ବଲାଙ୍ଗିର ଟାଉନ ହଲ ମରାମତି : ବଲାଙ୍ଗିର ପୌର ପରିଷଦ ଓ ଜିଲ୍ଲା ପ୍ରଶାସନକୁ ଦାବିପତ୍ର
ବଲାଙ୍ଗିର, (କେପିଏନ୍ଏସ୍) : ଟାଉନ ହଲ ଦୁଇ ବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଟାଉନ ହଲର ମରାମତି ପାଇଁ ରାଜ୍ୟ ସରକାର ଏକ କୋଟି ପଚାଶ ଲକ୍ଷ ଟଙ୍କା ମଂଜୁର କରିଥିଲେ । ଟେଣ୍ଡର ହୋଇ ଏକ କମ୍ପାନୀ ପାଇଁ ଥିଲା ଏବଂ କାମ ମଧ୍ୟ ଆରମ୍ଭ ହୋଇଥିଲା । ଦୁଃଖର ବିଷୟ କାମ ଆରମ୍ଭ ହେଉ!-->…
Read More...
Read More...