ବେଆଇନ ବାଲି ଚାଲାଣ ରୋକିବ ପୋଲିସ : ଇ-ଟ୍ରାଞ୍ଜିଟ ପାସ ବିନା ପରିବହନ ବନ୍ଦ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟରେ ସମସ୍ତ ବେଆଇନ ଖଣି ଖନନ ଓ ପରିବହନକୁ ରୋକିବା ପାଇଁ କଠୋର ହେବା ଏବଂ ବେଆଇନ୍ ବାଲି ଓ ପଥର ଖଦାନରେ ଚଢ଼ଉ କରି ଖନନ ଉପରେ ରୋକ୍ ଲଗାଇବା ପାଇଁ ଗୁରୁବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଥିଲେ । ଏନେଇ ବଲାଙ୍ଗିର ଜିଲ୍ଲା ବିଭିନ୍ନ!-->…
Read More...
Read More...