Monthly Archives

March 2025

ସଇଁତଲାର ବିଭିନ୍ନ ସ୍ଥାନରେ ପ୍ରହରୀ ନାମଯଜ୍ଞ ଶେଷ , ଭକ୍ତଙ୍କ ପ୍ରବଳ ଜନ ସମାଗମ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବିଭିନ୍ନ ଅଞ୍ଚଳରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ପ୍ରହରୀ ନାମଯଜ୍ଞ ଚାଲିଥିବା ବେଳେ ଶନିବାର ପୂର୍ଣ୍ଣାହୂତି ହୋଇଯାଇଛି । ସ୍ଥାନୀୟ ହାଟପଡା ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୋଳ ପୁର୍ଣିମା ଅବସରରେ ସଇଁତଲାରେ ୨୪ ପ୍ରହରୀ
Read More...

ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଯାତ୍ରାରମ୍ଭ କରି ପୁରୀରେ ପହଞ୍ଚିଲା ସିଆଇଏସଏଫ୍ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ…

ଭୁବନେଶ୍ୱର, (ପିଆଇବି) : ସିଆଇଏସଏଫ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ ପାରାଦୀପଠାରୁ ୧୨୦ କିଲୋମିଟର ଯାତ୍ରା କରି ମାର୍ଚ୍ଚ ୧୩, ୨୦୨୫ରେ କୋଣାର୍କରେ ପହଞ୍ଚିଥିଲା । ଉପକୂଳ ସୁରକ୍ଷା, ପରିବେଶ ସଂରକ୍ଷଣ ଏବଂ ଗୋଷ୍ଠୀ ନିୟୋଜନ ପାଇଁ ନିଜର ମିଳିତ ଅଙ୍ଗୀକାରକୁ ଦୋହରାଇ ସ୍ଥାନୀୟ ଲୋକେ
Read More...

ଏନପିଜି ବୈଠକରେ ଓଡ଼ିଶାର ନିର୍ଗୁଣ୍ଡି-କଟକ ଏବଂ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର ମୂଲ୍ୟାଙ୍କନ

ପିଏମ ଗତିଶକ୍ତି ଅଧୀନ ନେଟୱର୍କ ପ୍ଲାନିଂ ଗ୍ରୁପର ୮୯ତମ ବୈଠକରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନବୈଠକରେ ଓଡ଼ିଶାର ଦୁଇଟି ରେଳ ପ୍ରକଳ୍ପ ସମେତ ଦେଶର ମୋଟ୍‌ ୮ଟି ଗୁରୁତ୍ୱପୂର୍ଣ୍ଣ ସଡ଼କ, ରେଳ ଏବଂ ମେଟ୍ରୋ ପ୍ରକଳ୍ପର କରାଗଲା ସମୀକ୍ଷା ଭୁବନେଶ୍ୱର, (ପିଆଇବି) : ଦେଶର ପ୍ରମୁଖ
Read More...

ପୁଞ୍ଜିପଥର ଠାରେ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

ପୁଞ୍ଜିପଥରକୁ ପର୍ଯ୍ୟଟନ ସ୍ଥଲୀର ମାନ୍ୟତା ଦାବି ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି- ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ଵରେ ଥିବା ପଶ୍ଚିମ ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଡଙ୍ଗରବୁଢା ପୀଠ ପୁଞ୍ଜିପଥର ମନ୍ଦିର ଠାରେ ରବିବାର
Read More...

ସାହିତ୍ୟ କୁଟୁମର ବଛରକିଆ ତହଁକ ତିହାର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାଗରପଡା କ୍ଳବଠାରେ ତହଁକ ସାହିତ୍ୟ କୁଟୁମର ବଛରକିଆ ଉଚ୍ଛବ ତହଁକ ତିହାର ୧୫ ଓ ୧୬ ଦୁଇ ଦିନ ଧରି ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ୧୫ ତାରିଖ ହୋଇଥିବା ଆଳୋଚନା ଚକ୍ର "କୋଶଲି କଳା ଆର୍ ସାହିତ୍ୟର ସ୍ଥିତି କେନ୍ ଆଡେ " ଆଳୋଚନା ଚକ୍ରରେ
Read More...

ଅମ୍ବାଦଳା ଠାରେ ବିଜେପି ଜିଲ୍ଲା ସଭାପତିଙ୍କୁ ସ୍ୱାଗତ

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ରାୟଗଡ ଜିଲ୍ଲାର ବିଜେପି ନୂତନ ଜିଲ୍ଲା ସଭାପତି ଗୋପୀ ଆନନ୍ଦଙ୍କୁ ଅମ୍ବାଦଳା ମଣ୍ଡଳ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦଳୀୟ କର୍ମୀମାନେ ନୂତନ ଜିଲ୍ଲା ସଭାପତି ଓ ନୂତନ ମଣ୍ଡଳ ସଭାପତିଙ୍କୁ
Read More...

ମୁର୍ଛନା ରାଉରକେଲାର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ମୁର୍ଛନା ରାଉରକେଲା ତରଫରୁ ଚଳଚିତ୍ର ଜଗତର ପ୍ରଖ୍ୟାତ ସଂଗୀତକାରଙ୍କ ସୁମଧୁର ତଥା ଚିର ସବୁଜ ସଂଗୀତକୁ ନେଇ ଅନନ୍ୟ କାର୍ଯ୍ୟକ୍ରମ ଅନମୋଲ ଘଡ଼ି, ଅନମୋଲ ରତନ ଏବଂ ଅନମୋଲ ୟାଦେଁ ସିଭିକ ସେଣ୍ଟର୍ ଠାରେ ପରିବେଷଣ କରାଯାଇଥିଲା
Read More...

ସଚେତନ ନାଗରିକ ମଞ୍ଚର ୧୨ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ର ୧୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସେକ୍ଟର ୩ସ୍ଥିତ ଖଡ୍ଗ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଞ୍ଚର ସଭାପତି ଇଂ ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ପି ପି ରାୟଙ୍କ ଆବାହକତ୍ଵ
Read More...

ରଘୁଚକ ନିଶ୍ଚିନ୍ତାଡିହାରେ ଦୋଳ ଉତ୍ସବ ପାଳିତ

ଭୋଗରାଇ, (ଶିବ ନାରାୟଣ ପାତ୍ର) : ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଘୁଚକ ଓ ନିଶ୍ଚିନ୍ତାଡିହା ଗ୍ରାମରେ ମହାପବିତ୍ର ଦୋଳ ଉତ୍ସବ ଓ ହରିନାମ ସଂକୀର୍ତ୍ତନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଖରିଦଚକ ଗୁଆଶୋଳ ଖାଳରୁ ଘଟୋତ୍ତଳନ କରି ଶୁଭ ଉଦ୍‌ଘାଟନ କରାଯାଇଥିଲା ।
Read More...

ବିଶ୍ୱ ଉପଭୋକ୍ତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅନ୍ତର୍ଗତ ସୁନ୍ଦରଗଡ ଜିଲ୍ଲା ବୈଧ, ମାପ ଓ ବିଜ୍ଞାନ ତଥା ସ୍ୱେଚ୍ଛାସେବୀ ସଙ୍ଗଠନ ଉତ୍ସର୍ଗ ଆନୁକୂଲ୍ୟରେ ସେକ୍ଟର ୧୬ କମ୍ୟୁନିଟି ସେଣ୍ଟର ଠାରେ ବିଶ୍ୱ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି । ଏଥିରେ ବୈଧ, ମାପ ଓ
Read More...