ଆମ୍ୱ ବଗିଚାରେ ଗୋଡ଼ାଇଲା ଦନ୍ତା, ଖସିପଡ଼ି ଜଣେ ଗୁରୁତର
ନରସିଂହପୁର : ହାତୀ ଆକ୍ରମଣରୁ ନିଜରୁ ରକ୍ଷା କରିବା ପାଇଁ ଦୌଡ଼ି ପଳାଉଥିବା ବେଳେ ଖସିଗଲା ଗୋଡ଼ । ତଳେ ପଡ଼ି ଯିବାରୁ ବାମ ହାତରେ ପଶିଗଲା ବାଉଁଶ ଖୁଣ୍ଟା । ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ସାଗର ଗାଁର ରବୀନ୍ଦ୍ର କୁମାର ସାହୁ (୫୨) ବୋଲି ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ!-->…
Read More...
Read More...