଅସ୍ତି ବିସର୍ଜନ ଏବଂ ସାମୁହିକ ଶ୍ରାଦ୍ଧ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଦୀର୍ଘ ଦଶ ବର୍ଷହେବ ବିଭିନ୍ନ ସାମାଜିକ କାର୍ଯ୍ୟରେ ଲିପ୍ତ ରହି ଆସିଛି । ସବୁ କାର୍ଯ୍ୟକ୍ରମ ମଧ୍ୟରୁ ସଂଗଠନର ମହତ୍ୱପୁଣ୍ଣ କାର୍ଯ୍ୟ ଶବ ସତ୍କାର ହେଉଛି । ଦଶବର୍ଷ ମଧ୍ୟରେ!-->…
Read More...
Read More...