Monthly Archives

March 2025

ପାଇକମାଲରେ ବ୍ଲକ ସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ହାଇସ୍କୁଲ ପଡିଆ ଠାରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭର୍ଚୁଆଲ ମାଧ୍ୟମରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଉଦଘାଟନ ଉତ୍ସବ ଅବସରରେ ପାଇକମାଳ ବ୍ଲକର ୧୩୧ ଜଣ
Read More...

ବିଗତ ବିଜେଡି ସରକାରର ଦୁର୍ନୀତିକୁ ଲୁଚାଇବା ପାଇଁ ବିଧାୟିକାଙ୍କ ପ୍ରଶ୍ନ ପଚାରିବା ହାସ୍ୟାସ୍ପଦ : ଯୁବ ନେତା ପ୍ରୀତେଶ…

ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠର ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ସଦାସର୍ବଦା ଚେଷ୍ଟା କରିଆସିଛି। ପ୍ରଦୀପ ପୁରୋହିତ ବିଧାୟକ ଥିବା ସମୟରେ ତାଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାରରେ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ
Read More...

ଗାନ୍ଧୀ ସ୍ମୃତି ପୀଠ ବେରବୋଇରେ ଗାନ୍ଧୀ ଫଟୋ ଚିତ୍ର ପ୍ରଦର୍ଶନୀ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଜାତିର ଜନକ ମହାତ୍ମାଗାନ୍ଧୀ ୧୯୩୮ ମସିହାରେ ଡେଲାଙ୍ଗ ବ୍ଲକ ବେରବୋଇ ଠାରେ ମାର୍ଚ୍ଚ ୨୫ ରୁ ୩୧ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ କରିଥିଲେ । ସେହି ସ୍ମୃତିକୁ ଉଦଜୀବିତ କରି ପ୍ରତି ବର୍ଷ ଗାନ୍ଧୀ ସ୍ମାରକୀ ସମିତି ପକ୍ଷରୁ ବେରବୋଇ ଗାନ୍ଧୀ
Read More...

ପାରକେଣା ଉନ୍ନିତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ସହ ସ୍ଥାନୀୟ ପାରକେଣା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହୋଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିତାଲୀ ମଧୁସ୍ମିତା ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ପରଜାପଡା ଗ୍ରାମ ପଂଚାୟତର
Read More...

ଭୁତିଆରବାହାଲ ଯୁବ କ୍ରୀଡା ଏବଂ ସାଂସ୍କୃତିକ ସଂଗଠନର ରୋପ୍ୟ ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଯୁବ କ୍ରୀଡା ଏବଂ ସାଂସ୍କୃତିକ ସଂଗଠନର ପଚିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ରୋପ୍ୟ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ
Read More...

ସାରସମାଲ ୟୁପି ସ୍କୁଲର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାରସମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହୋଲିଶ୍ଵର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଗୋପାଳକୃଷ୍ଣ ବାଗ, ମୁଖ୍ୟବକ୍ତା ଭାବେ ସିଆରସିସି ଜଗଦୀଶ
Read More...

ସାହାଜୋଟ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ଗ୍ରାମ ପଞ୍ଚାୟତ ସ୍ଥିତ ସାହାଜୋଟ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡୋଳାଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ
Read More...

ଆଗଲପୁର ମୁରୁଶୁଣ୍ଢି ପ୍ରାଥମିକ କୃଷି ସମବାୟ ସମିତିର ନବନିର୍ମିତ ଅଫିସ୍ ଗୃହ : ଉଦ୍‌ଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ…

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ମୁରୁଶୁଣ୍ଢି ପ୍ରାଥମିକ କୃଷି ସମବାୟ ସମିତିର ନବନିର୍ମିତ ଅଫିସ୍ ଗୃହ ଉଦ୍‌ଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି ଅବସରରେ ଅନେକ ସ୍ଥାନୀୟ ଜନସାଧାରଣ ଓ ସମବାୟ ସମିତିର ସଦସ୍ୟବୃନ୍ଦ ପ୍ରମୁଖ ଉପସ୍ଥିତ ଥିବା ବେଳେ
Read More...

କଳାହାଣ୍ଡିରେ ଅନ୍ତୋୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସମଗ୍ର ରାଜ୍ୟ ପାଇଁ ଏକ ଐତିହାସିକ ଦିନ । ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ କଳାହାଣ୍ଡି ମାଟିକୁ ଆସି ତାଙ୍କ କରକମଳରେ କଳାହାଣ୍ଡିରେ ଅନ୍ତ୍‌ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରାରମ୍ଭିକ ଭାବେ ଆଜି ୫୦,୦୦୦ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ
Read More...

ସମୟ ନଦେଇ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କଲା ଟାଟା ପାୱାର, ପ୍ରତିବାଦରେ ଧାରଣାରେ ବସିଲେ ଗ୍ରାମବାସୀ

ବିନିକା : ଟାଟା ପାୱାରର ମନମାନୀ ଅଭିଯୋଗ । ବିନା ନୋଟିସ୍‌ରେ କାଟି ଦେଲେ ବିଦ୍ୟୁତ ସଂଯୋଗ । ଜବରଦସ୍ତି ଟଙ୍କା ଆଦାୟ କରିବାକୁ ଦେଲେ ଧମକ । ସମୟ ନଦେଇ ସିଧାସଳଖ କଲେ ସଂଯୋଗ ବିଚ୍ଛିନ୍ନ । ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ର ବହଳପଦର ଗ୍ରାମବାସୀ ।
Read More...